ATM ରୁ ଚିରା କିମ୍ବା ଫଟା ନୋଟ ବାହାରୁଛି କି? ଏମିତି ବଦଳାଇପାରିବେ ନୋଟ, ନିଶ୍ଚିତ ଜାଣନ୍ତୁ

ଏଟିଏମ କାର୍ଡରେ ଟଙ୍କା କାଢ଼ିଲା ସମୟରେ ଚିରା ନୋଟ ବାହାରୁଛି କି? ବ୍ୟସ୍ତ ନହୋଇ ଜାଣନ୍ତୁ କଣ କରିବେ। ଆଜି ଆମେ ଏହି ବିଷୟରେ କହିବୁ ଯେ ଏଟିଏମରୁ ଚିରା ଫଟା ନୋଟ ବାହାରିଲେ କଣ କରିବେ।

Google

ଏହି ଚିରା କିମ୍ବା ଫଟା ନୋଟ ବଜାରରେ ପ୍ରଚଳିତ ହେବନି। ଏହାକୁ ଆପଣ ବଦଳାଇ ନୂଆ ନୋଟ ଆଣିବାରେ ସକ୍ଷମପର ହୋଇପାରିବେ। ଏଥି ନିମନ୍ତେ ଆପଣଂକୁ ଏକ କାର୍ଯ୍ୟ କରିବାକୁ ହେବ।

ଏଟିଏମରୁ ଚିରା ନୋଟ ବାହାରିବା ସାଧାରଣ କଥା ଅଟେ। ମାତ୍ର ଏହା ବହୁତ ଜରୁରୀ ବି ଅଟେ। ରିଜର୍ଭ ବ୍ୟାଙ୍କ ଏହାକୁ ନେଇ ନୂଆ ବ୍ୟବସ୍ଥା ତୟାର କରିଛି। ଜାଣନ୍ତୁ ଏହା କଣ ଅଟେ ଏବଂ ଆପଣ କେମିତି ଫାଇଦା ପାଇବେ।

ଯଦି ଏଟିଏମରୁ ଚିରା କିମ୍ବା ଫାଟି ଯାଇଥିବା ନୋଟ ବାହାରେ ତେବେ ଆପଣ ସେହି ବ୍ୟାଙ୍କରେ ଯାଇ ଯୋଗାଯୋଗ କରନ୍ତୁ। ଆପଣଂକୁ ବ୍ୟାଙ୍କ ଏକ ଫର୍ମ ଦେବ ଯାହାକୁ ଆପଣଂକୁ ପୂର୍ଣ କରିବା ପାଇଁ ହେବ। ଯେଉଁଥିରେ ଆପଣ ଏହା ଲେଖିବେ କି କେତେ ଟଙ୍କା ଉଠାଇଥିଲେ ଏବଂ ସମୟ କେତେ ଥିଲା। ଯଦି ଏଟିଏମର ସ୍ଲିପ ଥିବ ତାହାକୁ ନିଶ୍ଚିତ ଯୋଡନ୍ତୁ। ଯଦି ସ୍ଲିପ ଆପଣଙ୍କ ନିକଟରେ ଉପଲବ୍ଧ ନାହିଁ ତେବେ ମୋବାଇଲକୁ ଆସିଥିବା ମେସେଜ ବିଷୟରେ ତଥ୍ୟ ନିଶ୍ଚିତ ଭାବେ ଦେବାକୁ ହେବ।

Google

ଏହି ଫର୍ମ ଆପଣ ପୂର୍ଣ୍ଣ କରି ଦେଲେ, ବ୍ୟାଙ୍କ କର୍ତ୍ତୃପକ୍ଷ ଆପଣଙ୍କ ଡିଟେଲସ ଯାଞ୍ଚ କରିବେ। ଯଦି ସବୁକିଛି ସଠିକ ରୂପେ ଥିବ ତେବେ ଆପଣ ବ୍ୟାଙ୍କ ତରଫରୁ ନୂଆ ନୋଟ ପାଇବେ।

ଆରବିଆଇର ଏକଚେଞ୍ଜ କରେଂସି ନିୟମ ୨୦୧୭ ଅନୁସାରେ ଯଦି ଏଟିଏମରୁ ଚିରା ନୋଟ ବାହାରେ ତେବେ ଏହା ନିମନ୍ତେ ବ୍ୟାଙ୍କ ଦାୟୀ ଅଟେ। ଯଦି କୌଣସି ବ୍ୟାଙ୍କ ଏହାକୁ ନେଇ ଆପଣଂକୁ ଲମ୍ବା ସମୟ ଧରି ଅପେକ୍ଷା କରାଏ କିମ୍ବା ନୋଟ ନ ବଦଳାଇ ତେବେ ଆପଣ ଥାନାରେ ଏହାର କମ୍ପେନ ଦାଖଲ କରିପାରିବେ। ଆରବିଆଇ ମୁତାବକ ଏମିତି କରୁଥିବା ବ୍ୟାଙ୍କ ଉପରେ ୧୦,୦୦୦ର ଜୋରିମାନା ଲାଗିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *