WTC ଫାଇନାଲ: ନିଲ ୱାଗନରଙ୍କୁ ସାମ୍ନା କରିବା ପାଇଁ ଇଣ୍ଡିଆ ଟିମରେ ସାମିଲ ହେଲେ ଖତରନାକ ବୋଲର। ପଢନ୍ତୁ ସମ୍ପୂର୍ଣ୍ଣ ଖବର।

ବିଶ୍ୱ ଟେଷ୍ଟ ଚମ୍ପିୟାନସିପର ଫାଇନାଲକୁ ଆଉ ଏକ ମାତ୍ର ଏକ ମାସ ବାକି ରହିଛି। ସାଉଥଆମ୍ପଟନ ଗ୍ରାଉଣ୍ଡରେ ୧୮ ଜୁନକୁ ନ୍ୟୁଜଲ୍ୟାଣ୍ଡ ଓ ଭାରତ ଟେଷ୍ଟର ପ୍ରଥମ ଚମ୍ପିୟାନ ହେବାକୁ ଓହ୍ଲାଇବେ। ନ୍ୟୁଜଲ୍ୟାଣ୍ଡ ସହ ମ୍ୟାଚ ଏତେ ସହଜ ହେବ ନାହିଁ କାରଣ ଇଂଲଣ୍ଡ ଗ୍ରାଉଣ୍ଡରେ ନ୍ୟୁଜଲ୍ୟାଣ୍ଡର ବୋଲିଙ୍ଗ ଆଟାକ ବହୁତ ଶକ୍ତ ହେବ। ଖାସକରି ନ୍ୟୁଜଲ୍ୟାଣ୍ଡର ବାମହାତୀ ପ୍ରେସର ନିଲ ୱାଗନରଙ୍କ ବିରୁଦ୍ଧରେ। ଯିଏକି ନିଜର ଗତି ସହ ଭୟାନକ ବାଉଁଶର ପାଇଁ ଲୋକପ୍ରିୟ। ଏହାର କୌଣସି ସନ୍ଦେହ ନାହିଁକି ଷ୍ଟିବ ସ୍ମିଥଙ୍କୁ ଅସୁବିଧାରେ ପକାଇଥିବା ଏହି ବୋଲର ରୋହିତ ଓ କୋହଲିଙ୍କୁ ମଧ୍ୟ ଅସୁବିଧାରେ ପକାଇପାରେ। ଟିମ ଇଣ୍ଡିଆ ନିଲଙ୍କ ବଲକୁ ସାମ୍ନା କରିବା ପାଇଁ ଏକ ଏପରି ବୋଲରଙ୍କୁ ବାଛିଛି ଯିଏକି ଇଣ୍ଡିଆ ବ୍ୟାଟ୍ସମ୍ୟାନଙ୍କୁ ନେଟରେ ଭଲ ପ୍ରାକ୍ଟିସ କରାଇ ପାରିବ।

Google

ଆମେ ଯାହାଙ୍କ କଥା କହୁଛୁ ସେ ହେଉଛନ୍ତି ଗୁଜୁରାଟର ବାମହାତୀ ପ୍ରେସର ବୋଲର ଅରଜନ ନଗବସୱାଲା।ଯିଏକି ଇଣ୍ଡିଆ ସହ ଇଂଲଣ୍ଡ ଯିବେ। ତାଙ୍କୁ ଷ୍ଟାଣ୍ଡ ବାଏ ଖେଳାଳି ରୂପେ ଚୟନ କରାଯାଇଛି। ସେ ନେଟରେ କୋହଲି ଓ ରୋହିତଙ୍କୁ ଅଶୁବିଧାରେ ପକାଇବାକୁ ବୋଲିଙ୍ଗ କରିବେ ଯାହା ଦ୍ୱାରା ଯେପରି ଇଣ୍ଡିଆ ବ୍ୟାଟ୍ସମ୍ୟାନ ନ୍ୟୁଜଲ୍ୟାଣ୍ଡର ବୋଲରଙ୍କ ଏହି ଅସୁବିଧାର ସାମ୍ନା କରିପାରିବେ।

ନଗବସୱାଲା କିପରି କରାଇବେ ବିରାଟ ଓ ରୋହିତଙ୍କୁ ପ୍ରସ୍ତୁତ:

କହିରଖିବୁ ନଗବସୱାଲାମଧ୍ୟ ନିଲ ୱାଗନରଙ୍କ ପରି ବାମହାତୀ ପ୍ରେସର ବୋଲର ଅଟନ୍ତି ଓ ବାଉଁସର ମାରିବାରେ ବି ମାହୀର। ଯଦି ନଗବସୱାଲା ନେଟରେ ୱାଗନରଙ୍କ ଲାଇନରେ ବଲ ଅଭ୍ୟାସ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ କରାଇବେ ତେବେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ବହୁତ ଫାଇଦା ହେବ। ନିଜେ ଅରଜନ ଏହି କଥା କହିବାର ନଜର ଆସିଛନ୍ତି। ସେ ଇନସାଇଡ ସ୍ପୋର୍ଟକୁ କହିଛନ୍ତି,”ମୁଁ ଏକ ପ୍ଲାନରେ ବୋଲିଙ୍ଗ କରିବାକୁ ପସନ୍ଦ କରିଥାଏ ଯାହା ଦ୍ୱାରା ବ୍ୟାଟ୍ସମ୍ୟାନ ଯେପରି ସେହି ପ୍ଲାନରେ ଫସୁ। ଟିମ ଇଣ୍ଡିଆର ବ୍ୟାଟ୍ସମ୍ୟାନଙ୍କ ସହ ମଧ୍ୟ ମୁଁ ନେଟରେ ଏପରି କରିବି। ମୁଁ ତାଙ୍କ ପାଇଁ ଅସୁବିଧା ସୃଷ୍ଟି କରିବି ଯାହା ଦ୍ୱାରା ସେମାନେ ସବୁ ପରିସ୍ଥିତି ପାଇଁ ଯେପରି ତୟାର ରହିବେ”। କହିରଖିବୁ ଅରଜନ ବାଉଁଶର ସହିତ ଭଲ ଇନ ସୁଇଙ୍ଗ ବି କରିଥାନ୍ତି।

Google
ନିଲ ୱାଗନର କଣ ପାଇଁ ଅଟନ୍ତି ଭାରତ ପାଇଁ ବିପଦ:

ନିଲ ୱାଗନର ପୂର୍ଵ ୨-୩ ବର୍ଷରେ ନିଜ ପ୍ରଦର୍ଶନରେ ବହୁତ ସୁଧାର ଆଣିଛନ୍ତି। ନିଜ ଆକ୍ରାମକ ବୋଲିଙ୍ଗ ଦ୍ଵାରା ସେ ଅନେକ ବ୍ୟାଟ୍ସମ୍ୟାନଙ୍କୁ ଅସୁବିଧାରେ ପକାଇଛନ୍ତି। ୩୫ ବର୍ଷୀୟ ଏହି ପ୍ରେସର ବୋଲର ୫୧ ଟେଷ୍ଟରେ ୨୧୯ ୱିକେଟ ନେଇସାରିବାର ନଜର ଆସିଛନ୍ତି। ୱାଗନରଙ୍କ ରେକର୍ଡ ସବୁ ମଝବୁତ ଟିମ ସାମ୍ନାରେ ସୁନ୍ଦର ଅଟେ। ଅଷ୍ଟ୍ରେଲିଆ ବିରୁଦ୍ଧରେ ସେ ୪ ଟି ମ୍ୟାଚରେ ୨୪ ଟି ୱିକେଟ ଅକ୍ତିଆର କରିବାର ନଜର ଆସିଥିଲେ। ଇଂଲଣ୍ଡ ବିରୁଦ୍ଧରେ ୯ ମ୍ୟାଚରେ ୩୭ ୱିକେଟ ଅକ୍ତିଆର କରିଥିଲେ। ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ୬ ମ୍ୟାଚରେ ୨୨ ୱିକେଟ ଅକ୍ତିଆର କରିଛନ୍ତି। ଏହା ସହ ଭାରତ ବିରୁଦ୍ଧରେ ସେ ୫ ଟି ମ୍ୟାଚରେ ୧୮ ୱିକେଟ ଅକ୍ତିଆର କରିଛନ୍ତି। ସେଥିପାଇଁ ଏହା ପକ୍କାକି ସେ ବିଶ୍ୱଟେଷ୍ଟ ଚମ୍ପିୟାନସିପରେ ଭାରତ ପାଇଁ ଅସୁବିଧା ସୃଷ୍ଟି କରିପାରନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *