ପତାକାରେ ଅଟକିଥିବା ପିଲାର ବିଗିଡିଲା ସନ୍ତୁଳନ,୩୦ ଫୁଟର ଉଚ୍ଚତାରୁ ଗଳିଲା, ଭିଡିଓ ଭାଇରାଲ।

ଇଣ୍ଡୋନେସିଆରେ ଏକ ବାଳକ ପତାକାକୁ ନେଇ ନିଜର ପାଗଳାମି କରୁଥିବା ସମୟରେ କ୍ଷତବିକ୍ଷତ ହେଲା,୧୨ ବର୍ଷର ଏହି ବାଳକ ନିଜର ନିଜର ମାପଠୁ ତିନିଗୁଣ ବଡ ‘ଡ୍ରାଗନ କାଇଟ’ରେ ଲଟକିଥିବା ବେଳେ ପବନରେ ଉଚ୍ଚାକୁ ଉଡୁଥିଲା କିନ୍ତୁ ଏହାଦ୍ୱାରା ତାର ସନ୍ତୁଳନ ବିଗିଡିଗଲା ଏବଂ ସେ ୩୦ ଫୁଟ ଉଚ୍ଚାରୁ ତଳକୁ ପଡିଲା। ସୋସିଆଲ ମିଡ଼ିଆରେ ଏହି ପିଲାର ଭିଡିଓ ଭାଇରାଲ ହେଉଅଛି।

Google

ଏହି ଭିଡ଼ିଓରେ ଦେଖାଯାଇପାରିବ କି ଏକ ବିଶାଳକାୟ ପତାକାର ସାହାରାରେ ଏକ ବାଳକ ପବନରେ ଉଡୁଅଛି କିନ୍ତୁ କିଛି ସମୟ ପରେ ସେହି ବାଳକର ସନ୍ତୁଳନ ବିଗିଡିଯାଉଛି ଯାହାପରେ ଏହି ବାଳକ ଭୂମିରେ ପଡିକରି କ୍ଷତବିକ୍ଷତ ହୋଇଯାଉଛି। ସେଠାରେ ଆଖ ପାଖରେ ଠିଆ ହୋଇଥିବା ଲୋକ ବାଳକର ସାହାଯ୍ୟ କରିବାକୁ ପହଁଞ୍ଚିଲେ।

ଏହି ଘଟଣା ଡିସେମ୍ବରର ପ୍ରଥମ ସପ୍ତାହରେ ପ୍ରିଙ୍ଗସେବୃ ରିଙ୍ଗେସି ହାଇ ସ୍କୁଲରେ ହୋଇଥିଲା। ପ୍ରିଙ୍ଗସେବୃ ଚାଇଲଡ଼ ପ୍ରୋଟେକ୍ସନ ଏଜେନ୍ସି କୋକୋନଟ ଜକାର୍ତାଙ୍କ ସହ ଏହି ବିଷୟରେ କଥା ହେଉଥିବା ବେଳେ କହିଲେ କି ୧୨ବର୍ଷର ଏହି ବାଳକର ଶରୀରରେ ୬ଟି ଜାଗା ଭାଙ୍ଗି ହୋଇଯାଇଛି ଏବଂ ତାକୁ ୨ଟା ଅସ୍ତ୍ରୋପଚାର କରିବାକୁ ପଡିଲା ଏହି ବାଳକର ବଡ ଭାଇର କହିବା କଥା କି ତାର ଭାଇ ଡ୍ରାଗନ ଆକାରର ପତାକା ଉଡାଉଥିଲା ଯାହା ଏହି ବାଳକର ମାପରୁ ତିନିଗୁଣ ଅଧିକ ଥିଲା। ସେ ପ୍ରକୃତରେ ପତାକାରେ ଲଟକି ଯାଉଥିଲା କିନ୍ତୁ ଏହି ଥର ତା ସହିତ ଏହି ଦୁର୍ଘଟଣା ହୋଇଗଲା।

Google

କୋକୋନଟ ଜକାର୍ତାଙ୍କ ରିପୋର୍ଟ ଅନୁସାରେ,ଏହି ଘଟଣାର ପରେ ଏଜେନ୍ସି କହିଲେ କି ଏହା ଜରୁରୀ ଅଟେ କି ପିଲା ଏକ ନିଶ୍ଚିତ ମାପର ପତାକା ହିଁ ଉଡାନ୍ତୁ କାହିଁକିନା ଏଭଳି ଦୁର୍ଘଟଣାରେ ଗତ କିଛି ବର୍ଷରେ ବଢିଯାଇଛି। ବିଚାରଣୀୟ କଥା ଏହା କି ସେପ୍ଟେମ୍ବର ମାସରେ ବି ଇଣ୍ଡୋନେସିଆର ବାନ୍ତୁଳରେ ୧୪ ବର୍ଷର ବାଳକ ଖଣ୍ଡିଆ ଖାବରା ହୋଇଯାଇଥିଲା ଯେତେବେଳେ କି ଏହି ପ୍ରକାରର ପବନରେ ପତାକାର ସାହାଯ୍ୟରେ ଲଟକିଥିଲା। ଏହି ବାଳକର ବି ସନ୍ତୁଳନ ବିଗିଡିଯାଇଥିଲା ଏବଂ ସେ ୧୧ ଫୁଟର ଉଚ୍ଚତାରୁ ତଳେ ପଡିଯାଇଥିଲା ଯାହାପରେ ତାର ଅସ୍ଥି ଭାଙ୍ଗି ହୋଇଯାଇଥିଲା।

ଏହା ପୂର୍ବରୁ ତାଇୱାନରେ ତିନି ବର୍ଷର ଏକ ଝିଅ ସହିତ ପତାକାର ଏକ ପର୍ବରେ ଦୁର୍ଘଟଣା ହୋଇଥିଲା ଯେତେବେଳେ କି ତାକୁ ବନ୍ଧୁବାନ୍ଧବ ଏହି ପର୍ବ ସମୟରେ ପବନରେ ଉଡିବାକୁ ଛାଡିଦେଇଥିଲେ ଏବଂ ବହୁତ ପ୍ରଖର ଭାବରେ ବହୁଥିବା ପବନ ଏହି ଛୁଆଟିକୁ ଉଡେନେଇଯାଇଥିଲା। ରିପୋର୍ଟର ଅନୁସାରେ,ଏହି ଛୁଆ ୩୦ସେକେଣ୍ଡ ପର୍ଯ୍ୟନ୍ତ ପବନରେ ରହିଥିଲା ଏବଂ ପୁଣି ତଳେ ପଡିଯାଇଥିଲା। ଯଦିଓ ସୌଭାଗ୍ୟବଶତଃ ତାର ବିଶେଷ ଭାବରେ ଖଣ୍ଡିଆଖାବରା ହୋଇନଥିଲା । ଏହାପରେ ତାଇୱାନ ସରକାର ଏହି ପତାକାର ପର୍ବକୁ ନେଇ ଏକ ସୁରକ୍ଷା ପଦକ୍ଷେପ ଲଞ୍ଚ କରିବାକୁ ନିଷ୍ପତ୍ତି ଗ୍ରହଣ କରିଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *