ଏକ ସମୟ ଥିଲା ଯେତେବେଳେ କି ଏହି କ୍ରିକେଟର ସମସ୍ତ ବୋଲର ମାନଙ୍କର ହୋସ ଉଡେଇ ଦେଉଥିଲା ଆଉ ଦୁନିଆର କିଛି ସବୁଠୁ ବଡ଼ ବ୍ୟାଟ୍ସମ୍ୟାନ ମାନଙ୍କ ଭିତରୁ ଜଣେ ଥିଲା ସେହି ସମୟରେ ଆଜି ଏହି କ୍ରିକେଟର ଅଷ୍ଟ୍ରେଲିଆରେ ବସ ଚଳେଇ ଜୀବନ ଯାପନ କରୁଛି। କ୍ରିକେଟ ଆଉ ବଲିଉଡର ଏହା ବି ଏକ ସତ କଥା ଅଟେ।

ସାଧାରଣତଃ କ୍ରିକେଟର ମାନେ ବହୁତ ଭଲ ପଇସା କମାନ୍ତି ମାତ୍ର କିଛି ଲୋକଙ୍କର ଭାଗ୍ୟ ଅଲଗା ଥାଏ। ସେହିପରି ଘଟଣା ହେଇଛି ଶ୍ରୀଲଂକାର କ୍ରିକେଟର ସୁରଜ ରନ୍ଦିଭଙ୍କର। ସେ ଏକା ନୁହନ୍ତି, ବରଂ ଆହୁରି ଅନେକ କ୍ରିକେଟର ଅଛନ୍ତି ଯିଏ କି ଭାରତ ବିରୁଦ୍ଧରେ ଆନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଛନ୍ତି ମାତ୍ର ଏବେ ଜୀବନ ଯାପନ ପାଇଁ ବସ ଡ୍ରାଇଭର ହେଇ ଯାଇଛନ୍ତି। ଆସନ୍ତୁ ଜାଣିବା ତାଙ୍କ ନାମ।
୧: ଚିତଅଙ୍କା ଜୟସୀନ୍ଧେ: ପୂର୍ବ ଶ୍ରୀଲଙ୍କା ଅଲ ରାଉଣ୍ଡର ଚିତାଙ୍କ ଜୟସୀନ୍ଧେ ଏବେ ୪୨ ବର୍ଷରେ ଜୀବନ ଯାପନ ପାଇଁ ଅଷ୍ଟ୍ରେଲିଆରେ ବସ ଚଳାଉଛନ୍ତି। ଜୟସୀନ୍ଧେ ଶ୍ରୀଲଙ୍କା ପାଇଁ ୫ଟି ଟି ଟ୍ୱେଣ୍ଟି ଇଣ୍ଟରନାସନାଲ ଖେଳିଛନ୍ତି ଆଉ ସେ ଭାରତ ବିପକ୍ଷରେ ୨୦୦୯ ରେ ଖେଳା ଯାଇଥିବା ଟି ଟ୍ୱେଣ୍ଟିରେ ଡେବ୍ୟୁ ବି କରିଛନ୍ତି। ସେ ୨୦୧୦ ବିଶ୍ୱ କପର ବି ଅଂଶ ଥିଲେ।
୨: ବେଡିଙ୍ଗଟନ ମୁବେଙ୍ଗା: ଜିମ୍ବାୱେର ଉନ୍ନତ ଖେଳାଳି ମୁବେଙ୍ଗା ଭାରତ ବିରୁଦ୍ଧରେ ୨୦୦୫ରେ ଟେଷ୍ଟ କ୍ରିକେଟ ପଦାର୍ପଣ କଲେ ମାତ୍ର ଏବେ ଅଷ୍ଟ୍ରେଲିଆରେ ବସ ଚଳାଉଥିବାର ଜଣା ଯାଇଛି।
୩:- ସୁରଜ ରାନ୍ଦିଭ:ସୁରଜ ଭାରତ ବିରୁଦ୍ଧରେ ୨୦୦୯ରେ ଦିନିକିଆ କ୍ରିକେଟରେ ଡେବ୍ୟୁ କରିଥିଲେ ଆଉ ୨୦୧୧ ବିଶ୍ୱ କପ ଫାଇନାଲରେ ବି ଭାରତ ବିରୁଦ୍ଧରେ ଖେଳିଥିଲେ। ସେ ୫୦ଟି ଆନ୍ତର୍ଜାତୀୟ ମ୍ୟାଚରେ ୮୬ଟି ୱିକେଟ ଅକ୍ତିଆର କରିଛନ୍ତି।

ରାନ୍ଦିଭ ସେହ୍ଵାଗଙ୍କୁ ଶତକ କରିବାକୁ ଦେଇନଥିଲେ:
ସୁରଜ ରାନ୍ଦିଭ ୨୦୧୦ରେ ଦିଲସାନଙ୍କର ଅନୁରୋଧ କ୍ରମେ ଶେଷରେ ଏକ ନୋ ବଲ ଫିଙ୍ଗିଲେ ଯାହାଦ୍ୱାରା ଭାରତ ଜିତି ଯାଇଥିଲା ମାତ୍ର ସେହ୍ଵାଗ ୯୯ ରନରେ ନଟ ଆଉଟ ଥିଲେ ଆଉ ଶତକରୁ ବଞ୍ଚିତ ହେଲେ।
ରାନ୍ଦିଭ ସ୍ଥାନୀୟ କ୍ରିକେଟରେ ଆକ୍ଟିଭ:
ସୁରଜ ରନ୍ଦୀଭ ସ୍ଥାନୀୟ କ୍ରିକେଟରେ ଜଣେ କ୍ରିକେଟର ଭାବେ ବହୁତ ଲୋକପ୍ରିୟ ଅଛନ୍ତି ଆଉ ସେ ଏବେ ଏବେ ନିଜର ଜାତୀୟ ଟିମକୁ ମେଲବର୍ଣ କ୍ରିକେଟ ଷ୍ଟାଡିୟମରେ ହେବାକୁ ଥିବା ଟେଷ୍ଟ ମ୍ୟାଚରେ ବହୁତ ସହଯୋଗ ବି କରିବାର ନଜର ଆସିଥିଲେ।
ବର୍ତ୍ତମାନ ରନ୍ଦୀଭ ଦାଣ୍ଡେନାଂ କ୍ରିକେଟ କ୍ଲବ ପାଇଁ କ୍ରିକେଟ ଖେଳୁଛନ୍ତି ଯାହା କି ଭିକ୍ଟୋରିଆ କ୍ରିକେଟ ଆସୋସିଏସନର ଏକ ଭାଗ ଅଟେ। ସେଠାକାର ବୋଲର ମାନଙ୍କ ଭିତରେ ଜେମ୍ସ ପ୍ୟାଟିଂସନ, ପିଟର ସିଡିଲ ଇତ୍ୟାଦି ବୋଲର ରହିଛନ୍ତି।

ଚିତାଙ୍କା ଜୟସୀନ୍ଧେ ୫ଟି ଟି ଟ୍ୱେଣ୍ଟି ଇଣ୍ଟରନାସନାଲରେ ଶ୍ରୀଲଂକାର ପ୍ରତିନିଧିତ୍ୱ କରିଥିଲେ। ଆଉ ନିଜର ରାଷ୍ଟ୍ରୀୟ ଟିମ ପାଇଁ ୪୯ ରନ ବନେଇଥିଲେ।
ଏମିତି ହେଲେ ବସ ଡ୍ରାଇଭର:
ଟ୍ରାନ୍ସପୋର୍ଟ କମ୍ପାନୀ ଟ୍ରାନ୍ସଦେଵ ମୁତାବିକ ରାନ୍ଦିଭ ଆଉ ମୁବାଙ୍ଗା କମ୍ପାନୀର ଏକାଡେମୀ ସହ ଯୋଡିଲେ। ଏହି ଏକାଡେମୀ ଲୋକମାନଙ୍କୁ ବସ ଡ୍ରାଇଭର କରିବାରେ ସାହାଯ୍ୟ କରେ। ୨୦୧୮ ପର ଠାରୁ ଟ୍ରାନ୍ସଦେଵ କମ୍ପାନୀ ପ୍ରାୟ ୨୦୦ ଡ୍ରାଇଭର ଲଞ୍ଚ କରିଛି। ଚିତାଙ୍କାଙ୍କ ପିତାଙ୍କ ପାଖରେ ଶ୍ରୀଲଂକାର ୩ଟି ବସ ଅଛି ଆଉ ଏହା ହିଁ କାରଣ କି ସେ ଲଙ୍ଗ ଡ୍ରାଇଭରେ ଯାଆନ୍ତି ଆଉ ଡ୍ରାଇଭିଂ ପସନ୍ଦ କରନ୍ତି। ତେଣୁ ସେ ଡ୍ରାଇଭର ହେବା ପାଇଁ ଆପ୍ଲାଏ କଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।