ଆସିଲା ବଡ଼ ଖବର: ଟିମ ଇଣ୍ଡିଆ ପାଇଁ ବଢ଼ିଲା ଟେନସନ! ଇଂଲଣ୍ଡ ଦଳରେ ସାମିଲ ହେଲେ କୋହଲିଙ୍କ ଶତ୍ରୁ

କହିରଖୁଚୁ ଭାରତ ଏବଂ ଇଂଲଣ୍ଡ ଭିତରେ ହୋଇଥିଲେ ପ୍ରଥମ ଟେଷ୍ଟ ଡ୍ର ରହିବା ପରେ ଏବେ ଦ୍ୱିତୀୟ ଟେଷ୍ଟରେ ପ୍ରାୟ ସବୁ ଖେଳାଳିଙ୍କ ନଜର। ୧୨ ତାରିଖରେ ଆରମ୍ଭ ହେବ ୨ୟ ଟେଷ୍ଟ। ଏଥିମଧ୍ୟରେ ଇଂଲଣ୍ଡ ଦଳରେ ସାମିଲ ହେଲେ ସୁନ୍ଦର ଅଲରାଉଣ୍ଡର ମୋଇନ ଅଲ୍ଲୀ। ଯିଏକି ଟିମ ଇଣ୍ଡିଆର ବ୍ୟାଟ୍ସମାନଙ୍କୁ ଅସୁବିଧାରେ ପକାଇପାରନ୍ତି।

Google

ଅଫ ସ୍ପିନର ସହିତ ବାମହାତୀ ବ୍ୟାଟ୍ସମାନ ମୋଇନ ଅଲ୍ଲିଙ୍କୁ ୨ୟ ଟେଷ୍ଟ ପୂର୍ବରୁ ଇଂଲଣ୍ଡ ନିଜ ଦଳରେ ସାମିଲ କରିନେଇଛି। ୮ ଥର ମୋଇନ ଅଲ୍ଲୀ କୋହଲିଙ୍କୁ ଆଉଟ କରିଛନ୍ତି ବୋଲି ଜଣା ଯାଇଛି। ପୁର୍ବ ଥର ଖେଳା ଯାଇଥିବା ଟେଷ୍ଟରେ ମୋଇନ କୋହଲିଙ୍କୁ ନିଜ ଜାଲରେ ଫସାଇଥିଲେ। ଏହା ଜଣା ଯାଉଛି କି ଅସୁବିଧାରେ ପକାଇପାରନ୍ତି ସେଥିପାଇଁ ଭାରତୀୟ ଦଳକୁ ଭଲ ଭାବରେ ଖେଳିବାକୁ ହେବ।

ଆଦିଲ ରସିଦ ୯ଥର କୋହଲିଙ୍କୁ ଆଉଟ କରିଛନ୍ତି। ସେହିପରି ଗ୍ରେମ ସ୍ଵନ ୮,ମୋଇନ ଅଲ୍ଲୀ ୮ , ଆଡାମ ଜାମ୍ପା ୭ ଏବଂ ନାଥନ ଲାୟନ ୭ ଥର ଆଉଟ କରିଛନ୍ତି।

Google

ଏହି ଅଫ ସ୍ପିନର ମୋଇନ ଅଲ୍ଲୀ ନିଜର ସୁନ୍ଦର ବୋଲିଂ ସହିତ ବାମହାତୀ ବ୍ୟାଟିଂ ପାଇଁ ବି ଜଣା ଯାଆନ୍ତି। ସେ ଆଇପିଏଲରେ ରୟାଲ ଚାଲେଞ୍ଜରସ ବାଙ୍ଗାଲୋର ପକ୍ଷରୁ ଆଗରୁ ଖେଳୁଥିଲେ ଆଉ ଏବେ ଚେନ୍ନାଇ ସୁପର କିଙ୍ଗସ ଦଳରେ ସାମିଲ ଅଛନ୍ତି। ସେ ୨୦୨୧ ଆଇପିଏଲରେ ଚେନ୍ନାଇ ଦଳ ପାଇଁ ଭଲ ଆରମ୍ଭ ଦେବାରେ ସାହାଯ୍ୟ କରିଥିଲେ। ଏବେ ୨ୟ ଟେଷ୍ଟ ପୂର୍ବରୁ ତାଙ୍କୁ ଦଳରେ ସାମିଲ କରିଦିଆଯାଇଛି ବୋଲି ଜଣା ଯାଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *