ମାକ୍ସଓଏଲଙ୍କ ସହିତ ଏହି ବଡ଼ ବଡ଼ ଷ୍ଟାର ଖେଳାଳିଙ୍କୁ ବାହାରକଲା ପଞ୍ଜାବ। ଦେଖନ୍ତୁ ଲିଷ୍ଟ।

ପୂର୍ବ ବର୍ଷ ୟୁଏଇରେ ଆୟୋଜିତ ଆଇପିଏଲରେ ଗୋଟେ ବି ଛକା ନ ଲଗେଇ ପାରିଥିବା ଗ୍ଲେନ ମ୍ୟାକ୍ସ୍ବେଲଙ୍କୁ କିଙ୍ଗସ ଏକାଦଶ ପଞ୍ଜାବ ଏକ ବହୁତ ବଡ଼ ଝଟକା ଦେଇ ଦେଇଛି। ପଞ୍ଜାବ ଏଥର ଆୟୋଜିତ ୧୪ତମ ଆଇପିଏଲ ସଂସ୍କରଣ ପାଇଁ ପଞ୍ଜାବ ମ୍ୟାକସ୍ବେଲଙ୍କୁ ରିଲିଜ କରି ଦେଇଛି। ପଞ୍ଜାବ ତାଙ୍କ ସମେତ ଆହୁରି ୯ଜଣ ଖେଳାଳିଙ୍କୁ ରିଲିଜ କରି ଦେଇଛି। ଏହିଠାରେ ଅଧିନାୟକ କେ ଏଲ ରାହୁଲ, କ୍ରୀସ ଗେଲ ତଥା ଅପନର ମୟଙ୍କ ଅଗ୍ରୱାଲଙ୍କ ସମେତ ଆହୁରି ୧୬ଜଣ ଖେଳାଳିଙ୍କୁ ରିଟେନ କଲା। ଫାଷ୍ଟ ବୋଲର ମାନଙ୍କ ଭିତରେ ମହମ୍ମଦ ଶାମି ଆଉ କ୍ରୀସ ଜର୍ଡନଙ୍କ ସହ ସ୍ପିନର ମାନଙ୍କ ଭିତରେ ରବି ବିସ୍ନୋଇ ଆଉ ମୁରୁଗାନ ଅଶ୍ୱିନଙ୍କୁ ରିଟେନ କରା ଯାଇଛି।

Google

ୟୁଏଇରେ ଆରେଞ୍ଜ ହେଇଥିବା ଆଇପିଏଲର ୧୩ତମ ସଂସ୍କରଣରେ ମାକ୍ସଓଏଲ କିଛି ଖାସ ପ୍ରଦର୍ଶନ କରି ପାରି ନଥିଲେ। ତାଙ୍କର ବ୍ୟାଟ ବହୁତ ଶାନ୍ତ ରହିଥିଲା। ଏପରିକି ଛକାର ବର୍ଷା କରୁଥିବା ମ୍ୟାକସ୍ବେଲ ଏହି ବର୍ଷ ଗୋଟେ ବି ଛକା ମାରି ପାରି ନଥିଲେ। କିଙ୍ଗସ ଏକାଦଶ ପଞ୍ଜାବ ମ୍ୟାକ୍ସୱେଲଙ୍କୁ ପୁଣି ଥରେ କିଣିଲା ଆଉ ତାଙ୍କ ଉପରେ ଭରସା ଜଗେଇଲା। ତାଙ୍କୁ ଏହା ଆଶା ଥିଲା କି ମ୍ୟାକ୍ସୱେଲଙ୍କର ଟିମରେ ରହିବା ଦ୍ୱାରା ଟିମର ମନୋବଳ ବୃଦ୍ଧି ହେବ। ମ୍ୟାକ୍ସୱେଲ ଏହା ଆଗରୁ ଇଂଲଣ୍ଡ ବିପକ୍ଷରେ ଶତକ ବି ମାରିଥିଲେ ମାତ୍ର ଆଇପିଏଲରେ ସେ କିଛି ଖାସ କରି ପାରି ନଥିଲେ। ମାତ୍ର ଆଇପିଏଲରେ ସେ ଅସଫଳ ରହିଲେ। ଆଉ ସେ ମାତ୍ର ଗୋଟେ ହିଁ ଛକା ମାରିଲେ ଆଉ ୧୪ ମ୍ୟାଚରେ ସେ କେବଳ ୧୦୮ ରନ ବନେଇ ପାରିଲେ ଆଉ ତା ଭିତରେ ସେ ୯ଟି ଚୌକା ସଂଗ୍ରହ କରିଥିଲେ।

ଏହି ହେଉଛନ୍ତି ପଞ୍ଜାବର ରିଟେନ ଖେଳାଳି ଆଉ ରିଲିଜ ହେଇଥିବା ଖେଳାଳି:

ରିଟେନ ଖେଳାଳି: କେ ଏଲ ରାହୁଲ, କ୍ରୀସ ଗେଲ, ମୟଙ୍କ ଅଗ୍ରୱାଲ, ନିକୋଳାସ ପୁରାନ, ମନ୍ଦିପ ସିଂ,ସରଫରାଜ ଖାନ, ଦୀପକ ହୁଡା, ପ୍ରଭା ସିମରଣ ସିଂ,ମହମ୍ମଦ ଶାମି, କ୍ରୀସ ଜର୍ଡନ, ଦର୍ଶନ ନାଲକାଣ୍ଡେ, ରବି ବିସ୍ନୋଇ, ମୁରୁଗାନ ଅଶ୍ୱିନ, ଅର୍ସଦୀପ ସିଂ, ହ୍ରପ୍ରୀତ ବରାର, ଇଶାନ ପାରେଲ।

Google

ରିଲିଜ ଖେଳାଳି: ଗ୍ଲେନ ମ୍ୟାକ୍ସୱେଲ, ଶେଲ୍ଡନ କଟ୍ରେଲ, କରୁନ ନାୟର, ହାରଦୂସ ବିଲୋଜେନ, ଜଗଦୀଶ ସୂଚିତ, ମୁଯିବ ଉର ରେହ୍ମାନ, ଜିମି ନିଷମ, କୃଷ୍ଣ ଗୌତମ,ତାଜୀନ୍ଦର ସିଂ ଅଟନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *