ଏହି ଷ୍ଟାର ଖେଳାଳିଙ୍କୁ ଦଳରୁ ବାହାର କଲା କୋଲକତା ନାଇଟ ରାଇଡ଼ର୍ଶ। ସମସ୍ତେ ଆଶ୍ଚର୍ଯ୍ୟ।

୨ଥର ଆଇପିଏଲ ବିଜେତା କେକେଆର ନିଜର ରିଟେନ ଏବଂ ରିଲିଜ ଲିଷ୍ଟ ଜାରି କରିଛି। ୨୦୨୦ ରେ କେକେଆର ଟମ ବାଂଟମଙ୍କୁ ୧କୋଟିରେ କିଣିଥିଲା ହେଲେ ଗୋଟିଏ ସିଜିନ ପରେ ତାଙ୍କୁ ଛାଡିଦେଲା। କୋରନା କାରଣରୁ ୟୁଏଇରେ ଖେଳା ଯାଉଥିବା ଆଇପିଏଲରେ ବାଂଟମ ୨ମ୍ୟାଚ ଖେଳି ୯ ଆଭରେଜରେ ୧୮ ରନ ବନେଇଥିଲେ। ଯାହାକି ୯୦ର ଷ୍ଟ୍ରାଇକ ରେଟ ଥିଲା। ତାଙ୍କର ସର୍ବୋଚ୍ଚ ରନ ୧୦ ଥିଲା।

Google

କୋଲକତା ନାଇଟ ରାଇଡ଼ର୍ଶ ୧୮ ଖେଳାଳିଙ୍କୁ ରିଟେନ କରିଛି ଏବଂ ୬ ଖେଳାଳିଙ୍କୁ ରିଲିଜ। ବାଂଟମ ସମେତ ଗ୍ରୀନ, ଲାଡ଼, ନିଖିଳ ନାୟକ ,ହ୍ୟାରି ଗରଣୀ ଏବଂ ଏମ ସିଧାର୍ତ୍ତଙ୍କୁ ଛାଡିଛି। ନିଜର ଅଧିକା ଖେଳାଳିଙ୍କୁ କେକେଆର ରିଟେନ କରିଛି। ଆଇପିଏଲ ୨୦୨୦ ରେ ଅଧିନାୟକ ଛାଡିଥିଲା କାର୍ତ୍ତିକ ମଧ୍ୟ ଦଳରେ ଅଛନ୍ତି।

କୋଲକତା ରିଟେନ ଖେଳାଳି: ଓଏନ ମୋରଗାନ, ଆଣ୍ଡ୍ରେ ରସେଲ,ଦିନେସ କାର୍ତ୍ତିକ,କମଲେସ ନାଗରକୋଟି, ଲକୀ ଫରଗୁସନ, କୂଳଦୀପ ଯାଦବ,ନୀତିଶ ରାଣା,ରୀଙ୍କୁ ସିଂ, ପ୍ରସିଦ୍ଧ କ୍ରିଷ୍ଣ,ଶୁଭମାନ ଗିଲ,ସନ୍ଦୀପ ୱାରିଅର,ସୁନିଲ ନାରୀନ,ସିଭମ ମାଭି,ପେଟ କମିନ୍ସ,ରାହୁଲ ତ୍ରିପାଠୀ,ବରୁଣ ଚକ୍ରବର୍ତ୍ତୀ,ଅଲି ଖାଁ,ଟିମ ସେଫର୍ଟ।

Google

କୋଲକାତା ରିଲିଜ କରିଥିବା ଖେଳାଳି: ଟମ ବାଂଟମ, କ୍ରିସ ଗ୍ରୀନ, ହ୍ୟାରି ଗରଣୀ,ନିଖିଳ ନାୟକ,ସିଧାରଥ ଲ୍ୟାଡ଼, ଏମ ସିଧାର୍ତ୍ତ।

୨୦୨୦ ଆଇପିଏଲ ଅକ୍ସନରେ କେକେଆର କମିନସଙ୍କୁ ୧୫.୫ କୋଟିର ଅଧିକ ଟଙ୍କାରେ କିଣିଥିଲା। ପୂର୍ବ ବର୍ଷ କେକେଆର ୮ ଖେଳାଳି କିଣିଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *