ଭାରତ ଆଉ ଇଂଲଣ୍ଡ ଭିତରେ ହେବାକୁ ଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଟି ଟ୍ୱେଣ୍ଟି ସିରିଜର ଆରମ୍ଭ ୧୨ ମାର୍ଚ୍ଚ ଠାରୁ ହେବାକୁ ଯାଉଛି। ଏଥିରେ ପୁଣି ଥରେ ଭାରତର ଭଲ ପ୍ରଦର୍ଶନ ର ଆଶା ଅଛି ଆଉ ଏମିତି ବି ଇଂଲଣ୍ଡ କୁ ୩-୧ ରେ ହରେଇବା ପରେ ଟି ଟ୍ୱେଣ୍ଟି ସିରିଜରେ ତାଙ୍କୁ ହରେଇବା ଭାରତ ପାଇଁ ଏତେ ସହଜ ହେବନାହିଁ। କାରଣ ଇଂଲଣ୍ଡ ଟିମ ସବୁଠୁ ଛୋଟ ଫର୍ମାଟରେ ବହୁତ ଶକ୍ତିଶାଳୀ ଅଛି ଆଉ ସେମାନଙ୍କୁ ହରେଇବା ପାଇଁ ଭାରତକୁ ବହୁତ ଭଲ ଟିମର ଚୟନ କରିବାକୁ ପଡିବ। ଏମିତି ବି ଇଂଲଣ୍ଡ ବିପକ୍ଷରେ ଭାରତୀୟ ଟିମରେ ଏକ ସେ ବଢକର ଏକ ଷ୍ଟାର ଖେଳାଳି ସାମିଲ ଅଛନ୍ତି। ଏପରି ସମୟରେ ଭାରତ ପାଇଁ ଏକ ପ୍ରଶ୍ନ ଏହା ଉଠେ କି ଟିମର ପ୍ଲେଇଁ ଇଲେଭେନରେ ଆଉ କିଏ ଖେଳିବ। ଆପଣଙ୍କୁ କହି ରଖୁଛୁ କି ଋଷଭ ପନ୍ତଙ୍କର ପ୍ଲେଇଁ ଇଲେଭେନରେ ଖେଳି ପାରିବା ମୁସ୍କିଲ ଅଟେ। ଆପଣଙ୍କୁ କହିରଖୁଛୁ କିପରି।

ଟିମ ଇଣ୍ଡିଆ ଇଶାନ କିଶନ, କେ ଏଲ ରାହୁଲ ଆଉ ଋଷଭ ପନ୍ତ ଭଳି ତିନି ଜଣ ୱିକେଟ କିପର ବାଛିଛନ୍ତି। ଏମିତି ସମୟରେ ଇଶାନ କିଷାନ ପ୍ରଥମ ଥର ପାଇଁ ଟିମରେ ଖେଳୁଛନ୍ତି ତ ତାଙ୍କର ପ୍ରଥମ ମ୍ୟାଚରେ ଖେଳିବା ମୁସ୍କିଲ ଅଟେ। ତେଣୁ ୱିକେଟ କିପର ବ୍ୟାଟ୍ସମ୍ୟାନ ପାଇଁ ସିଧା ଟକ୍କର କେ ଏଲ ରାହୁଲ ଆଉ ଋଷଭ ପନ୍ତଙ୍କ ଭିତରେ ହେବ।

ପ୍ରଥମ ମ୍ୟାଚ ପାଇଁ କେ ଏଲ ରାହୁଲ ହେବେ ୱିକେଟ କିପର:
ଆପଣଙ୍କୁ କହି ରଖୁଛୁ କି କେ ଏଲ ରାହୁଲ ନିଉଜିଲାଣ୍ଡ ଆଉ ଅଷ୍ଟ୍ରେଲିଆ ବିପକ୍ଷରେ ୱିକେଟ କିପର ଭାବେ ଖେଳିଥିଲେ। ଆଇପିଏଲରେ ବି ସେ ଏହି ଭୂମିକାରେ ହିଁ ନଜର ଆସିଥିଲେ ଆଉ ଇଂଲଣ୍ଡ ବିପକ୍ଷରେ ବି ତାଙ୍କୁ ଏହି ଭୂମିକାରେ ଦେଖିବାକୁ ମିଳିପାରେ। ପ୍ରକୃତରେ ପ୍ରଥମ ମ୍ୟାଚ ପୂର୍ବରୁ ରାହୁଲ ନେଟରେ ୱିକେଟ କିପିଂ ପ୍ରାକ୍ଟିସ କରୁଥିବାର ଦେଖାଗଲେ ଆଉ ଏହି ଜିନିଷ ଏହି କଥାର ଇଶାରା କରେ କି ସେ ପ୍ରଥମ ମ୍ୟାଚରେ ୱିକେଟ କିପର ହେବେ। ଆଉ କେ ଏଲ ରାହୁଲ ଙ୍କର ୱିକେଟ କିପିଂର ରେକର୍ଡ ବି ଭଲ ଅଟେ। ଆଉ ଯଦି ରାହୁଲ ୱିକେଟ କିପିଂ କରନ୍ତି ତାହେଲେ ପନ୍ତଙ୍କର ଖେଳିବା ବହୁତ ମୁସ୍କିଲ ଅଟେ କାରଣ ନମ୍ବର ୫ ରେ ବ୍ୟାଟିଂ କରିବା ପାଇଁ ଭାରତ ସୂର୍ଯ୍ୟକୁମାର ୟାଦବ ଭଳି ତାଗଡା ବ୍ୟାଟ୍ସମ୍ୟାନ ବାଛିଛନ୍ତି। ଯଦି ରାହୁଲ ୱିକେଟ କିପିଂ କରନ୍ତି ତେବେ ସୂର୍ଯ୍ୟକୁମାର ୟାଦବ ବି ଖେଳି ପାରନ୍ତି। ଏବେ ଦେଖାଯିବ କି ଟିମ ଇଣ୍ଡିଆ ପନ୍ତଙ୍କୁ ସୁଯୋଗ ଦେଉଛି କି କେ ଏଲ ରାହୁଲଙ୍କ ସହ ହିଁ ଯାଉଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।