ଭାରତର ଏହି ୮ଟି ସହରରେ ହେବ ଟି-୨୦ ବିଶ୍ୱକପ ୨୦୨୧ର ମ୍ୟାଚ, ଜାଣନ୍ତୁ କେଉଁ କେଉଁ ଜାଗାରେ ହେବ ମ୍ୟାଚ।

ଆଗାମୀ ବର୍ଷ ଟି-୨୦ ବିଶ୍ୱକପ ଭାରତରେ ହେବ। ଯାହା ପାଇଁ ବିସିସିଆଇ ପ୍ରସ୍ତୁତି ଆରମ୍ଭ କରିଦେଇଛି।ଇଣ୍ଟରନେସନାଲ କ୍ରିକେଟ କାଉନ୍ସିଲ ବର୍ଷ ୨୦୨୦ ଓ ବର୍ଷ ୨୦୨୧ରେ ଟି-୨୦ରେ ଦୁଇଟି ବଡ଼ ଯୋଜନାର ଆଯୋଜନ କରିବାର ଯୋଜନା ପୂର୍ବରୁ ପ୍ରସ୍ତୁତ କରିଥିଲା।

Google

ଟି-୨୦ ବିଶ୍ଵକପ ୨୦୨୦ ଅଷ୍ଟ୍ରେଲିଆରେ ହେବାକୁ ଥିଲା ଓ ଟି-୨୦ ବିଶ୍ୱକପ ଆଯୋଜନ ଭାରତ ଦ୍ଵାରା ୨୦୨୧ରେ ହେବାକୁ ଥିଲା। ଅଚାନକ କରୋନା ଭାଇରସ କାରଣରୁ ବର୍ଷ ୨୦୨୦ ଟି-୨୦ ବିଶ୍ୱକପକୁ ବର୍ଷ ୨୦୨୨ ପର୍ଯ୍ୟନ୍ତ ରଖିଦିଆଗଲା। ୨୦୨୧ରେ ହେବାକୁ ଥିବା ଟୁର୍ଣ୍ଣାମେଣ୍ଟ ନିଧାରିତ କାଯ୍ୟକ୍ରମ ଅନୁସାରେ ଭାରତରେ ହିଁ ହେବ। ଏହା ପାଇଁ ସହର ମାନଙ୍କୁ ଶର୍ଟଲିଷ୍ଟ ମଧ୍ୟ କରିଦିଆଯାଇଛି।

ବିଶ୍ୱକପ ପାଇଁ ଜାଗାକୁ କରାଯାଇଛି ଶର୍ଟଲିଷ୍ଟ:

ଭାରତରେ ବିଶ୍ୱକପର ପ୍ରସ୍ତୁତି ପାଇଁ ବିସିସିଆଇ ସବୁ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିଦେଇଛି ବୋଲି ଜଣା ଯାଇଛି। ବର୍ଷ ୨୦୨୧ ବିଶ୍ୱକପ ପାଇଁ ମଧ୍ୟ ଜାଗାକୁ ଶର୍ଟଲିଷ୍ଟ ଜାରି କରିଦିଆଯାଇଛି।

Google

ଯଦି ଶର୍ଟଲିଷ୍ଟ ଜାଗାର କଥା କହିବା ତ ବିସିସିଆଇ ମ୍ୟାଚର ଆୟୋଜନ ପାଇଁ ବେଙ୍ଗାଲୁରୁ, ଅହମ୍ମଦାବାଦ, ଚେନ୍ନାଇ ,ମୋହାଲି, ଦିଲ୍ଲୀ, ଧର୍ମଶାଳା, ମୁମ୍ବାଇ, କୋଲକତାକୁ ବାଛିଚି। କିଛି ଲୋକ ଏହା ଉପରେ ଅସନ୍ତୋଷ ଦେଖାଇଛନ୍ତି ଓ କହିଛନ୍ତି କାଯ୍ୟକ୍ରମ ପାଇଁ ଆଉ ଅନେକ ଜାଗା ଉପରେ ବିଚାର କରାଯାଇପାରିଥାନ୍ତା। ୨୪ ଡିସେମ୍ବରକୁ ହେବାକୁଥିବା ଏଜିଏମ ମିଟିଙ୍ଗ ଉପରେ ମଧ୍ୟ ଲୋକ ପ୍ରଶ୍ନ କରୁଛନ୍ତି।

ଏସୋସିଏସନ ଅଧକ୍ଷ ରଖିଲେ ନିଜ ବିଚାର:

ଖବର ଅନୁସାରେ ଏସୋସିଏସନର ଅଧକ୍ଷ କହିଛନ୍ତି,”ବିଶ୍ୱକପ ପାଇଁ ଆୟୋଜନ କରିବା ସବୁ ସହର ପାଇଁ ଏକ ଗର୍ବର କଥା ହୋଇଥାଏ। ଆମ ପାଖରେ ଉଚ୍ଚ ସ୍ତରୀୟ ଷ୍ଟାଡିୟମ ଓ ସୁବିଧା ମଧ୍ୟ ଅଛି। ଆମେ ଚାହୁଁଛୁ କି ବିସିସିଆଇ ଏହା ଉପରେ ଆଉଥରେ ବିଚାର କରୁ”।

Google

ଏହା ବିଷୟରେ ସେ ଆଗକୁ କହିଛନ୍ତି,”ତାଙ୍କୁ ଏହି କଥାରେ କୌଣସି ଅଶୁବିଧା ନାହିଁ କି ବଡ଼ ସେଣ୍ଟର ମ୍ୟାଚ ଆୟୋଜନ କରନ୍ତୁ କିନ୍ତୁ ତାଙ୍କୁ କମସେ କମ ଅଳ୍ପ ମ୍ୟାଚ ତ ଦିଆଯାଉ”।ଏବେ ଦେଖିବା ବାକି ଅଛିକି ୨୪ ଡିସେମ୍ବରକୁ ହେବାକୁ ଥିବା ମିଟିଙ୍ଗରେ କେଉଁ ନୂଆ ଫଇସଲା କରାଯିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *