ବଲିଉଡ଼ର ପ୍ରସିଦ୍ଧ ଅଭିନେତା ଓ ଫିଲ୍ମ ନିର୍ମାତା କମାଲ ଆର ଖାନ ନିଜର କୌଣସି ଟ୍ୱିଟର ବା କଥାକୁ ନେଇ ସବୁବେଳେ ଚର୍ଚାରେ ରହିଥାନ୍ତି । ନିଜର ଏହି ଟ୍ୱିଟର ଓ ବୟାନ ପାଇଁ ସେ ବହୁତ ଟ୍ରୋଲ ମଧ୍ୟ ହୋଇଥାନ୍ତି । ଏଥର ସେ ଏକ ଟ୍ୱିଟ କରିଛନ୍ତି ଯେଉଁଥିରେ ବଲିଉଡ଼ର ପ୍ରସିଦ୍ଧ ଅଭିନେତା ଓ ଫିଲ୍ମ ନିର୍ମାତାଙ୍କ ଉପରେ ସେ ଗମ୍ଭୀର ଅଭିଯୋଗ କରିଛନ୍ତି।କମାଲ ଆର ଖାନଙ୍କ ଏହି ଟ୍ୱିଟ ବହୁତ ଭାଇରାଲ ହେଉଛି।

କେଆରକେ ବଲିଉଡ଼ ଅଭିନେତା ମାନଙ୍କ ଉପରେ ଲାଗିଲେ ଗଭୀର ଅଭିଯୋଗ:
ଏଥର କମାଲ ଆର ଖାନ ଟ୍ୱିଟରରେ ନୁଜ ଜୀବନକୁ ବିପଦ ବୋଲି ଜଣାଇଛନ୍ତି। ଏଥର କମଲା ଆର ଖାନ କହିଛନ୍ତି ତାଙ୍କ ଜୀବନକି ବଲିଉଡ଼ର କିଛି ଷ୍ଟାରଙ୍କ ପାଇଁ ବିପଦ ଅଛି।ଯିଏକି ତାଙ୍କୁ ବହୁତ କଷ୍ଟ ଦେଉଛନ୍ତି।ସେ କହିଛନ୍ତି ଯଦି ତାଙ୍କ ସହିତ କୌଣସି ଅଶୁବିଧା ବା କିଛି ଖରାପ ହେଲା ତ ଏଥିପାଇଁ ଜିମେଦାର ସଲମାନ ଖାନ ଓ ଅକ୍ଷୟ କୁମାର ହେବେ । ତାଙ୍କର ଏହି ଟ୍ୱିଟର ଭାଇରାଲ ହେବା ପରେ ଲୋକ ଚକିତ ହୋଇ ଅଛନ୍ତି।
ଏହି ଅଭିନେତା ମାନଙ୍କଠୁ ଅଛି କମାଲଙ୍କୁ ବିପଦ:
କମାଲ ଟ୍ୱିଟର କରି ଲେଖିଛନ୍ତି,”ମୁଁ ଆପଣଙ୍କୁ କହିରଖୁଛି ଯଦି ମୋ ସହ କିଛି ଖରାପ ହେବ ବା ମୋର ଯଦି କିଛି ହୋଇଯାଏ ଏହାର ଜିମେଦାର ସଲମାନ ଖାନ, ଅକ୍ଷୟ କୁମାର, ଆଦିତ୍ୟ ଚୋପଡା, କରଣ ଜୋହର, ସାଜିଦ ନାଡୀଆଵାଲା ହେବେ”।
କହିରଖିବୁକି ଏଥିରେ କେଆରକେ ପ୍ରଧାନମନ୍ତ୍ରୀ ରରେନ୍ଦ୍ର ମୋଦି, କେନ୍ଦ୍ର ମନ୍ତ୍ରୀ ଅମିତ ସାହା, ଓ ଅନ୍ୟ ନ୍ୟୁଜ ଚ୍ୟାନେଲାକୁ ଟ୍ୟାଗ କରିଛନ୍ତି। କେଆରକେଙ୍କ ଏହି ଟ୍ୱିଟ ବହୁତ ଅଧିକ ଚର୍ଚାର ବିଷୟ ପାଲଟିଛି। ଲୋକ ଏହି ଟ୍ୱିଟକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ଭିଡ଼ିଓ କରି ଅନେକ କଳାକାରଙ୍କୁ ଶୁଣାଇଛନ୍ତି କଟୁ କଥା:
କହିରଖିବୁକି କିଛି ଦିନ ତଳେ ସେ ଅକ୍ଷୟ କୁମାରଙ୍କ ଆସୁଥିବା ଫିଲ୍ମ ଲଷ୍ମୀ ବମକୁ ନେଇ ମଜାକ ଉଡାଇଥିଲେ।ସେ ଏହି ଫିଲ୍ମକୁ ନେଇ ଏକ ଭିଡ଼ିଓ ମଧ୍ୟ ସେୟାର କରିଥିଲେ। ଏହା ପୂର୍ବରୁ ସେ ଡ୍ରଗ୍ସ କନେକ୍ସନରେ ଅନେକ ବଡ଼ ଷ୍ଟାରଙ୍କୁ କଟୁ କଥା କହିଥିଲେ। ଏବେ ସେ ବଲିଉଡ଼ର ଅନେକ ଷ୍ଟାର ଓ ଫିଲ୍ମ ମେକର୍ସଙ୍କ ଉପରେ ଗମ୍ଭୀର ଅଭିଯୋଗ ମଧ୍ୟ ଲଗାଇ ଦେଇଛନ୍ତି।
କହିରଖିବୁକି ଆରକେ କହିଲେକି ଯଦିସେ ଭବିଷ୍ୟତରେ ଆତ୍ମହତ୍ୟା କରିବେ ବା କେଉଁଠି ଫାଶୀ ଲଗାଇବେ ତ ଏହାର ଜିମେଦାର କେବଳ ସଲମାନ ଖାନ ଓ ଅକ୍ଷୟ କୁମାର ରହିବେ।

ଲୋକ କରୁଛନ୍ତି କଙ୍ଗନା ରଣୱାତଙ୍କ ସହିତ ତୁଳନା:
କମାଲ ଆର ଖାନ ଏହା ପୂର୍ବରୁ ମଧ୍ୟ ଅନେକ ବଲିଉଡ଼ ଲୋକଙ୍କ ଉପରେ ଅଭିଯୋଗ କରିଛନ୍ତି। ସେ ସବୁବେଳେ କୌଣସି ନା କୌଣସି କଥାକୁ ନେଇ ନିଜ ରାୟ ସାମ୍ନାକୁ ଆଣିଥାନ୍ତି। କିଛିଦିନ ପୂର୍ବରୁ ସେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଓ ଡ୍ରଗ୍ସ କନେକ୍ସନର ସବୁ କଥା ଉପରେ ପ୍ରଶ୍ନ ଉଠାଇଥିଲେ ଓ ଟ୍ୱିଟଭି କରିଥିଲେ। ସୋସିଆଲ ମିଡିଆରେ ଲୋକ ତାଙ୍କୁ କଙ୍ଗନା ରଣୱାତଙ୍କ ସହିତ ତୁଳନା କରୁଛନ୍ତି।କମାଲ ଆର ଖାନ କଙ୍ଗନାଙ୍କ ପରି ଅଦ୍ଭୁତ ବୟାନ କରୁଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।