ବଲିଉଡର ଏହି ଅଭିନେତ୍ରୀ ମାନଙ୍କର ବିବାହ ପରେ ଜୀବନ ବର୍ବାଦ ହେଇଗଲା।

ବଲିଉଡରେ ଲଭ ଆଫେୟାର ଆଉ ବ୍ରେକ ଅପ ହେବା ବହୁତ ସାଧାରଣ କଥା ଭାବେ ଜଣା ପଡିଥାଏ। କେତେବେଳେ କେଉଁ ଷ୍ଟାରଙ୍କର ସମ୍ପର୍କ କାହା ସହିତ ଯୋଡି ଯିବ ଆଉ କାହା ସହିତ ଭାଙ୍ଗିଯିବ ତାହା ଆମକୁ ଜଣା ନାହିଁ। ଆମେ ସର୍ବଦା ଏହି ଲୋକ ମାନଙ୍କର ଯୋଡି ବାବଦରେ କଥା ବାର୍ତ୍ତା କରିଥାଉ। ବେଳେବେଳେ କଥା ବହୁତ ଗଭୀର ଯାଏ ଯାଇଥାଏ। ଆଜି ଆମେ ଆପଣଙ୍କ ପାଖରେ ବଲିଉଡର କିଛି ଏପରି ଅଭିନେତ୍ରୀ ମାନଙ୍କ ବାବଦରେ କହିବାକୁ ଯାଉଛୁ ଯାହାଙ୍କର ବିବାହ ତଥା ଛାଡପତ୍ର ପରେ ଜୀବନ ବର୍ବାଦ ହେଇଗଲା।

Google

୧: ମଲାଇକା ଆରୋରା: ମଲାଇକା ଅର୍ବାଜ ଖାନଙ୍କ ସହ ପ୍ରାୟ ୧୦ ବର୍ଷ ବିବାହ କରିବା ପରେ ତାଙ୍କଠୁ ଅଲଗା ହେବା ପାଇଁ ସ୍ଥିର କଲେ। ଅର୍ବାଜଙ୍କ ସହ ବିବାହ ରେ ଥିବା ସମୟରେ ତାଙ୍କ ଜୀବନ ବହୁତ ଟେନ୍ସନରେ ଭରା ହେଇ ଯାଇଥିଲା। ଆଜି ଲୋକ ତାଙ୍କ ଫିଟନେସର ଦିୱାନା ଅଟନ୍ତି ମାତ୍ର ତାଙ୍କର ବିବାହ ସମୟରେ ଅବସ୍ଥା ଟିକେ ଶୋଚନୀୟ ହେଇଥିଲା ଆଉ ତାଙ୍କ କ୍ୟାରିୟର ବି ତଳମୁଖା ଥିଲା। ଏବେ ସେ ବହୁତ ଖୁସି ଜଣା ପଡୁଛନ୍ତି ଆଉ ଅର୍ଜୁନ କପୁର ଙ୍କୁ ଡେଟ କରିବାର ନଜର ଆସୁଛନ୍ତି।

୨: କରିସ୍ମା କପୁର: କରିସ୍ମା କପୁରଙ୍କର କ୍ୟାରିଅର ବହୁତ ଭଲ ରହିଲା। ଆଉ ସେ ନିଜର କ୍ୟାରିଅରର ଉଚ୍ଚତମ ସ୍ଥାନରେ ଥିବା ସମୟରେ ବିଜେନେସ ମ୍ୟାନ ସଞ୍ଜୟ କପୁରଙ୍କୁ ବିବାହ କଲେ। ମାତ୍ର ବିବାହ ପରେ ବି ତାଙ୍କୁ ସ୍ୱାମୀଙ୍କର ପ୍ରେମ ମିଳି ପାରିଲା ନାହିଁ। ଆଉ ପ୍ରାୟ ୨୦୧୬ ମସିହାରେ ସେ ଦୁଇ ଜଣଙ୍କର ଛାଡପତ୍ର ହେଇଗଲା ଆଉ ଛାଡପତ୍ର ପରେ କରିସ୍ମା ତାଙ୍କ ପିଲା ମାନଙ୍କୁ ସମ୍ଭାଳିଲେ ଆଉ ନିଜର କ୍ୟାରିଅରରେ ବି ଫେରୁଛନ୍ତି।

Google

୩: ରଶ୍ମି ଦେଶାଇ: ରଶ୍ମି ଆଉ ନନ୍ଦିସ ବହୁତ ସମୟ ଯାଏ ଡେଟ କରିବା ପରେ ପ୍ରାୟ ୧୨ ଫେବୃଆରୀ ୨୦୧୨ କୁ ବିବାହ କଲେ। ମାତ୍ର ବିବାହ ପରେ ତାଙ୍କ ଭିତରେ ବହୁତ କଳହ ସୃଷ୍ଟି ହେଲା ଆଉ ସେ ପ୍ରାୟ ୨୦୧୬ ରେ ଛାଡପତ୍ର ଦେଇଦେଲେ। ମାତ୍ର ସେହି ସମୟରେ ତାଙ୍କ କ୍ୟାରିଅର ବହୁତ ତାଳମୁଖା ଥିଲା। ମାତ୍ର ଏବେ ରଶ୍ମି ବହୁତ ଖୁସି ନଜର ଆସୁଛନ୍ତି।

୪: ଜେନିଫର ବିଂଗେଟ: ଟିଭି ଜଗତର ଲୋକପ୍ରିୟ ଅଭିନେତ୍ରୀ ଜେନିଫର ବିଂଗେଟ ବହୁତ ଭାରତୀୟ ସିରିଏଲ ତଥା ଟିଭି ଶୋ ମାନଙ୍କରେ କାମ କରିଛନ୍ତି। ସେ ୨୦୧୨ରେ ଲୋକପ୍ରିୟ ଅଭିନେତା କରଣ ସିଂ ଗ୍ରୋଭରଙ୍କୁ ବାହା ହୋଇଥିଲେ । ବିବାହର ମାତ୍ର ୨ ବର୍ଷ ପରେ ହିଁ ସେମାନେ ଅଲଗା ହେଇଗଲେ। କରନ ବଲିଉଡ ଅଭିନେତ୍ରୀ ବିପାଷା ବସୁଙ୍କୁ ବିବାହ କଲେ ଆଉ ଏହି କଥା ଜେନିଫରଙ୍କୁ ବହୁତ ଧକା ପହଂଚାଇଲା ମାତ୍ର ସେ ଏବେ ନିଜକୁ ବହୁତ ବ୍ୟସ୍ତ ରଖୁଛନ୍ତି।

୫: ମହିମା ଚୌଧୁରୀ: ଫିଲ୍ମ ପର୍ଦ୍ଧେଶରୁ ହିଁ ସେ ବଲିଉଡରେ ଏଣ୍ଟ୍ରି କରିଥିଲେ ଆଉ ପ୍ରାୟ ୨୦୦୬ରେ ସେ ବିବି ମୁଖାର୍ଜିଙ୍କ ସହ ବାହା ହେଲେ। ମାତ୍ର ବିବାହର ସାତ ବର୍ଷପରେ ଅର୍ଥାତ ୨୦୧୩କୁ ହିଁ ତାଙ୍କର ଛାଡପତ୍ର ହେଇଗଲା। ତାଙ୍କ ଦୁଇ ଜଣଙ୍କର ଗୋଟେ ଝିଅ ବି ଅଛି।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *