ନିଶାରେ ମସ୍ତ ଥିବା ବଲିଉଡ଼ର ଏହି ବଡ ବଡ କଳାକାର ମାନେ ପାର କରିଦେଇଥିଲେ ସବୁ ସୀମା, ନାମ ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ ।

These drunk Bollywood big stars crossed all limits after took drugs, ନିଶାରେ ମସ୍ତ ଥିବା ବଲିଉଡ଼ର ଏହି ବଡ ବଡ କଳାକାର ମାନେ ପାର କରିଦେଇଥିଲେ ସବୁ ସୀମା, ନାମ ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ ।, Nitidina, Bollywood, Mumbai

ବଲିଉଡ଼ ଦୁନିଆରେ ଡ୍ରଗ୍ସ ଓ ମଦ ସେବନ କରିବା କଥା କିଛି ନୂଆ ନୁହଁ । ଯେବେଠୁ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ହୋଇଛି ,ମୃତ୍ୟୁ ମାମଲାରେ ଡ୍ରଗ୍ସ ମାମଲା ଲଗାତର ଯାଞ୍ଚ ହେଉଛି । ଏମିତିରେ ପ୍ରତିଦିନ କୌଣସି ନା କୌଣସି କଳାକାରଙ୍କ ନାମ ସାମ୍ନାକୁ ଆସୁଛି । ରିୟା ଚକ୍ରବର୍ତ୍ତୀ ଅନେକ ବଲିଉଡ଼ କଳାକାରଙ୍କ ନାମ ପ୍ରକାଶ କରିଛନ୍ତି । ସାରା ଅଲ୍ଲୀ ଖାନ, ରକୁଲ ପ୍ରୀତି ସିଂ, ଶ୍ରଦ୍ଧା କପୁର ଓ ଦୀପିକା ପାଦୁକନ ଭଳି ବଡ଼ ନାମ ମଧ୍ୟ ସାମିଲ ଅଛି । ବଲିଉଡ଼ରେ କାହାର ଜନ୍ମ ଦିନ ପାର୍ଟି ହେଉ ବା କୌଣସି ଫିଲ୍ମର ପ୍ରମୋସନ ପାର୍ଟି ହେଉ ନିଶା ସେବନ ହୋଇଥାଏ । ଏବେ ଆସନ୍ତୁ କିଛି ସେହିପରି ଫୋଟୋ ଦେଖିବା ଓ ତାହା ବିଷୟରେ ଜାଣିବା ।

These drunk Bollywood stars crossed all ends, see photos
Google
ଆସନ୍ତୁ ଦେଖିବା ,ବଲିଉଡ କଳାକାରଙ୍କୁ ନିଶାରେ:

ବଲିଉଡ଼ କଳାକାରଙ୍କୁ ଆପଣମାନେ ଫିଲ୍ମ ମାନଙ୍କରେ ତ ନିଶା କରୁଥିବାର ଦେଖିଥିବେ କିନ୍ତୁ ପ୍ରକୃତ ଜୀବନରେ ମଧ୍ୟ କିଛି କଳାକାର ନିଶା କରିଥାନ୍ତି । ନିଶା କରିକି ପାର୍ଟିକୁ ଯାଇଥାନ୍ତି । ନିଶା ସେବନ ପରେ ଏହିପରି ଦେଖାଯାଇଥାନ୍ତି ଓ ନିଜ ଜୀବନକୁ ଖୁସି କରିଥାନ୍ତି ଏହିପରି କିଛି କଳାକାରଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଅନୀଲ କପୁରଙ୍କ ଝିଅ ସୋନମ କପୁର ଏକ ପାର୍ଟିରେ ନିଜ ଭଉଣୀ ରିୟାଙ୍କ ସହିତ ନିଶାରେ ଦେଖାଯାଇଛନ୍ତି ।

Anil Kapoor's daughter Sonam Kapoor
Google

ବଲିଉଡ଼ ନିଶାସକ୍ତ ମାନଙ୍କ ଭିତର ସାମିଲ ଅମିଶା ପଟେଲ ଓ ଅନ୍ୟ ପଟେ ରିମା ସେନ ନିଶା ସେବନ କରୁଥିବା ଅବସ୍ଥାରେ ।

Amisha Patel was seen among the celebrities of Bollywood
Google

ବଲିଉଡ଼ର କିଙ୍ଗ ଖାନଙ୍କ ନାମରେ ପରିଚିତ ଶାହାରୁଖ ଖାନ ଓ ସଂଜୟ ଦତ୍ତଙ୍କ ସହିତ ଶାହାରୁଖ ଖାନଙ୍କ ଭଉଣୀ ଲିଲା ଖାନ ନିଶା ଶକ୍ତ ଅବସ୍ଥାରେ ନଜର ଆସିଛନ୍ତି ।

Sharukh Khan and Sanjay Dutt
Google

ବଲିଉଡ ଅଭିନେତା ରଣବୀର କପୁର ବି ନିଶାରେ ଏପରି ଦେଖାଯାଉଛନ୍ତି । ତାଙ୍କ କ୍ୟାରିୟରର ଆରମ୍ଭ ସଂଜୟ ଲିଲା ଭଂସାଲିଙ୍କ ସହିତ ହୋଇଥିଲା । ସେ ୨୦୦୭ରେ ସେହି ଡ଼ାଇରେକ୍ଟରଙ୍କ ସହିତ ନିଜ ପ୍ରଥମ ଫିଲ୍ମରେ କାମ କରିଥିଲେ ।

Ranbir Kapoor
Google

ସଲମାନ ଖାନଙ୍କ ସହିତ ରିତିକ ରୋସନ ଓ ତାଙ୍କ ସହିତ ଅନ୍ୟ ପଟେ ଅମିଶାଙ୍କୁ ନିଶାରେ ଦେଖାଯାଇଛି ।

Hrithik Roshan with Salman Khan and Amisha on the other side with Hrithik appeared drunk
Google

ବଲିଉଡ଼ ଅଭିନେତା ବବି ଦେଓଲ ବି ଆସିଗଲେ ନିଶାରେ, ତାଙ୍କ ଅବସ୍ଥା ବି ପୁରା ନିଶାରେ ଭରି ରହିଥିବା ଲାଗୁଛି ।

Bollywood actor Bobby Deol
Google

ବଲିଉଡ଼ର ଅଭିନେତା ଅର୍ଜୁନ କପୁର ତାଙ୍କ ସହିତ ୟାରାନା ଖ୍ୟାଲାତ ଓ ରଣବୀର ସିଂ ଓ ତାଙ୍କ ସହିତ ମଲାଇକା ଅରୋଡା ପାର୍ଟିରେ ନିଶାରେ ସେଲିବ୍ରେଟ କରୁଥିବା ଦେଖାଯାଇଛି ।

Bollywood actor Arjun Kapoor along with Yarana Khyalat, Ranveer Singh and on the other hand Malaika Arora
Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published.