ପାହାଡ଼ ଉପରେ ପିଲାମାନଙ୍କ କ୍ରିକେଟ ଖେଳ, ବ୍ୟାଟ୍ସମ୍ୟାନ୍ ମାରିଥିଲେ ଆଶ୍ଚର୍ଯ୍ୟନକ ଛକା ଭିଡ଼ିଓ ଭାଇରଲ । ଶ୍ରେଷ୍ଠ ୫ ଭାଇରାଲ୍ ଭିଡିଓ ଦେଖନ୍ତୁ ।

ପାହାଡ଼ ଉପରେ ଖେଳୁଥିଲେ ପିଲାମାନେ। ବ୍ୟାଟ୍ସମ୍ୟାନ ଏତେ ଲମ୍ବା ଛକା ଦେଖି ଚକିତ ହୋଇଗଲେ ପୁର୍ବ ଭାରତୀୟ ଷ୍ଟାର ଖେଳାଳି।ଇଂସ୍ଟଗ୍ରାମରେ ପ୍ରତିଦିନ ବହୁତ ସାରା ଭିଡିଓ ଭାଇରାଲ ହେଉଛି ଯାହାକୁ ଲୋକ ବହୁତ ଆନ୍ତରିକତା ସହକାରେ ଦେଖୁଛନ୍ତି ଆଉ ଦେଖିକି ମଜା ବି ନେଉ ଛନ୍ତି। ଏହି ଭିଡିଓ ମାନଙ୍କୁ ବହୁତ ଦେଖା ତଥା ସେୟାର କରାଯାଉଛି। ଆଜି ବି ବହୁତ ସାରା ଭିଡିଓ ଟ୍ରେଣ୍ଡରେ ରହୁଛି। ଏହି ସମସ୍ତ ଭିଡିଓ ମାନଙ୍କୁ ଦେଖିକି ଆପଣ ବି ଖୁସିରେ ହସି ହସି ଗଡ଼ିଯିବେ। କେଉଁ ଭିଡିଓ ରେ ବ୍ୟାଟ୍ସମ୍ୟାନ ଏତେ ଲମ୍ବା ଛକା ମାରୁଚି କି ବଲ ଯାଇ ଆର ପାହାଡ଼ ଉପରେ ପଡୁଛି ତ ଆଉ କେଉଁ ଭିଡିଓରେ ସ୍ୱପ୍ନା ଚୌଧୁରୀଙ୍କର ଭିଡିଓ ଭାଇରାଲ ହେଉଛି। ଆଜି ବି ବହୁତ ଭିଡିଓ ଟ୍ରେଣ୍ଡରେ ଅଛି। ଏଠାରେ ଦେଖନ୍ତୁ ଇଂସ୍ଟଗ୍ରାମର କିଛି ଟ୍ରେଣ୍ଡିଙ୍ଗ ଭିଡିଓ।

୧: ବ୍ୟାଟ୍ସମ୍ୟାନ ଏତେ ଲମ୍ବା ଛକା ମାରିଲା କି ବଲ ଯାଇ ଆର ପାହାଡ଼ ଉପରେ ପଡ଼ିଲା:

କମେଣ୍ଟେଟର ତଥା ପୂର୍ବ ଭାରତୀୟ କ୍ରିକେଟର ଆକାଶ ଚୋପ୍ରା ଏକ ଭିଡିଓ ସେୟାର କରିଛନ୍ତି ଯାହା ଭିତରେ ପିଲାମାନେ ଏକ ପାହାଡ଼ ଉପରେ କ୍ରିକେଟ ଖେଳିବାର ନଜର ଆସୁଛନ୍ତି। ଏଠାରେ ବ୍ୟାଟିଂ କରୁଥିବା ଜଣେ ପିଲା ଏତେ ଲମ୍ବା ଛକା ମାରିଲା କି ବଲ ଯାଇ ଆର ପାହାଡ଼ ଉପରେ ପଡ଼ିଲା। ଏହି ଭିଡିଓକୁ ଏଯାଏ ୫ ଲକ୍ଷରୁ ଅଧିକ ଲୋକ ଦେଖି ସାରିଛନ୍ତି।

୨: ସ୍ୱପ୍ନା ଚୌଧୁରୀ ପୁଲ ପାଖରେ ଚାଲିଲେ ନାଗିନ ଭଳି:

ସୋସିଆଲ ମିଡିଆରେ ସ୍ୱପ୍ନା ଚୌଧୁରୀଙ୍କର ଗୀତ “ଚାଲେ ନାଗିନ ସି” ଉପରେ ତାଙ୍କର ଭିଡିଓ ବହୁତ ଭାଇରାଲ ହେଉଛି। ଏଥିରେ ସ୍ୱପ୍ନା ପୁଲ ପାଖରେ ଏକ ରିଲ ଭିଡିଓ ବନେଇଛନ୍ତି ଆଉ ସେଥିରେ ସେଥିରେ ସେ ପୁଲ ପାଖରେ ଚାଲୁଥିବାର ନଜର ଆସୁଛନ୍ତି। ଏହା ସହିତ ହି ସେ କ୍ୟାପ୍ସନରେ ଲେଖିଛନ୍ତି କି ” ଚାଲିବ ତ ରାଣୀଙ୍କ ଭଳି”।

୩: ସୋସିଆଲ ମିଡିଆ ଉପରେ ଷ୍ଟାର ସନା ଖାନ “କେୟାର ନେହି କରଦା” ଗୀତରେ ପର୍ଫୋର୍ମ:

ସୋସିଆଲ ମିଡିଆରେ ସାନା ଖାନଙ୍କୁ ଲୋକ ବହୁତ ପସନ୍ଦ କରନ୍ତି। ଏବେ ଏବେ ହିଁ ସାନା ଖାନ ନିଜର ରିଲ ଭିଡିଓରେ କେୟାର ନେହି କରଦା ଗୀତରେ ପ୍ରଦର୍ଶନ କରିବା ସହ ବହୁତ କ୍ୟୁଟ କ୍ୟୁଟ ଏକ୍ସପ୍ରେସନ ଦେଇଛନ୍ତି। ତାଙ୍କର ଏହି ଭିଡିଓ କୁ ଏଯାଏ ୪ ଲକ୍ଷରୁ ଅଧିକ ଲୋକ ଦେଖି ସାରିଛନ୍ତି।

୪: ବଲିଉଡ ଏକଟ୍ରେସ କଲେ କୁଲି ନମ୍ବର ୧ ଗୀତ ରେ ପର୍ଫୋର୍ମ:

ବଲିଉଡ ଅଭିନେତ୍ରୀ ୟୁବିକା ଚୌଧୁରୀ କରିସ୍ମା କପୁରଙ୍କର ସୁପର ହିତ ଗୀତ ” ହୁସନ ହେ ସୁହାନା” ଉପରେ ବହୁତ କ୍ୟୁଟ ପର୍ଫୋରମାନ୍ସ ଦେଲେ। ଏହି ଭିଡିଓ ଉପରେ ଏଯାଏ ୫୦ ହଜାରରୁ ଅଧିକ ଲାଇକ ହେଇସାରିଛି। ତାଙ୍କର ଏହି ସଙ୍ଗକୁ ଲୋକ ବହୁତ ଭଲ ପାଇବା ଦେଉଛନ୍ତି।

୫: ସୋସିଆଲ ମିଡିଆରେ ଏକ୍ସପ୍ରେସନ କ୍ୱିନ ହେଲା ଏହି ପିଲା:

ସୋସିଆଲ ମିଡିଆରେ ଶିବାଞ୍ଜଳି ପୋର୍ଜେ ନାମକ ଏହି ପିଲାକୁ ବହୁତ ପସନ୍ଦ କରା ଯାଅଉଛି। ସେ ଦର୍ଶନ ରାବଲଙ୍କର ଗୀତ “ତେରୀ ଆଖୋ କି” ରେ କ୍ୟୁଟ ଏକ୍ସପ୍ରେସନ ଦେଇଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published.