ବିନା ବିବାହରେ ବି ଏହି ଅଭିନେତ୍ରୀମାନେ ରଖିଥାନ୍ତି କରବା ଚୌଥର ବ୍ରତ ।

This heroine keeps Karva Chauth's fast without marriage

ଆଜିର ଦିନ ସେହି ମହିଳା ମାନଙ୍କ ପାଇଁ ବହୁତ ଖାସ ଦିନ ଯେଉଁମାନେ ନିଜ ସ୍ୱାମୀଙ୍କ ଲମ୍ବା ଆୟୁଷ ଚାହିଁଥାନ୍ତି। ପ୍ରତି ବର୍ଷ ଚୌଥର ବ୍ରତ ବହୁତ ଧୂମ ଧାମରେ ପାଳନ କରାଯାଇଥାଏ। ଏହି ଦିନ ମହିଳା ମାନେ ନିର୍ଜଳା ଉପବାସ ରଖି ନିଜ ସ୍ୱାମୀଙ୍କ ଲମ୍ବା ଆୟୁଷ କାମନା କରିଥାନ୍ତି।ସାଧାରଣତଃ ଏହି ବ୍ରତ ବିବାହିତ ମହିଳା ମାନେ ରଖିଥାନ୍ତି କିନ୍ତୁ ଆଜି ଆମେ କହିବାକୁ ଯାଉଛୁ ଏପରି କିଛି ଆଭିନେତ୍ରୀଙ୍କ କଥା ଯେଉଁମାନେ ଅବିବାହିତ ହୋଇମଧ୍ୟ ରଖିଥାନ୍ତି କରବା ଚୌଥର ବ୍ରତ। ଚାଲନ୍ତୁ ଜାଣିବା।

Sushant Singh Rajput's ex-girlfriend Ankita Lokhande claims actor was not  depressed: It is heartbreaking | Celebrities News – India TV
Google

ଅଙ୍କିତା ଲାଖଣ୍ଡେ: “ପବିତ୍ର ରିସ୍ତା” ର ମୁଖ୍ୟ ଅଭିନେତ୍ରୀ ଅଙ୍କିତା ଲାଖଣ୍ଡେଙ୍କ ନାମ ଏହି ଲିଷ୍ଟରେ ସର୍ଵ ପ୍ରଥମେ ଆସିଥାଏ। ଅଙ୍କିତା କୁଆଁରୀ ହୋଇ ମଧ୍ୟ ଅନେକ ବର୍ଷରୁ କରବା ଚୌଥର ବ୍ରତ ରଖିଥାନ୍ତି। ଅଙ୍କିତା ଥରେ କହିଥିଲେ କି ତାଙ୍କୁ ଏହି ବ୍ରତ ବହୁତ ପସନ୍ଦ। ଏହି ବ୍ରତରେ ମେହେନ୍ଦୀ ଲଗାଇବ ଓ ଡ୍ରେସିଙ୍ଗ ଷ୍ଟାଇଲ ତାଙ୍କୁ ବହୁତ ପସନ୍ଦ।

ଆରତୀ ସିଂହ: “ବିଗ ବସ ୧୩” ର କଣ୍ଟେଷ୍ଟେଟ ରହିଥିବା ଆରତୀ ସିଂହ ମଧ୍ୟ ଏହି ବ୍ରତ କରିଥାନ୍ତି । ଆରତୀ ବିବାହ ନ କରି ମଧ୍ୟ କରବା ଚୌଥର ବ୍ରତ କରିଥାନ୍ତି। ଏହା ବିଷୟରେ ଆସେ ଏକ ଇଟରଭିଉ ରେ କହିଥିଲେ ସେ ଏବେ କାହା ସହ ସମ୍ପର୍କରେ ନାହାଁନ୍ତି ନା ହିଁ ସେ ବିବାହିତ କିନ୍ତୁ ସେ ଏହି ବ୍ରତ ତାଙ୍କର ଆଗାମୀ ସାଥି ପାଇଁ ରଖୁଛନ୍ତି। ତାଙ୍କ କହିବା କଥା କି ଏହି ବ୍ରତ ଦ୍ଵାରା ତାଙ୍କୁ ନିଜ ପସନ୍ଦର ବର ମିଳିବ।

Waaris fame Aarti Singh treats fans with a 'sexy' photoshoot!
Google

ଫରନାଜ ସେଠି: “ବାଳିକା ବଧୂ” , ଏକ ବୀର କା ଅରଦାସ..ବୀରା”, “ବାରିସ” ,”ସିଦ୍ଧି ବିନାୟକ” ,”କାଂହା ହମ କାଂହା ତୁମ” ,ଭଳି ସିରିଅଲରେ କାମ କରିସାରିଥିବା ଫରନାଜ ସେଠି ମଧ୍ୟ କରବା ଚୌଥର ବ୍ରତ ରଖିଥାନ୍ତି।ସେ ବାରିସ ସିରିଅଲରେ ଥିବା ନିଜ କୋ ଷ୍ଟାର ନିଲ ମୋଟବାନିଙ୍କୁ ୨୦୧୭ରେ ଡେଟ କରିବା ଆରମ୍ଭ କରିଥିଲେ।ଏହି ବର୍ଷ ଦୁହେଁ ଦୁହିଁଙ୍କ ପାଇଁ କରବା ଚୌଥ ବ୍ରତ ରଖିଥିଲେ କିନ୍ତୁ ୨୦୧୭ରେ ହିଁ ଦୁହିଁଙ୍କ ବ୍ରେକଅପ ହୋଇଯାଇଥିଲା।

ପ୍ରିୟଙ୍କା ପୁରୋହିତ: ଟିଭି ସିରିଅଲ “ହାଫ ମ୍ୟାରେଜ” ର ଅଭିନେତ୍ରୀ ପ୍ରିୟଙ୍କା ପୁରୋହିତ ମଧ୍ୟ କରବା ଚୌଥ ବ୍ରତ ରଖିଥାନ୍ତି। ସେ ନିଜ କଲେଜ ସମୟରୁ ହିଁ ଏହି ବ୍ରତ ରଖିବା ଆରମ୍ଭ କରିଥିଲେ।

himani sharma
Google

ହିମାନୀ ଶର୍ମା: ସିରିଅଲ “ଦିଲ ସେ ଦିଲ ତକ” ରେ ନଜର ଆସିଥିବା ଅଭିନେତ୍ରୀ ହିମାନୀ ଶର୍ମା ବି କରବା ଚୌଥ ବ୍ରତ ରଖିଥାନ୍ତି। ଏକ ଇଣ୍ଟରଭିଉ ରେ ସେ କହିଥିଲେ କି ମୁଁ ୪ ବର୍ଷରୁ ଏହି ବ୍ରତ ରଖୁଛି ଏହା ମୁଁ ନିଜ ଲାଇଫ ପାର୍ଟନରଙ୍କ ପାଇଁ ନୁହେଁ ବରଂ ନିଜ ବାପା ମା ଙ୍କ ପାଇଁ ରଖୁଛି। ମୁଁ ତାଙ୍କ ଲମ୍ବା ବୟସ ପାଇଁ କରବା ଚୌଥ ବ୍ରତ ରଖିଥାଏ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *