ଏହି ଫିଲ୍ମ ମାନଙ୍କର ସୁଟିଂରେ ଘଟିଲା ଏମିତି ଘଟଣା ଯାହା ଜାଣିଲେ ଆପଣ ବି ହୋଇଯିବେ ଚକିତ।

ଫିଲ୍ମ ବନେଇବା ସମୟରେ ନା କେବଳ ଅଭିନେତା ଆଉ ଅଭିନେତ୍ରୀ ମାନଙ୍କର ଜୀବନ ବିପଦରେ ଥାଏ ବରଂ ତାକୁ ବନାଉଥିବା ଲୋକ ମାନଙ୍କର ଜୀବନ ବି ବିପଦପୂର୍ଣ ଥାଏ। ସେହି ଲୋକମାନେ ଯାହାକୁ ଜନତା ତ ଦୂରର କଥା ବରଂ ତାଙ୍କୁ ତାଙ୍କ ଫିଲ୍ମ ମେକର୍ସ ମାନେ ବି ଜାଣି ନଥାନ୍ତି। ସେମାନେ ଫିଲ୍ମ ବନେଇବା ପାଇଁ ନିଜର ଜୀବନକୁ ବିପଦରେ ପକାନ୍ତି। ଏହି ସମୟରେ ମେକର୍ସମାନେ ଧ୍ୟାନ ରଖନ୍ତି କି କିଛି ଦୁର୍ଘଟଣା ନ ହେଉ ମାତ୍ର ଆଜି ଆମେ ଆପଣଙ୍କ ପାଖରେ କିଛି ଏମିତି ଫିଲ୍ମ ତଥା ତାର ଶୁଟିଂ ବାବଦରେ କହିବାକୁ ଯାଉଛୁ ଯାହାର ସେଟରେ ଭୟଙ୍କର ନିଆଁ ଲାଗିଲା ଆଉ ଏଥିରେ ଲକ୍ଷ ଲକ୍ଷ ଟଙ୍କା ଯିବା ସହ କିଛି ଲୋକଙ୍କର ଜୀବନ ବି ଗଲା।

Google

୧: ରାଜା ହରିଶ୍ଚନ୍ଦ୍ର: ଦୁର୍ଘଟଣାର ପ୍ରଥମ ସୋପାନ ଆରମ୍ଭ ହେଉଛି ଫିଲ୍ମ ରାଜା ହରିଶ୍ଚନ୍ଦ୍ର ଠାରୁ। ଏହା ଫିଲ୍ମ ହେବାର ଚାରି ବର୍ଷ ପରେ ହେଲା ଯେତେବେଳେ କି ଏହାର ଶେଷ ସିଡିକୁ ବାହାର କର ଯାଉଥିଲା ଆଉ ୧୯୧୭ ମସିହାରେ ଫିଲ୍ମ ସେଟର୍ସ ନିଆଁ ଲାଗିଗଲା।

୨: ମଦର ଇଣ୍ଡିଆ: ମଦର ଇଣ୍ଡିଆର ସୁଟିଂ ସେଟରେ ବି ଭୀଷଣ ନିଆଁ ଲାଗିଲା ଯେତେବେଳେ କି ସୁନୀଲ ଦତ୍ତ ଆଉ ଅଭିନେତ୍ରୀ ନର୍ଗିସ ନିଆଁ ଲାଗିବାର ସିନ କରୁଥିଲେ। ଏଥିରେ ନର୍ଗିସଙ୍କର ଜୀବନ ବିପଦରେ ପଡିଯାଇଥିଲା।

୩: ବ୍ଲାକ: ୨୦୦୪ ମସିହାରେ ସଞ୍ଜୟ ଲୀଳା ଭାଁଶାଳୀଙ୍କର ଫିଲ୍ମ ବ୍ଲାକ ସେଟରେ ବି ମୁମ୍ବାଇରେ ଭୀଷଣ ନିଆଁ ଲାଗି ଯାଇଥିଲା। ଏଥିରେ ଉପକରଣ ନଷ୍ଟ ହେବା ସହ କିଛି ଲୋକଙ୍କୁ ମାମୁଲି ଆଘାତ ଲାଗୁଥିଲା ।

Google

୪: ଦେବଦାସ: ଫିଲ୍ମ ଦେବଦାସର ସୁଟିଂ ସେଟରେ ବି ଭୀଷଣ ନିଆଁ ଲାଗିଥିଲା ଆଉ ଏଥିରେ କିଛି ଲୋକଙ୍କର ଜୀବନ ବି ଯାଇଥିଲା। ଏହାର ସୁଟିଂ ସଞ୍ଜୟ ଲୀଳା ଭାଁଶାଳୀ କରୁଥିଲେ।

୫: ଦବଙ୍ଗ ୨: ୨୦୧୨ ମସିହାରେ ମୁମ୍ବାଇର ମେହବୁବ ସେଟରେ ଭୀଷଣ ନିଆ ଲାଗିଯାଇଥିଲା ଯାହା କି ଶଟ ସର୍କିଟ ଯୋଗୁଁ ଲାଗିଥିଲା। ଏଥିରେ ତିନି ଜଣ ଲୋକ ଘାୟଲ ହେଇଥିଲେ ଯାହାକୁ ହସ୍ପିଟାଲ ନିଆ ଯାଇଥିଲା।

୬: ମେ ତେରା ହିରୋ: ଫିଲ୍ମ ମେ ତେରା ହିରୋ ସେଟରେ ବି ଭୀଷଣ ନିଆଁ ଲାଗିଯାଇଥିଲା ଆଉ ଏହି ସୁଟିଂ ବ୍ୟାଂକକରେ ହେଉଥିଲା। ଏହି ଭିତରେ କିଛି ଲୋକ ବେହୋସ ହେଇ ଯାଇଥିଲେ।

୭: ଏବିସିଡି ୨:ବରୁଣ ଧାୱନ ଆଉ ଶ୍ରଦ୍ଧା କପୁରଙ୍କର ଷ୍ଟାରର ଫିଲ୍ମ ଏବିସିଡି ୨ ର ସେଟରେ ବି ଭୀଷଣ ନିଆ ଲାଗିଯାଇଥିଲା। ମାତ୍ର ଏଥିରେ କଳାକାର ତଥା ମେକର ସମେତ ୬୦୦ ଲୋକ ସୁରକ୍ଷିତ ଥିଲେ ଆଉ କାହାରି କିଛି ବି ହେଇନଥିଲା।

Google

୮: ଦି ସୋର୍ଡ ଅଫ ଟିପୁ ସୁଲତାନ:କେବଳ ଫିଲ୍ମ ନୁହଁ ବରଂ ଭାରତୀୟ ଟେଲିଭିଜନ ସିରିଜ ମାନଙ୍କର ସୁଟିଂ ସେଟରେ ବି ଭୀଷଣ ନିଆଁ ଲାଗିଅଛି। ଟିଭି ଶୋ ଦି ସୋର୍ଡ ଅଫ ଟିପୁ ସୁଲତାନ ଭିତରେ ଏପରି ନିଆଁ ଲାଗିଥିଲା କି ସେଥିରେ ପ୍ରାୟ ୫୦ ଲୋକଙ୍କର ମୃତ୍ୟୁ ହେଇଥିଲା। ଏଥିରେ ଆକ୍ଟର ନିନା ଗୁପ୍ତାଙ୍କର ଜୀବନ ବହୁତ କଷ୍ଟରେ ବଞ୍ଚିଥିଲା। ଏହା ବହୁତ ବଡ଼ ଦୁର୍ଘଟଣା ଥିଲା ବୋଲି ଜଣା ଯାଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *