ଏହି ମୁସଲମାନ ଦେଶରେ କେବଳ ପୁରୁଷ ହିଁ ନାହିଁ ବରଂ ମହିଳାମାନେ ମଧ୍ୟ ରଖନ୍ତି ଏକରୁ ଅଧିକ ସମ୍ୱନ୍ଧ । ଜାଣନ୍ତୁ ସମ୍ପୂର୍ଣ…

ମୁସଲିମ ସମ୍ପ୍ରଦାୟରେ ପ୍ରାୟ ଏହା ଦେଖା ଯାଏକି ପୁରୁଷ ଗୋଟିଏରୁ ଅଧିକ ସ୍ତ୍ରୀଙ୍କ ସହ ବିବାହ କରିପାରିବେ। ଏହି ସମ୍ପ୍ରଦାୟରେ ଅଧିକତମ ମହିଳା ବୁର୍ଖା ପିନ୍ଧନ୍ତି ଓ ଅଧିକ ବିନ୍ଦାସ ହୋଇନଥାନ୍ତି କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ଜାଗା ବିଷୟରେ କହିବାକୁ ଯାଉଛୁ ଯେଉଁଠି ମୁସଲିମ ସମ୍ପ୍ରଦାୟର ମହିଳାମାନେ ଅଧିକ ବିନ୍ଦାସ ହୋଇଥାନ୍ତି। ଏତିକି ହିଁ ନୁହେଁ ବିବାହ ପରେ ଯଦି ତାଙ୍କୁ ପର ପୁରୁଷ ପସନ୍ଦ ଆସିଯାଆନ୍ତି ତେବେ ସେ ପ୍ରଥମକୁ ଛାଡି ଦ୍ୱିତୀୟ ସହ ରହିବାକୁ ଚାଲିଯାଆନ୍ତି।

Google

ଆମେ ଏଠାରେ ଯେଉଁ ଅଞ୍ଚଳ ବିଷୟରେ କଥା ହେଉଛୁ ତାହା ପାକିସ୍ତାନରେ ଆଫଗାନିସ୍ତାନ ବର୍ଡର ଠାରୁ ଛାଡିଯାଇଥିବା ଏକ ଅଞ୍ଚଳ ଅଟେ। ଏଠାକାର ମୁସଲମାନ ମହିଳାମାନେ କଲାସା ସମ୍ପ୍ରଦାୟର ହୋଇଥାନ୍ତି। ସେମାନେ ସାଧାରଣ ମୁସଲମାନ ମହିଳାଙ୍କ ତୁଳନାରେ ଅଧିକ ବିନ୍ଦାସ ହୋଇଥାନ୍ତି। ଏହି ମହିଳାମାନଙ୍କୁ ବିବାହ ପରେ ମଧ୍ୟ ଦ୍ୱିତୀୟ ପୁରୁଷଙ୍କ ସହ ସମ୍ବନ୍ଧ ରଖିବାର ଅନୁମତି ଅଛି।

ଏଠାକାର ମହିଳାମାନେ ଦେଖିବା ପାଇଁ ବହୁତ ସୁନ୍ଦର ହୋଇଥାନ୍ତି। ଏମାନେ କଳା ବୁର୍ଖା ବଦଳରେ ରଙ୍ଗିନ କପଡା ପିନ୍ଧନ୍ତି। ଏମାନେ ନିଜର ସମସ୍ତ ନିଷ୍ପତ୍ତି ମଧ୍ୟ ନିଜେ ନେଇଥାନ୍ତି। ଏପରିକି ବିବାହ ମଧ୍ୟ ନିଜ ଇଚ୍ଛାରେ କରିଥାନ୍ତି।

Google

ଏମାନେ ଯେଉଁ ଅଞ୍ଚଳରେ ରୁହନ୍ତି ସେଠାକାର ଜନସଂଖ୍ୟା ବହୁତ କମ ଅଟେ। ପାଖାପାଖି ସାଢ଼େ ଚାରି ହଜାର ଲୋକସଂଖ୍ୟା ଥିବା ଏହି ଅଞ୍ଚଳ ନିଜର ଅଜବ ପରମ୍ପରାକୁ ନେଇ ପ୍ରସିଦ୍ଧ ଅଟେ। ଏହି ମହିଳାମାନଙ୍କୁ ଯେବେବି ପର ପୁରୁଷ ପସନ୍ଦ ଆସିଯାଏ ତେବେ ସେମାନେ ନିଜ ବିବାହକୁ ଭାଙ୍ଗି ଅନ୍ୟ ସହ ସମ୍ବନ୍ଧ ତିଆରି କରିଥାନ୍ତି।

ଏଠାରେ ଯେବେବି କୌଣସି ପର୍ବପର୍ବାଣି ହୁଏ ତେବେ ପୁରୁଷ ଓ ମହିଳା ଏକା ସାଙ୍ଗରେ ମିଶି ମଦ ପିଅନ୍ତି।ଆଫଗାନ-ପାକିସ୍ତାନ ବର୍ଡର ହେବା କାରଣରୁ ଏମାନେ ନିଜ ପାଖରେ ଅସ୍ତ୍ରଶସ୍ତ୍ର ଓ ବନ୍ଧୁକ ରଖିଥାନ୍ତି।

Google

ଏଠାକାର ମହିଳାମାନେ କାମ କରିବାକୁ ବାହାରକୁ ମଧ୍ୟ ଯାଆନ୍ତି। ଏମାନେ ମୁଣି ଓ ରଙ୍ଗିନ ମାଳା ତିଆରି କରିବାର କାମ କରନ୍ତି। ମେଣ୍ଢା,ଛେଳିମାନଙ୍କୁ ଚରେଇବା ପାଇଁ ପାହାଡ଼ ଉପରକୁ ମଧ୍ୟ ଚାଲିଯାଆନ୍ତି। ଏମାନଙ୍କର ରୂପଶର୍ଯ୍ୟାରେ ମଧ୍ୟ ଅଧିକ ଆଗ୍ରହ ଥାଏ। ଏମାନଙ୍କ ମୁଣ୍ଡରେ ଏକ ବିଶେଷ ରଙ୍ଗର ଟୋପି ଓ ଗଳାରେ ରଙ୍ଗିନ ମାଳା ଦେଖାଯାଏ।

ଏଠାରେ ଯେବେବି କାହାର ମୃତ୍ୟୁ ହୁଏ ତେବେ କାନ୍ଦିବା ବଦଳରେ ଖୁସି ମନାଯାଏ। କ୍ରିୟାକର୍ମ ସମୟରେ ଏଠାରେ ଲୋକ ନାଚଗୀତ କରନ୍ତି। ତାଙ୍କର କହିବା କଥା କି ମରିଥିବା ଲୋକ ଉପରବାଲାର ଇଚ୍ଛାରେ ଏହି ଦୁନିଆକୁ ଆସିଥାଏ ଓ ତାଙ୍କରି ହିଁ ଇଚ୍ଛାରେ ଚାଲିଯାଇଛି।

Google

ଏତେ ସ୍ୱାଧିନତା ଦେବା ସତ୍ତ୍ୱେ ଯେବେବି ମହିଳାମାନଙ୍କର ପିରିୟଡ଼ସ୍ ହୁଏ ତେବେ ତାଙ୍କୁ ଘର ଠାରୁ ବାହାରେ ରଖାଯାଏ। ମାନ୍ୟତା ଅଛି କି ମହିଳାମାନେ ଯଦି ପିରିୟଡ଼ସରେ ଘରେ ରହିବେ ତେବେ ଭଗବାନ ଅସନ୍ତୁଷ୍ଟ ହୋଇଯିବେ ଓ ବନ୍ୟା କିମ୍ବା ଅକାଳ ଭଳି ସ୍ଥିତି ଉତ୍ପନ ହୋଇଯିବ।

କହିଦେଉଛୁ କି କଲାସା ସମ୍ପ୍ରଦାୟ ଖଇବର-ପଖତୁନଖୱା ପ୍ରାନ୍ତରେ ଚିତ୍ରାଳୟ ଘାଟିର ବାମ୍ଭୁରାତେ,ବିରିର ଓ ରାମ୍ବୁର ଅଞ୍ଚଳରେ ପଡିଥାଏ। ଏଠାକାର ଲୋକ ମାଟି, କାଠ ଓ କାଦୁଅରେ ତିଆରି ଛୋଟ ଛୋଟ ଘରେ ବସବାସ କରନ୍ତି।

Google

୨୦୧୮ ରେ ଯେବେ ପାକିସ୍ତାନର ଜନଗଣନା ହୋଇଥିଲା,ସେତେବେଳେ କଳାସା ଜନଜାତିକୁ ଏକ ଅଲଗା ସମୁଦାୟ ମନାଯାଇଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *