ଭାରତର ଗଣତନ୍ତ୍ର ଦିବସ ଅବସରରେ ଆଜି ଆମେ ଆପଣଙ୍କ ପାଖରେ କିଛି ଏପରି ଜିନିଷ ବାବଦରେ କହିବାକୁ ଯାଉଛୁ ଯାହା ଉପରେ ଆମ ସଭିଙ୍କୁ ଗର୍ବ ହେବା ଦରକାର। ଆଜି ଆମେ ଆପଣଙ୍କୁ ଅଟୋ ମୋବାଇଲସ ମାନଙ୍କ ଭିତରେ ଥରେ ବୁଲେଇ ଆଣିବାକୁ ଯାଉଛୁ। ଦୁନିଆର ଚତୁର୍ଥ ସବୁଠୁ ବଡ଼ ଅଟୋମୋବାଇଲ ମାର୍କେଟ ହେବା ଭିତରେ ବହୁତ ସାରା ବିଦେଶୀ କମ୍ପାନୀ ତଥା ଦେଶୀ କମ୍ପାନୀ ମାନଙ୍କର ହାତ ଅଛି। ଆଜି ଆମେ ଆପଣଙ୍କ ପାଖରେ ସେପରି କିଛି ମୋଟର ବାବଦରେ କହିବାକୁ ଯାଉଛୁ ଯାହା ଉପରେ ସବୁ ଭାରତୀୟଙ୍କୁ ଗର୍ବ ହେବ।

ଟାଟା ନାନୋ: ଟାଟା ନାନୋ ରତନ ଟାଟାଙ୍କର ଦୀମାଗର ଉତ୍ପଜ ଥିଲା ଯାହାକୁ ସେ ନିଜର ସବୁଠୁ ପ୍ରିୟ ପରିଜନ ଭାବେ ଭାବୁଥିଲେ। ସେ ଏହାକୁ ଦୁନିଆର ସବୁଠୁ ଶସ୍ତା କାର ଭାବେ ମାର୍କେଟରେ ଲଞ୍ଚ କରିଥିଲେ। ଏହାର ଅଧିକତ୍ତର ଜିନିଷ ଭାରତ ଭିତରେ ଆଇଟିଏ ଦ୍ୱାରା ତିଆରି ହେଉଥିଲା।
ରେବା ଆଇ: ଏହା ପୂର୍ବରୁ କି ଭାରତ ସରକାର କିଛି ଅନ୍ୟ ଇଲେକ୍ଟ୍ରିକ କାରକୁ ବଢ଼ାବା ଦିଅନ୍ତୁ,ରେବା ଆଇ ଭାରତର ପ୍ରଥମ ଇଲେକ୍ଟ୍ରିକ କାର ହେଇଗଲା ଆଉ ଏହାକୁ ଏକ ଛୋଟ ସହରରୁ ଭାରତର ବଜାର ରେ ଲଞ୍ଚ କରାଗଲା। ଏପରିକି କିଛି ବିଦେଶୀ ବଜାର ମାନଙ୍କରେ ବି ଏହାକୁ ଲଞ୍ଚ କରାଗଲା।
ମହିନ୍ଦ୍ର ସ୍କର୍ପିଓ: ମହୀନ୍ଦ୍ର ସ୍କର୍ପିଓ ଆଧୁନିକ ଭାବେ ୨୦୦୨ରେ ଭାରତୀୟ ଅଟୋ ମୋବାଇଲ ମାର୍କେଟର ଚେହେରା ବଦଳାଇ ଦେଲା। ଏହାକୁ ମହିନ୍ଦ ଏଣ୍ଡ ମହୀନ୍ଦ୍ର ନିଜ ଘରେ ତିଆରି କରିଥିଲେ।।ଯାହା କି କମ୍ପାନୀର ୫୦ତ୍ତମ ବର୍ଷରେ ତିଆରି କରାଗଲା।

ଡିସି ଅଭନ୍ତି: ଏବେ ଯେତେବେଳେ ଡିସି ନିଜର ବହୁତ ଭୁଲ ଭଲ କାମ ପାଇଁ ଚର୍ଚ୍ଚାରେ ଅଛି ମାତ୍ର ଆମେ ଏହାଠାରୁ ଭାରତର ପ୍ରଥମ ସ୍ପୋର୍ଟସ କାର ବନେଇବାର ଶ୍ରେୟ ଛଡେଇ ପାରିବା ନାହିଁ। ଡିସି ଭାରତର ପ୍ରଥମ ସ୍ପୋର୍ଟସ କାର ଭାରତୀୟ ରାସ୍ତା ମାନଙ୍କର ପରିସ୍ଥିତିକୁ ନଜର ରଖି ଭଲ ଗ୍ରାଉଣ୍ଡ କ୍ଲିଅରାନ୍ସ ଉପରେ ବନା ଯାଇଥିଲା ଯାହାକୁ ବହୁତ କମ ଦାମରେ ଦିଆ ଯାଉଥିଲା।
ତର୍କ ଟି୬ଏକ୍ସ: ତର୍କ ଟି୬ଏକ୍ସ ଭାରତର ପ୍ରଥମ ଇଲେକ୍ଟ୍ରିକ ମୋଟର ସାଇକେଲ ଅଟେ ଯାହାକୁ ପୁନେ ସ୍ଥିତ ଷ୍ଟାର୍ଟ ଅପ ଦ୍ୱାରା ତିଆରି କରାଯାଇଛି। ଏହି ବର୍ଷ ଅନ୍ତରେ ଏହାକୁ ଲଞ୍ଚ କରାଯିବ। ଏହା ଏକ ଘଣ୍ଟାକୁ ୧୦୦ କିମି ପର୍ଯ୍ୟନ୍ତ ଯାଇପାରେ ବୋଲି ଜଣା ଯାଇଛି।

ଆଥର ଏସ ୪୩୦: ଆଥର ଭାରତର ପ୍ରଥମ ଇଲେକ୍ଟ୍ରିକ ସ୍କୁଟର ବନେଇଲା ଆଉ ଏହା ବାୟର୍ଲେସ ସେବା ପ୍ରଦାନ କରିଥାଏ। ସ୍ମାର୍ଟ ସ୍କୁଟି ଭାବେ ଏହା ମୋବାଇଲ ସ୍କ୍ରିନ ପ୍ରଦାନ କରିଥାଏ ଆଉ ମୋବାଇଲ ଭଳି ଏଥିରେ ଓଟିଏ ଲଞ୍ଚ କରିହେବ। ଏହା ଘଣ୍ଟାକୁ ୭୫ କିମି ପର୍ଯ୍ୟନ୍ତ ଯାଇପାରେ।
ରୟାଲ ଇଂଫିଲଡ଼ ହିମାଲୟନ: ଦୁନିଆର ସବୁଠୁ ପୁରୁଣା ମୋଟର ବାଇକ ବ୍ରାଣ୍ଡ ରୋୟଲ ଇଂଫିଲଡ଼ ୨୦୧୬ରେ ଏକ ହିମାଲୟନ ମଡେଲ ଲଞ୍ଚ କଲା। ଏହା ତାର ସବୁଠୁ ଅଲଗା ମଡେଲ ଥିଲା ଯାହା କି ଅନ୍ୟ ମଡ଼େଲ ମାନଙ୍କ ସହ ମିଶୁ ନଥିଲା। ଏଥିରେ ନର୍ମାଲ ୪୧୧ସିସି ୪ ଷ୍ଟ୍ରକ ଇଞ୍ଜିନ ଥିଲା।

ବଜାଜ ପଲସର: ପଲସର ନିଜର ନାମ ଅନୁସାରେ ଏକ ବ୍ରାଣ୍ଡ ହେଇଯାଇଛି। ଏହାକୁ ଭାରତର ପ୍ରଥମ ସ୍ପୋର୍ଟସ ବାଇକ ଭାବେ କାମ ଦାମରେ ଲଞ୍ଚ କରା ଯାଇଥିଲା। ଅବଶ୍ୟ ଏହାକୁ ହିରୋ ସିବିଜେଡ ପରେ ଲଞ୍ଚ କରାଗଲା। ମାତ୍ର ଏହା ତାହା ଠାରୁ ଅଧିକ ଲୋକପ୍ରିୟ ହେଇଗଲା।

ଟାଟା ଇଣ୍ଡିକା: ୧୯୯୮ରେ ଟାଟା ନିଜର ପ୍ରଥମ କାର ଇଣ୍ଡିକା ମାର୍କେଟରେ ପ୍ରଦର୍ଶନ କଲା। ବାହାନ କମ୍ପାନୀ କୁ କେବଳ ଭାରି ଜାନ ବନେଇବାର ସଉକ ଥିଲା ମାତ୍ର ଏହା ତାଙ୍କର ବହୁତ ବଡ଼ ଷ୍ଟେପ ଥିଲା।
ବଜାଜ ଆରଇ୬୦: ବଜାଜ ଆରଇ୬୦କୁ ଶେଷରେ ଭାରତୀୟ ବଜାରରେ ବିକ୍ରି କରିବାର ଅନୁମତି ମିଳି ହିଁ ଗଲା। କାରଣ ଭାରତରେ କ୍ବାଦ୍ରୀ ସାଇକେଲ ବିକ୍ରି କରିବାର ଅନୁମତି ନଥିଲା। ଏହା ପ୍ରକୃତରେ ଏକ ବାଣିଜ୍ୟିକ ବାହାନ ଅଟେ ଯାହା କି ଏକ ୨୧୬ସିସି ଟ୍ଵିନ ସିଲିଣ୍ଡର ଇଞ୍ଜିନ ଦ୍ୱାରା ପରିଚାଳିତ ହୁଏ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।