ଭାରତ ସହ ଏକଦିବସିୟ ସିରିଜ ପୂର୍ବରୁ ଜୋଫ୍ରା ଆର୍ଚ୍ଚର ଇଂଲଣ୍ଡ ଫେରିଯାଇଥିଲେ। ତାଙ୍କ ହାତରେ ଆଘାତ ଲାଗିଥିଲା ଓ ଛୋଟ ସର୍ଜରି ହୋଇଥିଲା। ଆର୍ଚ୍ଚରଙ୍କ ହାତରେ କାଚ ଥିଲା ଯାହାକୁ ସର୍ଜରିରେ ବାହାର କରାଗଲା। ଏହି ସର୍ଜରି ପରେ ମାନାଯାଉଥିଲା ରାଜସ୍ଥାନ ରୟାଲ୍ସର ଏହି ପ୍ରେସ ବୋଲର ଏହି ସଂସ୍କରଣରେ ଖେଳିବନାହିଁ କିନ୍ତୁ ଏପରି ନୁହେଁ। ବୁଧବାରକୁ ରାଜସ୍ଥାନ ରୟାଲ୍ସକୁ ଖୁସି ଖବର ମିଳିଛି ଏହାକୁ କି ଜୋଫ୍ରା ଆର୍ଚ୍ଚର ଆଇପିଏଲର ଆରମ୍ଭର ଅଳ୍ପ ମ୍ୟାଚ ଖେଳିବେନି କିନ୍ତୁ ଏହା ପରେ ଭାରତ ଆସି ବାକି ମ୍ୟାଚ ଖେଳିବେ।

ଇଏସପିଏନ କ୍ରିକଇନ୍ଫୋର ରିପୋର୍ଟ ଅନୁସାରେ ଜୋଫ୍ରା ଆର୍ଚ୍ଚର ଆଇପିଏଲ ୨୦୨୧ରେ ଭାଗ ନେବେ। ଖବର ଅନୁସାରେ ଜୋଫ୍ରା ଆର୍ଚ୍ଚର ଆଇପିଏଲର ପ୍ରଥମ ୪ ଟି ମ୍ୟାଚରେ ଖେଳିବେ ନାହିଁ କିନ୍ତୁ ଏହା ପରେ ସେ ବଛା ହେବା ନିମନ୍ତେ ରହିବେ। ଆଇପିଏଲର ଆରମ୍ଭ ୯ ଏପ୍ରିଲରୁ ହେବ।ରାଜସ୍ଥାନ ନିଜର ପ୍ରଥମ ମ୍ୟାଚ ୧୨ ଏପ୍ରିଲକୁ ମୁମ୍ବାଇରେ ପଞ୍ଜାବ ସହ ଖେଳିବ।
ଇସିବି ଉପରେ ଅଛି ରାଜସ୍ଥାନ ରୟାଲ୍ସର ନଜର:
ରାଜସ୍ଥାନ ରୟାଲ୍ସର ନଜର ଇସିବି ଉପରେ ଅଛି ଯିଏକି ଜୋଫ୍ରା ଆର୍ଚ୍ଚରଙ୍କର ଇଂଲଣ୍ଡରୁ ଭାରତ ଆସିବାର ତାରିଖ କହିବେ। ବୁଧବାରକୁ ଇସିବି କହଥିଲା କି ଆର୍ଚ୍ଚରଙ୍କ ଆଙ୍ଗୁଠିର ସର୍ଜରି ହୋଇଥିଲା। ସେ ୨ ସପ୍ତାହ ଆରାମ କରିବେ ଏହା ପରେ ଡାକ୍ତର ତାଙ୍କୁ ଚେକ କରି କହିବେ କି ସେ କେବେଠୁ ବୋଲିଙ୍ଗ କରିପାରିବେ। କହିରଖିବୁକି ଆର୍ଚ୍ଚରଙ୍କ କହଣୀରେ ମଧ୍ୟ ସମସ୍ୟା ଅଛି ଯେଉଁଥି ପାଇଁ ସେ ଇଂଜେକସନ ନେବାର ନଜର ଆସୁଛନ୍ତି। ଟି -୨୦ ସିରିଜ ପରେ ସେ ଇଂଲଣ୍ଡ ଫେରିଯାଇଥିଲେ। ଦକ୍ଷିଣ ଆଫ୍ରିକା ଗ୍ରସ୍ତରୁ ହିଁ ତାଙ୍କୁ କହୁଣୀର ସମସ୍ୟା ଅଛି। ଏଥିପାଇଁ ଆର୍ଚ୍ଚର ଶ୍ରୀଲଙ୍କା ଗ୍ରସ୍ତରେ ମଧ୍ୟ ନଜର ଆସିନଥିଲେ।

ଆର୍ଚ୍ଚର କରୁଛନ୍ତି ଭଲ ବୋଲିଙ୍ଗ:
ଇଂଲଣ୍ଡ ଭାରତ ସହ ଟେଷ୍ଟ, ଟି-୨୦ ଓ ଏକଦିବସିୟ ସିରିଜ ହାରିଗଲା ସତ କିନ୍ତୁ ଆର୍ଚ୍ଚର ଭଲ ବୋଲିଙ୍ଗ କରିଛନ୍ତି। ଖାସ କରି ଟି-୨୦ ସିରିଜରେ ଆର୍ଚ୍ଚର ୭ ୱିକେଟ ଅକ୍ତିଆର କରିଥିଲେ। ଆର୍ଚ୍ଚରଙ୍କ ଇକୋନୋମି ୭.୭୫ ଥିଲା ଯାହା ଇଂଲଣ୍ଡର କୌଣସି ବୋଲରଙ୍କ ଠୁ ଭଲ ଥିଲା। ଏହା ସଫା କଥା କି ଆର୍ଚ୍ଚର ଯେତେ ଜଲ୍ଦି ଆଇପିଏଲ ୨୦୨୧ ରେ ଓହ୍ଲାଇବେ ରାଜସ୍ଥାନ ରୟାଲ୍ସ ପାଇଁ ଏହାର ଲାଭ ହେବ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।