ବଲିଉଡ଼ ଦୁନିଆରେ ଡ୍ରଗ୍ସ ଓ ମଦ ସେବନ କରିବା କଥା କିଛି ନୂଆ ନୁହଁ । ଯେବେଠୁ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ହୋଇଛି ,ମୃତ୍ୟୁ ମାମଲାରେ ଡ୍ରଗ୍ସ ମାମଲା ଲଗାତର ଯାଞ୍ଚ ହେଉଛି । ଏମିତିରେ ପ୍ରତିଦିନ କୌଣସି ନା କୌଣସି କଳାକାରଙ୍କ ନାମ ସାମ୍ନାକୁ ଆସୁଛି । ରିୟା ଚକ୍ରବର୍ତ୍ତୀ ଅନେକ ବଲିଉଡ଼ କଳାକାରଙ୍କ ନାମ ପ୍ରକାଶ କରିଛନ୍ତି । ସାରା ଅଲ୍ଲୀ ଖାନ, ରକୁଲ ପ୍ରୀତି ସିଂ, ଶ୍ରଦ୍ଧା କପୁର ଓ ଦୀପିକା ପାଦୁକନ ଭଳି ବଡ଼ ନାମ ମଧ୍ୟ ସାମିଲ ଅଛି । ବଲିଉଡ଼ରେ କାହାର ଜନ୍ମ ଦିନ ପାର୍ଟି ହେଉ ବା କୌଣସି ଫିଲ୍ମର ପ୍ରମୋସନ ପାର୍ଟି ହେଉ ନିଶା ସେବନ ହୋଇଥାଏ । ଏବେ ଆସନ୍ତୁ କିଛି ସେହିପରି ଫୋଟୋ ଦେଖିବା ଓ ତାହା ବିଷୟରେ ଜାଣିବା ।

ଆସନ୍ତୁ ଦେଖିବା ,ବଲିଉଡ କଳାକାରଙ୍କୁ ନିଶାରେ:
ବଲିଉଡ଼ କଳାକାରଙ୍କୁ ଆପଣମାନେ ଫିଲ୍ମ ମାନଙ୍କରେ ତ ନିଶା କରୁଥିବାର ଦେଖିଥିବେ କିନ୍ତୁ ପ୍ରକୃତ ଜୀବନରେ ମଧ୍ୟ କିଛି କଳାକାର ନିଶା କରିଥାନ୍ତି । ନିଶା କରିକି ପାର୍ଟିକୁ ଯାଇଥାନ୍ତି । ନିଶା ସେବନ ପରେ ଏହିପରି ଦେଖାଯାଇଥାନ୍ତି ଓ ନିଜ ଜୀବନକୁ ଖୁସି କରିଥାନ୍ତି ଏହିପରି କିଛି କଳାକାରଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ଅନୀଲ କପୁରଙ୍କ ଝିଅ ସୋନମ କପୁର ଏକ ପାର୍ଟିରେ ନିଜ ଭଉଣୀ ରିୟାଙ୍କ ସହିତ ନିଶାରେ ଦେଖାଯାଇଛନ୍ତି ।

ବଲିଉଡ଼ ନିଶାସକ୍ତ ମାନଙ୍କ ଭିତର ସାମିଲ ଅମିଶା ପଟେଲ ଓ ଅନ୍ୟ ପଟେ ରିମା ସେନ ନିଶା ସେବନ କରୁଥିବା ଅବସ୍ଥାରେ ।

ବଲିଉଡ଼ର କିଙ୍ଗ ଖାନଙ୍କ ନାମରେ ପରିଚିତ ଶାହାରୁଖ ଖାନ ଓ ସଂଜୟ ଦତ୍ତଙ୍କ ସହିତ ଶାହାରୁଖ ଖାନଙ୍କ ଭଉଣୀ ଲିଲା ଖାନ ନିଶା ଶକ୍ତ ଅବସ୍ଥାରେ ନଜର ଆସିଛନ୍ତି ।

ବଲିଉଡ ଅଭିନେତା ରଣବୀର କପୁର ବି ନିଶାରେ ଏପରି ଦେଖାଯାଉଛନ୍ତି । ତାଙ୍କ କ୍ୟାରିୟରର ଆରମ୍ଭ ସଂଜୟ ଲିଲା ଭଂସାଲିଙ୍କ ସହିତ ହୋଇଥିଲା । ସେ ୨୦୦୭ରେ ସେହି ଡ଼ାଇରେକ୍ଟରଙ୍କ ସହିତ ନିଜ ପ୍ରଥମ ଫିଲ୍ମରେ କାମ କରିଥିଲେ ।

ସଲମାନ ଖାନଙ୍କ ସହିତ ରିତିକ ରୋସନ ଓ ତାଙ୍କ ସହିତ ଅନ୍ୟ ପଟେ ଅମିଶାଙ୍କୁ ନିଶାରେ ଦେଖାଯାଇଛି ।

ବଲିଉଡ଼ ଅଭିନେତା ବବି ଦେଓଲ ବି ଆସିଗଲେ ନିଶାରେ, ତାଙ୍କ ଅବସ୍ଥା ବି ପୁରା ନିଶାରେ ଭରି ରହିଥିବା ଲାଗୁଛି ।

ବଲିଉଡ଼ର ଅଭିନେତା ଅର୍ଜୁନ କପୁର ତାଙ୍କ ସହିତ ୟାରାନା ଖ୍ୟାଲାତ ଓ ରଣବୀର ସିଂ ଓ ତାଙ୍କ ସହିତ ମଲାଇକା ଅରୋଡା ପାର୍ଟିରେ ନିଶାରେ ସେଲିବ୍ରେଟ କରୁଥିବା ଦେଖାଯାଇଛି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।