ସଲମାନ ଖାନ ସମସ୍ତଙ୍କ ହୃଦୟରେ ରାଜ୍ କରୁଛନ୍ତି।ସଲମାନଙ୍କୁ ବଲିଉଡରେ ସବୁ ନୂଆ କମର୍ସ ନିଜର ଗଡ଼ ଫାଦର ଠାରୁ କମ ଭାବନ୍ତି ନାହିଁ। ସଲମାନଙ୍କର ଚର୍ଚ୍ଚା ସବୁଠାରେ ହେଉଛି,ତାହା ସେ ତାଙ୍କର ଚଳଚ୍ଚିତ୍ରକୁ ନେଇ ହେଉ କିମ୍ବା ପୁଣି ତାଙ୍କର ବିବାହକୁ ନେଇ। ସଲମାନ ୫୪ ବର୍ଷର ହୋଇସାରିଲେଣି,କିନ୍ତୁ ସମସ୍ତଙ୍କୁ ତାଙ୍କର ବିବାହ ବିଷୟରେ ହିଁ ଜାଣିବାର ଅଛି କି ଏବେ ତ ସଲମାନଙ୍କୁ ବିବାହ ବନ୍ଧନରେ ବାନ୍ଧି ହୋଇସାରିବା କଥା । ଆଜି ଆମକୁ ସଲମାନଙ୍କ ବିବାହ ନ କରିବାର କାରଣ ଜଣା ପଡିସାରିଲାଣି। ଆସନ୍ତୁ ଜାଣିବା କି ବାସ୍ତବରେ କଣ ଅଟେ ସେହି କାରଣ..

ବହୁତ ହିରୋଇନଙ୍କ ସହ ରହିଛି ସମ୍ପର୍କ:-
ଏହି କଥା ନୁହେଁ କି ସଲମାନ ଖାନ କାହାକୁ ଭଲ ପାଉନଥିଲେ। ତାଙ୍କର ବି ଇଣ୍ଡଷ୍ଟ୍ରିର କେତେ ହିରୋଇନଙ୍କ ସହ ସମ୍ପର୍କରେ ରହିଛନ୍ତି,କିନ୍ତୁ ସଲମାନଙ୍କ କଥା ବିବାହ ପର୍ଯ୍ୟନ୍ତ ପହଁଞ୍ଚି ହିଁ ପାରିଲା ନାହିଁ। ସଲମାନ ଖାନ ନିଜର କୁଆଁରା ରହିବାର ରାଜ୍ କେବେ ଖୋଲିକରି କହିନାହାନ୍ତି।ସେହିପରି ଇଶାରା ଇଶାରାରେ କହି ସାରିଛନ୍ତି କି ସେ ଯାହାକୁ ଭଲ ପାଇଲେ ତାକୁ ବିବାହ କରିପାରିଲେନାହିଁ।
ସେ କେତେକ ଅଭିନେତ୍ରୀମାନଙ୍କ ଚଳଚ୍ଚିତ୍ରର ଦୁନିଆକୁ ଆଣିଛନ୍ତି ଏବଂ ତାଙ୍କର ସାହାଯ୍ୟ ବି କରିଛନ୍ତି। ଏପରି ଭାବେ ଜଡ଼ିତ ଥିବା କେତେ ଖବର ପ୍ରଚଳିତ ହେବାକୁ ଲାଗିଲା। ସୋସିଆଲ ମିଡିଆରୁ ଜଣା ପଡିଥାଏ କି ସଲମାନ ଖାନ ଯେଉଁଠି ଐଶ୍ୱର୍ଯ୍ୟା ରାୟ, ସଙ୍ଗୀତା ବିଜଲାନୀ,ସୋମି ଅଲୀ, କ୍ୟାଟ୍ରିନା କୈଫ,ଡେଜା ସାହ, ଜରିନ ଖାନ ଯେପରି ଅଭିନେତ୍ରୀମାନଙ୍କ ସହିତ ଜଡିତ ଥିଲେ।

ଏହା ଅଟେ ବିବାହ ନ କରିବାର କାରଣ:-
ଏକ ସମୟ ଥିଲା ଯେବେ ସଲମାନ ନିଜର ହୃଦୟ ଜୁହି ଚାୱଲାଙ୍କୁ ଦେଇ ଦେଇଥିଲେ ଏବଂ ତାଙ୍କ ସହ ବିବାହ କରିବାର ସ୍ୱପ୍ନ ବି ଦେଖୁଥିଲେ,ହେଲେ ଜୁହିଙ୍କର ବାପା ସଲମାନ ଆଣିଥିବା ସମ୍ପର୍କକୁ ମନା କରିଦେଇଥିଲେ। ଏହାପରେ ସଲମାନ ବିବାହ କରିବାକୁ ହିଁ ମନାକରିଦେଲେ ଏବଂ ଆଜି ଯାଏ ସେ ଏକାକି ସମୟ ଅଛନ୍ତି।

ଚଳଚ୍ଚିତ୍ର ରାଧେକୁ ଓଟିଟିରେ ରିଲିଜ କରିବାକୁ କଲେ ମନା:-
ସଲମାନ ଖାନଙ୍କ ଚଳଚ୍ଚିତ୍ର ‘ରାଧେ’କୁ କିଣିବା ପାଇଁ ଓଟିଟି ପ୍ଲାଟଫର୍ମର ତରଫରୁ ୨୫୦ କୋଟିର ଡିଲ ଅଫର ଆସିଥିଲା। ଯାହାହେଉ, ସଲମାନ ଖାନ ଏହି ଅଫରକୁ ପ୍ରତ୍ୟାଖାନ କରିଦେଇଥିଲେ। ଚଳଚ୍ଚିତ୍ରର ମେକରର୍ସ ଠିକ କରିଦେଇଥିଲେ କି ଚଳଚ୍ଚିତ୍ରକୁ କୌଣସି ପ୍ରକାରରେ ଓଟିଟିରେ ରିଲିଜ କରାଯିବ ନାହିଁ, ବରଂ ଏହା ସିଧା ସିନେମା ଘରକୁ ହିଁ ଯିବ। ମାନାଯାଉଅଛି କି ସଲମାନଙ୍କର ଏହି ଚଳଚ୍ଚିତ୍ର ରାଧେ ଇଦ ୨୦୨୧ରେ ରିଲିଜ କରାଯିବ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।