ଏହି ୪ ଭାରତୀୟ ଖେଳାଳି ଯିଏ ଏବେ ପର୍ଯ୍ୟନ୍ତ IPL ରେ ୧୦୦ କୋଟିରୁ ଅଧିକ ରୋଜଗାର କରି ସାରିଛନ୍ତି। ନାମ ଜାଣିଲେ ହେବେ ଚକିତ।

ଲିଗ ଷ୍ଟେଜ ତଥା ସାଲେରି ମାନଙ୍କର କଥା କହିବା ତ ଏଯାଏ ଚାରି ଭାରତୀୟ ୧୦୦ କୋଟି ରୁ ଅଧିକା ସାଲେରି କମେଇ ସାରିଛନ୍ତି। ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ଧୋନୀ ଏହି ମାମଲାରେ ସବୁଠୁ ଉପରେ ନମ୍ବର ୧ ରେ ରହିଛନ୍ତି।

Google

ଧୋନୀ ସାଲେରି ମାମଲାରେ ଏବେ ସବୁଠୁ ଉପରେ ଅଛନ୍ତି ଆଉ ତାଙ୍କୁ ଏଯାଏ ଆଇପିଏଲ ରୁ ପାଖାପାଖି ୧୫୩ କୋଟି ଟଙ୍କା ମିଳି ସାରିଛି। ତାଙ୍କ ତତ୍ତ୍ୱବାଧାନରେ ଚେନାଇ ପ୍ରାୟ ୩ ଥର ଆଇପିଏଲର ଟ୍ରଫି ଜିତି ସାରିଛି। ରୋହିତ ଶର୍ମା ୧୪୭ କୋଟି ଟଙ୍କା ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଆଉ ସେ ନିଜ ତତ୍ତ୍ୱାବଧାନରେ ଚାରି ଥର ମୁମ୍ବାଇକୁ ଆଇପିଏଲ ଟ୍ରଫି ଜିତେଇ ସାରିଛନ୍ତି। ରୟାଲ ଚ୍ୟାଲେଞ୍ଜରସ ବାଙ୍ଗାଲୋରର ଅଧିନାୟକ ବିରାଟ କୋହଲି ୧୪୩ କୋଟି ଟଙ୍କା ସହ ଏଯାଏ ଏହି ଲିଷ୍ଟରେ ତୃତୀୟ ସ୍ଥାନରେ ଅଛନ୍ତି ମାତ୍ର ସେ ଟିମକୁ ଏଯାଏ ଗୋଟେ ବି ଟ୍ରଫି ଜିତେଇ ପାରି ନାହାନ୍ତି। ଏହି କାରଣରୁ କେତେ ଥର ଭାରତୀୟ ଟି ଟ୍ୱେଣ୍ଟି ଟିମର ଅଧିନାୟକ ଭାବେ ରୋହିତ ଶର୍ମାଙ୍କୁ ଦେଖିବାକୁ କଥା ହେଇ ସାରିଛି। ଚେନ୍ନାଇର ଉପ ଅଧିନାୟକ ସୁରେଶ ରାଇନା ୧୧୧ କୋଟି ଟଙ୍କା ସହ ଏହି ଲିଷ୍ଟରେ ୪ନମ୍ବରରେ ରହିଛନ୍ତି। ମାତ୍ର ରାଇନା ପୂର୍ବ ବର୍ଷ ୟୁଏଇରେ ହେଇଥିବା ଆଇପିଏଲ ଖେଳି ନଥିଲେ ଆଉ ବିବାଦ ଏହା ଉଠୁଥିଲା କି ତାଙ୍କୁ ଟିମ ଆଉ ରିଟେନ କରିବ ନାହିଁ। ମାତ୍ର ଟିମ ତାଙ୍କୁ ରଖିବାର ଫଇସଲା କଲା କାରଣ ସେ ଟିମର କେତେ ମହାନ ଖେଳାଳି ମାନଙ୍କ ଭିତରୁ ଜଣେ ଅଟନ୍ତି।

Google

ବିଦେଶୀ ଖେଳାଳି ମାନଙ୍କ ଭିତରେ ଡିଭିଲୟର୍ସ ୧୦୦ କୋଟି ଟଙ୍କାରୁ ଅଧିକ କମେଇ ସାରିଛନ୍ତି:

ବିଦେଶୀ ଖେଳାଳି ମାନଙ୍କ କଥା କହିବା ତ ଦକ୍ଷିଣ ଆଫ୍ରିକାର ଏବି ଡିଭିଲିୟର୍ସ୧୦୨ କୋଟି ଟଙ୍କା ସହ ସର୍ବୋଚ୍ଚରେ ଅଛନ୍ତି। ତାଙ୍କ ପରେ କୋଲକାତାର ସୁନୀଲ ନାରିନ ୯୫ କୋଟି ସହ ୨ୟ ନମ୍ବରରେ ଅଛନ୍ତି। ନାରିନ କୋଲକାତାର କିଛି ବଡ଼ ଖେଳାଳି ମାନଙ୍କ ଭିତରୁ ଜଣେ ଅଟନ୍ତି। ଅଷ୍ଟ୍ରେଲିଆର ୱାଟସନ ୭୭ କୋଟି ସହ ୩ୟ ନମ୍ବରରେ ଅଛନ୍ତି ମାତ୍ର ଚେନ୍ନାଇର ୱାଟସନ ଆଉ ଆଇପିଏଲ ଖେଳିବାର ଦେଖା ଯିବେନି ଆଉ ପୂର୍ବ ସଂସ୍କରଣ ବି ସେ କିଛି ଭଲ ଖେଳ ଦେଖେଇପାରିନଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *