ଦୁନିଆରେ କିଏ ବା ନ ଜାଣେ ଯେ କ୍ରିକେଟର ମାନେ ବହୁତ ଟଙ୍କା କମାନ୍ତି। କୋହଲି ଏବଂ ଧୋନୀଙ୍କ ବାର୍ଷିକ ଆୟ ତ କୋଟି କୋଟିର ଗଣା। ହେଲେ କୋହଲିଙ୍କଠୁ ଜଣେ ଏମିତି କ୍ରୀଡ଼ାବିତ ଅଛନ୍ତି ଯିଏ ତାଙ୍କ ଠୁ ବି ଧନୀ। ସେ ହେଉଛନ୍ତି ଆୟନ ବିର୍ଲା। ଯିଏକି ଭାରତର ବିଜେନେସରେ ଏକ ପ୍ରସିଦ୍ଧ ସ୍ଥାନ ହାସଲ କରିଥିବା ମଙ୍ଗଲମ ବିର୍ଲାଙ୍କ ପୁଅ। ତାଙ୍କ ବାପାଙ୍କର ମୋଟ ସମ୍ପ୍ରତି କହିବାକୁ ଗଲେ ହେଉଛି ୭୦ ହଜାର କୋଟି ଟଙ୍କା ଏମିତି ରେ ସେ କୋହଲିଙ୍କ ଠୁ ବି ଧନୀ। ତାଙ୍କ ନିକଟରେ ଆଦିତ୍ୟ ବିର୍ଲାର ମାଲିକାନା ରହିଅଛି ବୋଲି ଜଣା।

ଆୟନଙ୍କୁ ଛୋଟ ବେଳୁ କ୍ରିକେଟ ଖେଳିବା ବହୁତ ପସନ୍ଦ ରହିଥିଲା। ସେ ଜଣେ ଭଲ ଖେଳାଳି ଅଟନ୍ତି। ତାଙ୍କ ଫଳ ସେବେ ମିଳିଥିଲା ଯେବେ ସେ ରଣଜୀ ପାଇଁ ମଧ୍ୟ ପ୍ରଦେଶ ଟିମରେ ବଛା ଯାଇଥିଲେ। ସେ ଏବେ କ୍ରିକେଟ ଠୁ ଦୂରରେ ରହି ମେଣ୍ଟାଲ ହେଲଥ ବିଷୟରେ ଲକ୍ଷ୍ୟ ରଖିବାର ଜଣା ଯାଇଛି। କହିବାକୁ ଗଲେ ୨୦୧୮ ରେ ସେ ରାଜସ୍ଥାନ ଦଳରେ ସାମିଲ ଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।