IPL ୨୦୨୧ ସିଡ୍ୟୁଲ:ଏହି ସଂସ୍କରଣରେ ଫ୍ୟାନ୍ସ ଦେଖିବେ ଏହି ୫ ଟି ବଡ଼ ପରିବର୍ତ୍ତନ। ହେବ ରୋମାଂଚକର ମ୍ୟାଚ।

ବିସିସିଆଇ ଆଇପିଏଲ ୨୦୨୧ର ସିଡ୍ୟୁଲ ପ୍ରକାଶ କରିଛି। ପ୍ରଥମ ମ୍ୟାଚ ୯ ଏପ୍ରିଲରେ ଖେଳାଯିବ। ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ନରେଦ୍ର ମୋଦି ଷ୍ଟାଡିୟମ ଅହମ୍ମଦାବାଦରେ ୩୦ ମଇ ରେ ଅନୁଷ୍ଠିତ ହେବ। ସବୁ ବର୍ଷ ଭଳି ଏଥରର ଆଇପିଏଲରେ ସୁନ୍ଦର ବ୍ୟାଟିଂ ଓ ବୋଲିଂର ନମୁନା ଦେଖିବାକୁ ମିଳିବ। ଏହାଛଡା ଆଉ ୫ ଟି ନିୟମ ଲାଗୁ ହୋଇଛି। ଆସନ୍ତୁ ଜାଣିବା ଏହା ବିଷୟରେ।

Google

ନ୍ୟୁଟ୍ରାଲ ଭେନ୍ୟୁରେ ହେବ ମ୍ୟାଚ: ଆଇପିଏଲ ମ୍ୟାଚ ଭାରତରେ ହେଲେ ମଧ୍ୟ ପ୍ରଥମ ଥର ପାଇଁ ଏହି ଟୁର୍ଣ୍ଣାମେଣ୍ଟରେ କୌଣସି ଟିମ ନିଜ ଘରୋଇ ମୈଦାନରେ ମ୍ୟାଚ ଖେଳିବେ ନାହିଁ। ପ୍ରତି ଟିମ ନ୍ୟୁଟ୍ରାଲ ଭେନ୍ୟୁରେ ମ୍ୟାଚ ଖେଳିବେ। ଉଦାହରଣ ମୁମ୍ବାଇ ତାର ପ୍ରଥମ ମ୍ୟାଚ ଚେନ୍ନାଇରେ ଆରସିବି ସହ ଖେଳିବ। ସିଏସକେ ମୁମ୍ବାଇରେ ଦିଲ୍ଲୀ କ୍ୟାପିଟାଲ ସହ ଖେଳିବ।

ଡବଲ ହେଡର ମ୍ୟାଚ ଜଲ୍ଦି ଖେଳାଯିବ: ଆଇପିଏଲ ୨୦୨୧ ରେ ପ୍ରଥମ ଥର ପାଇଁ ମ୍ୟାଚ ନୂଆ ସମୟରେ ଆରମ୍ଭ ହେବ।ଅପରାହ୍ନ ସମୟ ୩.୩୦ ରେ ଆରମ୍ଭ ହେବ ଓ ସନ୍ଧ୍ୟା ମ୍ୟାଚ ୭.୩୦ ରେ ଆରମ୍ଭ ହେଲା। ଆଗରୁ ମ୍ୟାଚ ୪ ଟା ଓ ୮ ଟାରେ ଆରମ୍ଭ ହେଇଥିଲା।

ଖାଲି ଷ୍ଟାଡିୟମରେ ଖେଳାଗଲା ମ୍ୟାଚ: ଭାରତରେ ଏମିତି ପ୍ରଥମ ଥର ଏମିତି ହେବ ଯେଉଁଠି ମ୍ୟାଚ ଖାଲି ଷ୍ଟାଡିୟମରେ ଖେଳାଯିବ। ଖବର ଏହା କି ପ୍ରଥମ ହାଫ ଖାଲି ଷ୍ଟାଡିୟମରେ ଖେଳାଯିବ ଓ ଦ୍ଵିତୀୟ ଚରଣରେ ଫ୍ୟାନ୍ସଙ୍କୁ ଅନୁମତି ଦେବା ପରେ କୋରନା ହାଲତ ଦେଖି ଫଇସଲା ଗ୍ରହଣ କରାଯିବ।

Google

ସବୁଠାରୁ ମହଙ୍ଗା ଖେଳାଳିଙ୍କ ଉପରେ ନଜର: ଆଇପିଏଲ ଇତିହାସ ସବୁଠାରୁ ମହଙ୍ଗା ଖେଳାଳି କ୍ରିଷ ମୋରିସଙ୍କ ଉପରେ ସମସ୍ତଙ୍କ ନଜର ରହିବ। ମୋରିସକୁ ରାଜସ୍ଥାନ ୧୬.୨୫ କୋଟିରେ କ୍ରୟ କରିଛି।

ସବୁଠାରୁ ବଡ଼ ଷ୍ଟାଡିୟମରେ ହେବ ଫାଇନାଲ୍ ମ୍ୟାଚ: ଆଇପିଏଲ ୨୦୨୧ ର ଫାଇନାଲ ମ୍ୟାଚ ଦୁନିଆର ସବୁଠାରୁ ବଡ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଫାଇନାଲ ମ୍ୟାଚ ୩୦ ମଇରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ।କହିରଖିଛୁ କି ଏହି ଷ୍ଟାଡିୟମରେ ୧ ଲକ୍ଷ ୧୦ ହଜାର ଲୋକ ବସିବାର କ୍ଷମତା ଅଛି। କୋରନା କାରଣରୁ ଏତେ ଲୋକଙ୍କ ବସିବା ପାଇଁ ଅନୁମତି ମିଳିବ ନାହିଁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *