୧ ଅକ୍ଟୋବରରୁ ବଦଳୁଛି ନିୟମ, ଜାଣିରଖନ୍ତୁ ନହେଲେ ଦେବାକୁ ପଡିବ ହଜାର ହଜରା ଟଙ୍କା ଜୋରିମାନା ।

These rules are changing from October 1, know the details, ୧ ଅକ୍ଟୋବରରୁ ବଦଳୁଛି ନିୟମ, ଜାଣିରଖନ୍ତୁ ନହେଲେ ଦେବାକୁ ପଡିବ ହଜାର ହଜରା ଟଙ୍କା ଜୋରିମାନା, New Rules Changes, Nitidina, IRDAI, Health Insurance, Driving Licenses, News

ସେପ୍ଟେମ୍ବର ମାସ ଶେଷ ହୋଇଗଲାଣି । ନୂଆ ମାସରେ ଆମ ଜୀବନରେ କିଛି ନୂଆ ନିୟମ ଲାଗୁହେବାକୁ ଯାଉଛି । ଏହାକୁ ଯଦି ପାଳନ ନକରାଯାଏ ତେବେ ଏହାର ସିଧା ପରିଣାମ ଆମ ପଇସା ଉପରେ ପଡିବ । ୧ ଅକ୍ଟୋବରରୁ ଏପରି କିଛି ନୂଆ ଅଦ୍ଭୁତ ନିୟମ ଲାଗୁହେବ ଯାହାର ସିଧା ପରିଣାମ ଆମ ପଇସା ଉପରେ ପଡିବ । ଏହି ନୂଆ ନିୟମ ଦ୍ଵାରା ଅନେକ ସୁବିଧା ମିଳିବ ତାହା ସହିତ ଅନେକ ସ୍ଥାନରେ ଆପଣଙ୍କୁ ଧନ ହାନି ସହିବାକୁ ପଡିପାରେ । ଏହି ନୂଆ ନିୟମରେ ସ୍ୱାସ୍ଥ୍ୟ ବୀମାକୁ ନେଇ ହୋଇଥିବା ନୂଆ ନିୟମ ସାଧାରଣ ଲୋକଙ୍କୁ ଲାଭ ଦେବ । ସେହିପରି ଟିଭି କିଣିବା ମହଙ୍ଗା ହୋଇଯିବ । ଯେଉଁ ଲୋକଙ୍କୁ ଅନ୍ୟ ଦେଶକୁ ପଇସା ପଠାଇବାର ଅଛି ତାହାଙ୍କ ଖର୍ଚ୍ଚ ବଢିବ । ଏଥିପାଇଁ ଆପଣ ପୂର୍ବରୁ ସବୁ ଜାଣିରଖନ୍ତୁ ଯେପରି ପରେ ଆପଣ ହଇରାଣ ନହୁଅନ୍ତି ।

These rules are changing from October 1, know
Google
ଡିଏଲ ପ୍ରସ୍ତୁତ କରିବା ହେଲା ସହଜ:

୧ ଅକ୍ଟୋବରରୁ ବାହାନ ସମ୍ଵଧିୟ ଆବଶ୍ୟକୀୟ ଡ଼କୁମେଣ୍ଟ ଯେପରି- ଲାଇସେନ୍ସ, ଜେଜିଷ୍ଟେସନ ଡ଼କୁମେଣ୍ଟ, ଫିଟନେସ ସାର୍ଟିପିକେଟ, ପରିମିଟ ଆଦିକୁ ସରକାରଙ୍କ ଦ୍ଵାରା ବେଲ ପୋର୍ଟାଲ ଦ୍ଵାରା ସହଜରେ ରଖାଯାଇପାରିବ । ଇଲୋଟ୍ରୋନିକ୍ସ ପୋର୍ଟାଲ ଦ୍ଵାରା କମ୍ପପାଉଣ୍ଡିଙ୍ଗ, ଇମ୍ପାଉଣ୍ଡିଙ୍ଗ, ଏଣ୍ଡସମେଣ୍ଟ, ଲାଇସେନ୍ସ ର ସସ୍ପେନସନ ରିବୋକେସନ, ରେଜିଷ୍ଟ୍ରେସନ ଆର ଇ-ଚାଲାଣ ଜାରି କରିବା ଭଳି କାମ କରିହେବ ।

ଟିଭିର ଦାମରେ ବୃଦ୍ଧି:

୧ ଅକ୍ଟୋବରରୁ ଟିଭିର ଦାମ ମଧ୍ୟ ବୃଦ୍ଧି ହୋଇଯିବ । ସରକାର ଟିଭି ନିର୍ମାଣ ଉପଯୋଗତା ହେଉଥିବା ସେଲ ଆୟନ ଉପରେ ୫% ଶୁଳ୍କ ବଢାଇବାର ନିଷ୍ପତି ନେଇଛନ୍ତି । ଯାହା ପାଇଁ ସରକାର ଏକ ବର୍ଷ ଛାଡ଼ ଦେଇଥିଲେ । ଯାହାକି ୩୦ ସେପ୍ଟେମ୍ବରକୁ ଶେଷ ହୋଇଯାଇଛି ସରକାରଙ୍କ କହିବା କଥା ଯେ ଭାରତ ବିନିର୍ମାଣ ସବୁବେଳେ ଆୟନ ଉପରେ ନିର୍ଭର କରିବା ଉଚିତ ନୁହେଁ । ଟିଭି ନିର୍ମାଣକାରୀଙ୍କ କହିବା କଥା ଯେ ଏହା ଦ୍ଵାରା ୩୨ ଇଂଚ ଟିଭି ୬୦୦ ଟଙ୍କା ବୃଦ୍ଧି ହେବ ସହ ୪୨ ଇଂଚ ଟିଭିର ଦାମରେ ୧୫୦୦ ଟଙ୍କା ବଢ଼ିପାରେ ।

These rules are changing from October 1, know the TV Price will be hike
Google
ସ୍ୱାସ୍ଥ୍ୟ ବୀମାର ନୂଆ ନିୟମ:

ବୀମା ସଂଚାରକ IRDAI ର ନିୟମ ଅନୁସାରେ ସ୍ୱାସ୍ଥ୍ୟ ବୀମା ପଲିସିରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ୧ ଅକ୍ଟୋବରରୁ ସମସ୍ତ ସ୍ୱାସ୍ଥ୍ୟ ବୀମା ପଲିସରେ ଅଧିକ ରୋଗ ପାଇଁ ଲାଭଦାୟକ ଉପଲବ୍ଧ ହେବ । ଏହା କରିବା ଦ୍ୱାରା ଅଧିକ ପଲିସ ବଢିବ ଯାହା ପାଇଁ ଏପରି କରାଯାଉଛି । ଏଥିରେ କୀଛି ଅନ୍ୟ ପରିବର୍ତ୍ତନ ବି ସାମିଲ ଅଛି ।

ମିଠାର ପସ୍ତୁତି ଦେଖାଇବା ବାଧ୍ୟତାମୂଳକ:

ମିଠା ଦୋକାନରେ ପରୋସା ଯାଉଥିବା ଓ ଡ଼ବାରେ ରହୁଥିବା ମିଠାର ପସ୍ତୁତ ତାରିଖ ଓ କଣ ସବୁ ସାମଗ୍ରୀ ଦ୍ଵାରା ପ୍ରସ୍ତୁତ ହୋଇଛି ତାହା ଦେଖାଇବା ବାଧ୍ୟତାମୂଳକ । ମିଠା କେଉଁ ସମୟରେ ପ୍ରସ୍ତୁତ ହୋଇଛି ତାହାକୁ ମିଠା ଡ଼ବା ଉପରେ ଲେଖିବା ମଧ୍ୟ ବାଧ୍ୟତାମୂଳକ ।

These rules are changing from October 1, know what should be mention on package
Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *