IPL ୨୦୨୧:ଦିଲ୍ଲୀର ଏହି ଦୁଇ ଖେଳାଳି ପ୍ରଥମ ମ୍ୟାଚରୁ ହେଲେ ବାହାର,ମୁମ୍ବାଇ ଓ ଚେନ୍ନାଇକୁ ବି ଲାଗିଲା ଝଟକା । ପଢନ୍ତୁ ସମ୍ପୂର୍ଣ୍ଣ ଖବର।

ଆଇପିଏଲର ୧୪ ତମ ସଂସ୍କରଣର ଆରମ୍ଭ ହେବାରେ ଆଉ କିଛି ଦିନ ରହିଲା। ଆଇପିଏଲର ଆରମ୍ଭ ୯ ଏପ୍ରିଲରୁ ହେବ। ଏହା ପୂର୍ବରୁ ୩ ଟି ଟିମକୁ ଝଟକା ଲାଗିଛି। ୫ ଥର ଚମ୍ପିୟାନ ମୁମ୍ବାଇ,ତିନିଥର ଚମ୍ପିୟାନ ସିଏସକେ ଓ ପୂର୍ଵ ବର୍ଷ ଫାଇନାଲ ମ୍ୟାଚ ଖେଳିଥିବା ଦିଲ୍ଲୀ ନିଜର ମୁଖ୍ୟ ଖେଳାଳିଙ୍କ ବିନା ପ୍ରଥମ ମ୍ୟାଚରେ ଓହ୍ଲାଇବ। ଦିଲ୍ଲୀ ପାଇଁ ଆହୁରି ଦୁଃଖ ଖବର। ପ୍ରଥମ ମ୍ୟାଚରେ ଦୁଇ ମୁଖ୍ୟ ଖେଳାଳି ଖେଳିବେ ନାହିଁ।

Google

କସିଗୋ ରବାଡ଼ା,ନୋଖିଆ,କ୍ୱିଣ୍ଟନ ଡି କକ,ଲୁଙ୍ଗି ଏନଗିଡି,ଡେଭିଡ ମିଲର ଆଇପିଏଲର ପ୍ରଥମ ମ୍ୟାଚ ଖେଳିବେ ନାହିଁ। ଏହି ଚାରି ଖେଳାଳି ପାକିସ୍ତାନ ବିରୁଦ୍ଧରେ ପ୍ରଥମ ଦିନିକିଆ ମ୍ୟାଚରେ ସାଉଥ ଆଫ୍ରିକା ଟିମର ଭାଗ ଅଟନ୍ତି। ଏହି ପରିପ୍ରେକ୍ଷୀରେ ଖେଳାଳି ଡେରିରେ ଆସିବେ ଓ କ୍ୱାରେଣ୍ଟିନରେ ଏକ ସପ୍ତାହ ରହି ପରେ ମ୍ୟାଚ ଖେଳିବେ।ପାକିସ୍ତାନ ବିପକ୍ଷ ଦିନିକିଆ ସିରିଜ ମ୍ୟାଚ ୨ ଏପ୍ରିଲରୁ ଆରମ୍ଭ ହୋଇ ୭ ଏପ୍ରିଲ ପର୍ଯ୍ୟନ୍ତ ଚାଲିବ।

Google

ସାଉଥ ଆଫ୍ରିକା ଖେଳାଳିଙ୍କ ପାଇଁ ଚାଟାର୍ଡ ବିମାନ ପଠେଇବ ଟିମ: ଆପଣଙ୍କୁ କହିଦେବୁ କି ଆଇପିଏଲରେ ବବଲରୁ ବବଲକୁ ଆସିବା ପାଇଁ କ୍ୱାରେଣ୍ଟିନର ପ୍ରବଂଧନା ନାହିଁ। ହେଲେ ଏହା ପାଇଁ ଟିମକୁ ନିଜ ଖେଳାଳିଙ୍କ ପାଇଁ ଚାଟାର୍ଡ ବିମାନର ତୟାରୀ କରିବାକୁ ହେବ। ଯଦି ଏମିତି ନହେଲା ତ ଖେଳାଳି କମରୁ କମ ୨ ମ୍ୟାଚ ଖେଳିପାରିବେ ନାହିଁ। ସିଏସକେ କହିଦେଇଛି କି ତାଙ୍କର ଦ୍ରୁତ ବୋଲର ପ୍ରଥମ ମ୍ୟାଚରେ ଅନୁପସ୍ଥିତ ରହିବେ। ଏହା ମାନେ ଚେନ୍ନାଇ ଚାଟାର୍ଡ ଫ୍ଲାଇଟ ପଠେଇବ ନାହିଁ। ଲୁଙ୍ଗି ୭ ଦିନ କ୍ୱାରେଣ୍ଟିନରେ ରହିବା ପରେ ମ୍ୟାଚ ଖେଳିବେ। ଏଥିରେ ଦିଲ୍ଲୀ କ୍ୟାପିଟାଲସକୁ ଅଧିକ ଝଟକା ଲାଗିବ କାହିଁକିନା ଦଳର ମୁଖ୍ୟ ବୋଲର ନୋଖିଆ ଓ ରବାଡ଼ା ପୂର୍ବ ବର୍ଷ ଭଲ ବୋଲିଂ କରିଥିଲେ। ଯଦି ଏହି ଖେଳାଳି ଦୁଇ ଦୁଇ ମ୍ୟାଚ ଖେଳିବେ ନାହିଁ ତେବେ ଟିମକୁ ଝଟକା ଲାଗିପାରେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *