ଏବେ ସୋସିଆଲ ମିଡିଆରେ ଏକ ସାତ ବର୍ଷର ପିଲାର ଭିଡ଼ିଓ ଭାଇରାଲ ହେଉଛି। ସେହି ପିଲା ବୋଲିଂ କଲାବେଳେ ଲୋକ ତାର ଵୋଲିଙ୍ଗକୁ ମିଷ୍ଟ୍ରି କହୁଛନ୍ତି। ସେହି ପିଲା ମିଷ୍ଟ୍ରି ବୋଲିଙ୍ଗ ଦ୍ଵାରା ଷ୍ଟମ୍ପ ଭାଙ୍ଗିଦେଉଛି। ଏତେ ଛୋଟ ବୟସରୁ ଏତେ ଭୟାନକ ଵୋଲିଙ୍ଗ ଦେଖି ଲୋକ ଆଶ୍ଚର୍ଯ୍ୟ ହେଉଛନ୍ତି। ଏହି ପିଲାକୁ ସୋସିଆଲ ମିଡିଆରେ ବହୁତ ପ୍ରଶଂସା କରାଯାଉଅଛି। ଏହା ସହିତ ତାହାକୁ ଭାରତୀୟ କ୍ରିକେଟ ଟିମର ଭବିଷ୍ୟତର ଖତରନାମ ବୋଲର ଵୋଲି ଲୋକ କହିଛନ୍ତି।

ଭିଡ଼ିଓରେ ଦେଖାଯାଉଛିକି ଏହା ସାତ ବର୍ଷର ପିଲା ନେଟରେ ଵୋଲିଙ୍ଗ ଅଭ୍ୟାସ କରୁଛି। ସେ ରନ ଅଫ ନେଇ ଆସୁଛି ଓ ବାହାର ପଟକୁ ଵୋଲିଙ୍ଗ କରୁଛି। ବଲ ପଡିବା ପରେ ସିଧା ଯାଇ ଷ୍ଟମ୍ପରେ ଲାଗୁଛି। ଏହି ପିଲାର ବଲ କୌଣସି ମିଷ୍ଟ୍ରି ବଲ ଭଳି ଅଟେ। ଯାହାକୁ ଅନେକ ଲୋକ ବୁଝିବାକୁ ଚେଷ୍ଟା କରୁଛନ୍ତି।
ଏହି ପିଲାର ନାମ ମଦଦ ଅବାସ ଜଣା ଯାଉଛି। ଏହି ଭିଡ଼ିଓକୁ ମଦଦ ଅବାସ ଲେଗ ସ୍ପିନର ନାମରେ ଇଂଷ୍ଟାଗ୍ରାମରେ ସେୟାର କରାଯାଇଅଛି। ଏହି ଭିଡିଓକୁ ଲୋକଙ୍କ ଦ୍ୱାରା ବହୁତ ପସନ୍ଦ କରାଯାଉଛି। ୟୁଜର୍ସ ଏହି ଭିଡ଼ିଓରେ ବହୁତ କମେଣ୍ଟ କରୁଛନ୍ତି ଓ ଲାଇକ ଭି କରୁଛନ୍ତି।
Dear @SkyCricket @Athersmike @nassercricket @ShaneWarne plz watch my 6.yrs old. SON MADAD ABBAS. Having legspin bowling & celebrating @Cristiano way pic.twitter.com/mXwwdNu8Ue
— madad abbas leg spinner (@MadadLegspinner) August 13, 2020
କହିରଖିବୁକି ଏହି ଭିଡ଼ିଓ ୬ ନଭେମ୍ବରକୁ ସେୟାର କରାଯାଇଥିଲା। ଏବେ ପର୍ଯ୍ୟନ୍ତ ଏହି ଭିଡ଼ିଓକୁ ଲକ୍ଷ ଲକ୍ଷ ଲୋକ ଦେଖିବା ସହିତ ଲକ୍ଷ ଲକ୍ଷ ପରିମାଣରେ ଲାଇକ ମଧ୍ୟ ମିଳିସାରିଲାଣି। ଲୋକ ଏହି ପିଲାର ବୋଲିଙ୍ଗ ଷ୍ଟାଇଲକୁ ବହୁତ ପସନ୍ଦ କରୁଛନ୍ତି।
Dear please watch my son leg-spin bowlin natural skills hi can do all kinds of variations A top spin A leg break A googley his name madad abbas 6.yrs old boy #cricketstarsport #starsporthindi #starsport #kidsconnected #CricketConnected #nassirhussain #shanewarne23 pic.twitter.com/PHyKyrAqnR
— madad abbas leg spinner (@MadadLegspinner) July 4, 2020
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।