ଗୀତାଙ୍କୁ ନିଜର ଗାର୍ଲଫ୍ରେଣ୍ଡ କରିବା ପାଇଁ ହରଭଜନଙ୍କୁ ଭାରତର ଏହି ଷ୍ଟାର ଖେଳାଳି କରିଥିଲେ ସାହାଯ୍ୟ, ଲାଗିଥିଲା ଏତେ ସମୟ..

ହରଭଜନ ସିଂ ଗୀତା ବସାରାଙ୍କ ସହ ୧୬ ଅକ୍ଟୋବର ୨୦୧୫ରେ ବିବାହ କଲେ ଆଉ ୨୭ ଜୁଲାଇ ୨୦୧୬ରେ ବାପା ବନିଲେ। ଗୀତା ଇଂଲଣ୍ଡର ହ୍ୟାମ୍ପସାୟାର ରେ ହିନାୟଙ୍କୁ ଜନ୍ମ ଦେଇଥିଲେ। ହରଭଜନଙ୍କର କ୍ରିକେଟ କ୍ୟାରିୟର ଭଳି ତାଙ୍କର ଲଭ ଷ୍ଟୋରୀ ବି ବହୁତ ରୋମାଂଚକ ଥିଲା। ଏକ ଶୋରେ ସେ କହିଲେ କି ତାଙ୍କର ଲଭ ଷ୍ଟୋରୀ ବହୁତ ରୋମାଂଚକ ଥିଲା ଆଉ ତାଙ୍କୁ ଗୀତାଙ୍କୁ ନିଜର ଗାର୍ଲଫ୍ରେଣ୍ଡ ବନେଇବାରେ ପ୍ରାୟ ୧୧ ରୁ ୧୨ ମାସ ଲାଗିଥିଲା ଯାହା ଭିତରେ ତାଙ୍କୁ ସାହାଯ୍ୟ କରିଥିଲେ ମହାନ କ୍ରିକେଟର ଯୁବରାଜ ସିଂ।

Google

ହରଭଜନ ନିଜର ଲଭ ଷ୍ଟୋରି ବାବଦରେ କହିଲେ କି ସେ ଇଂଲଣ୍ଡରେ ଥିଲେ ଆଉ ସେଠାରେ ସେ କାଉଁଟି କ୍ରିକେଟ ଖେଳୁଥିଲେ। ଯୁବରାଜ ତାଙ୍କ ପାଖକୁ ଛୁଟି ମନେଇବା ପାଇଁ ତାଙ୍କ ଫ୍ଲାଟ କୁ ଯାଉଥିଲେ। ଥରେ ସେ ଗୀତାଙ୍କୁ ଟିଭି ଶୋରେ ଦେଖିଥିଲେ। ସେ ୟୁବିଙ୍କୁ ପଚାରିଲେ କି ‘ଏ କିଏ’ ଆଉ କହିଲେ ଏହାଙ୍କର ବଲିଉଡ ସହ ଭଲ ସ-ମ୍ବ-ନ୍ଧ ଅଛି। ତ ଏହା ଶୁଣି ଯୁବରାଜ କହିଲେ କି ସେ ଜାଣି ପାରିବେ। ଭଜ୍ଜି ଗୀତା ବସାରାଙ୍କ ଉପରେ ଫିଲ୍ମ ହେଇଥିବା ଏକ ଗୀତ ” ବୋ ଅଜନବୀ” ଦେଖିଥିଲେ ଯାହା ଭିତରେ ସେ ଗୀତାଙ୍କୁ ନିଜ ହୃଦୟ ଦେଇ ବସିଲେ। ଦକ୍ଷିଣ ଆଫ୍ରିକାରେ ଟି ଟ୍ୱେଣ୍ଟି ସିରିଜ ଜିତିବା ପରେ ସେ ନିଜର ଜଣେ ସାଙ୍ଗଙ୍କ ପାଖରୁ ଗୀତାଙ୍କର ନମ୍ବର ଆଣିଲେ ଆଉ ତାଙ୍କୁ ଡେଟ ରେ ଡାକିଲେ। ଗୀତା ଚାରି ଦିନ ଯାଏ ତାଙ୍କ ମେସେଜର କିଛି ରିପ୍ଲାଏ ହିଁ ଦେଇନଥିଲେ।

ଗୀତାଙ୍କର ରିପ୍ଲାଇ ନ ଆସିବାରୁ ହରଭଜନ ଦୁଃଖୀ ହେଇଗଲେ ମାତ୍ର ପରେ ଗୀତା ତାଙ୍କୁ ଟି ଟ୍ୱେଣ୍ଟି ବିଶ୍ୱ କପରେ ବିଜୟ ଉପରେ ଶୁଭକାମନା ଦେଲେ। ଗୀତା ହରଭଜନଙ୍କୁ ନିଜର ସାଙ୍ଗ ଭାବିକି ମେସେଜ କଲେ ଆଉ ତା ପରେ ସେ ଗୀତାଙ୍କୁ କହିଲେ କି ତାଙ୍କୁ ଆଇପିଏଲର ଟିକେଟ ଦରକାର। ଏହା ଉପରେ ଭଜ୍ଜି ହଁ ଭରିଲେ ମାତ୍ର ଗୀତା ନିଜେ ନ ଆସି ତାଙ୍କ ଡ୍ରାଇଭର ଆଉ ତାଙ୍କ ଛୁଆଙ୍କୁ ପଠେଇ ଦେଲେ। ଏହାପରେ ଗୀତା ଭାବିଲେ କି ହରଭଜନ ଟିକେଟ ଦେଇଛନ୍ତି ତ ତାଙ୍କୁ ଥରେ ଭେଟିବା ଦରକାର ତେଣୁ ସେ ତାଙ୍କୁ ଡେଟ ପାଇଁ ପଚାରିଲେ ଆଉ ହରଭଜନ ହଁ ଭରିଲେ।

Google

ଗୀତା ବି ନିଜର ଏକ ଇଣ୍ଟରଭିଉ ଭିତରେ କହିଲେ କି ସେ ହରଭଜନଙ୍କ ସହ ମିଶି ତୁରନ୍ତ ସମ୍ପର୍କରେ ଆସିବାକୁ ଚାହାନ୍ତି ନାହିଁ କାରଣ ସେ ନିଜ ଫିଲ୍ମ କ୍ୟାରିଅର ଉପରେ ଫୋକସ କରିବାକୁ ଚାହୁଁଥିଲେ। ମାତ୍ର ହରଭଜନ ଆଉ ତାଙ୍କ ସାଙ୍ଗ ମାନଙ୍କ ଭିତରେ ବହୁତ କଥା ବାର୍ତ୍ତା ଚାଲୁଥିଲା। ଗୀତାଙ୍କର ସାଙ୍ଗ ମାନେ ବି ତାଙ୍କୁ ଉପଦେଶ ଦେଉଥିଲେ କି ହରଭଜନ ବହୁତ ଭଲ ଲୋକ ଅଟନ୍ତି ଆଉ ତାଙ୍କୁ ରିଲେସନଶିପରେ ଯିବା ଦରକାର। ଏହାପରେ ଗୀତା ବି ହରଭଜନଙ୍କ ସହ ୧୧-୧୨ ମାସପରେ ରିଲେସନଶିପରେ ଗଲେ ଆଉ ସାଙ୍ଗ ଗୀତା ତାଙ୍କର ଗାର୍ଲଫ୍ରେଣ୍ଡ ହେଇଗଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *