ନିଶାଠାରୁ ବହୁତ ଦୂରରେ ରହିଥାନ୍ତି ବଲିଉଡ଼ର ଏହି ଅଭିନେତା, ମଦକୁ ହାତ ମଧ୍ଯ ଲଗାନ୍ତିନାହିଁ ।

These Bollywood actors stay away from drugs, do not even touch alcohol, ନିଶାଠାରୁ ବହୁତ ଦୂରରେ ରହିଥାନ୍ତି ବଲିଉଡ଼ର ଏହି ଅଭିନେତା, ମଦକୁ ହାତ ମଧ୍ଯ ଲଗାନ୍ତିନାହିଁ ।, Nitidina, Bollywood, Mumbai, Akshay Kumar, John abraham, Sunil Shetty, Sunny Deol, Amitabh Bachchan, Aamir Khan, News

ବଲିଉଡ ଜଗତ ଏବେ ଡ୍ରଗ୍ସ ଜାଲରେ ଫସିଥିବା ଦେଖାଯାଇଛି । ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ ମାମଲା ସାମ୍ନାକୁ ଆସିବ ପରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରାଗଲା, ତାହା ପରେ ବହୁତ ବଡ଼ ବଡ଼ କଳାକାରଙ୍କ ନାମ ସାମ୍ନାକୁ ଆସୁଛି । ଏହି ଲିଷ୍ଟରେ ବଡ଼ରେ ନାମ ମସଲମ, ଦୀପିକା ପାଦୁକୋନ, ସାରା ଅଲ୍ଲୀ ଖାନ ଓ ଶ୍ରଦ୍ଧା କପୁରଙ୍କ ନାମ ସାମିଲ ଅଛି । ମାନାଯାଉଛି ଯେ ଆସୁଥିବା ସମୟରେ ଆହୁରି ଅନେକ କଳାକାରଙ୍କ ଉପରେ ମାମଲା ରୁଜୁ କରିପାରେ ନାରକୋଟିକ୍ସ କ୍ରାଇମ ବ୍ୟୁରୋ । ଗୋଟେ ପଟେ ଯେଉଁଠି ଅନେକ କଳାକାର ଡ୍ରଗ୍ସ ମାମଲାରେ ଫସୁଛନ୍ତି ଅନ୍ୟ ପଟେ ଏପରି କିଛି କଳାକାର ଅଛନ୍ତି ଯେଉଁ ମାନେ ନିଶାଠୁ ଅନେକ ଦୂରରେ ରହିଛନ୍ତି । ଏହି ମାନେ ନିଜର ସୁନ୍ଦର ଜୀବନଶୈଳୀ ପାଇଁ ଜଣାଶୁଣା । ତେବେ ଆସନ୍ତୁ ସେହିମାନଙ୍କ ବିଷୟରେ ଜାଣିବା ।

୧.ଅକ୍ଷୟ କୁମାର: ବଲିଉଡ ଜଗତର ଖିଲାଡ଼ି ବା ଅକ୍ଷୟ କୁମାର ନିଜର ଏକ ଅଲଗା ପ୍ରକାର ଜୀବନଶୈଳୀ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ସେ ଫିଲ୍ମରେ ଷ୍ଟଣ୍ଟ କରିବାକୁ ପସନ୍ଦ କରନ୍ତି ନିଶା ସେବନ କରିବାକୁ ନୁହଁ । କହିରଖିବୁ ଅକ୍ଷୟ କୁମାର ନିଜ ସ୍ୱାସ୍ଥ୍ୟକୁ ନେଇ ବହୁତ ଯତ୍ନଶୀଳ ଏହା ତାଙ୍କ ଶରୀରକୁ ଦେଖି ମଧ୍ୟ ଜାଣି ହେବ । ସେ ରାତିରେ ୧୦ ରେ ଶୋଇଯାଇଥାନ୍ତି ଓ ସକାଳେ ସୂର୍ଯ୍ୟ ଉଦୟ ପୂର୍ବରୁ ଉଠିଥାନ୍ତି । କହିରଖିବୁ ଅକ୍ଷୟଙ୍କର ନିଶା ସହିତ ଦୂରରୁ ମଧ୍ୟ କୌଣସି ସମ୍ପର୍କ ନାହିଁ ଓ ସେ କୌଣସି ଫିଲ୍ମ ପାର୍ଟିକୁ ମଧ୍ୟ ଯାଇନଥାନ୍ତି ।

Akshay Kumar tay away from drugs, do not even touch alcohol
Google

୨.ସୁନୀଲ ସେଠି: ବଲିଉଡ ଜଗତର ଆକ୍ସନ ସୁପରଷ୍ଟାର ସୁନୀଲ ସେଠୀ ପାଖାପାଖି ୩-୪ ଦଶକରୁ ବଲିଉଡ଼ରେ ଆକ୍ଟିଭ ଅଛନ୍ତି । ସେ ନିଜ ଅଭିନୟ ସହିତ ନିଜ ବ୍ୟବସାୟରେ ବି ସଫଳ ଅଟନ୍ତି । ସେ ଆଜି ୫୯ ବର୍ଷୀୟ ହୋଇଗଲେଣି କିନ୍ତୁ ସେ ନିଜ ଫିଟନେସ ଓ ଉତ୍ତମ ସ୍ୱାସ୍ଥ୍ୟକୁ ନେଇ ବହୁତ ବହୁତ ଚର୍ଚ୍ଚାରେ ରହିଥାନ୍ତି । ଖାସ କଥା ଏହା କି କେବେବି ଏହା ଶୁଣାଯାଇନାହିଁ କି ସୁନୀଲ କେବେ ଡ୍ରଗ୍ସ ନେଇଛନ୍ତି ବା କୌଣସି ନିଶା ସେବନ କରିଛନ୍ତି ।

Sunil Shetty
Google

୩.ଜନ ଅବ୍ରାହମ: ଜନ ଅବ୍ରାହମ ସବୁବେକେ ନିଜର ସୁନ୍ଦର ଓ ବଡ଼ି ବିଲଡର ଶରୀର ପାଇଁ ଚର୍ଚ୍ଚାରେ ରହିଥାନ୍ତି । ସେ ଦାମୀ ଦାମୀ ଗାଡି କିଣିବାକୁ ପସନ୍ଦ କରନ୍ତି କିନ୍ତୁ ନିଶା ନୁହେଁ । ସେ ବି କୌଣସି ବି ବିବାଦଠୁ ଦୂରରେ ରହିଥାନ୍ତି ଓ ଚେଷ୍ଟା କରିଥାନ୍ତି ଫିଲ୍ମ ପାର୍ଟିଠୁ ଦୂରରେ କିପରି ରହିବେ । ସେ ସବୁବେଳେ କହିଥାନ୍ତି ସେ ଏଥିପାଇଁ ସବୁବେଳେ ସତର୍କ ରହିଥାନ୍ତି ଯେପରି ତାଙ୍କ ସ୍ୱାସ୍ଥ୍ୟ ଖରାପ ନହେଉ । ସେ ଡ୍ରଗ୍ସ ଠୁ ସର୍ବଦା ଦୂରରେ ରହିଥାନ୍ତି ।

John abraham
Google

୪.ସନି ଦେଓଲ: ସନି ଦେଓଲଙ୍କୁ ବି ବହୁତ କମ ପାର୍ଟିରେ ଦେଖାଯାଇଥାଏ କିନ୍ତୁ ଏହା ତ ସମସ୍ତେ ଜାଣିଛନ୍ତି ତାଙ୍କ ବାପା ଧର୍ମେନ୍ଦ୍ରଙ୍କୁ ମଦ କେତେ ପସନ୍ଦ କିନ୍ତୁ ସନି ଏହି ସବୁ ଜିନିଷ ଠାରୁ ବହୁତ ଦୂରରେ ରହିଥାନ୍ତି ଏପରିକି ସିଗରେଟ ମଧ୍ୟ ପିଇ ନଥାନ୍ତି ।

Sunny Deol
Google

୫.ଅମିତାଭ ବଚ୍ଚନ: ବଲିଉଡର ମହାନାୟକ କୁହାଯାଉଥିବା ଅମିତାଭ ବଚ୍ଚନ ବିଷୟରେ କୁହାଯାଇଛି ଯେ ସେ ଆଜି ପର୍ଯ୍ୟନ୍ତ ନିଶା ସେବନ କରିନାହାଁନ୍ତି କି ସିଗରେଟକୁ ହାତ ଲଗାଇ ନଥାନ୍ତି । କିଛି ପୁସ୍ତକରେ ସେ ନିଶା ଖାଉଥିବା ଲେଖାଯାଇଛି କିନ୍ତୁ ଏହା ନିଶ୍ଚିନ୍ତ କି ସେ ଡ୍ରଗ୍ସ ସେବନ କରନ୍ତି ନାହିଁ ।

Actor Amitabh Bachcha
Google

୬.ଆମୀର ଖାନ: ଆମୀର ଖାନ ସବୁବେକେ ପାର୍ଟି ଆରେଞ୍ଜ କରିଥାନ୍ତି କିନ୍ତୁ ସେ କେବେବି ଡ୍ରଗ୍ସକୁ ହାତ ଲଗାଇ ନଥାନ୍ତି କିନ୍ତୁ ସେ ମଦ ଓ ସିଗରେଟ ପିଅନ୍ତି ବୋଲି କୁହାଯାଏ ।

Aamir Khan
Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *