IND VS ENG:ଇଂଲଣ୍ଡ ବିପକ୍ଷ ଟି ୨୦ ସିରିଜ ପୂର୍ବରୁ ବଡ଼ ଖବର,ଟିମ ଇଣ୍ଡିଆରେ ସାମିଲ ହେବେ ଏହି ଦୁର୍ଦ୍ଦଶ ବୋଲର।

୧୨ ମାର୍ଚ୍ଚ ଠାରୁ ଭାରତ ଇଂଲଣ୍ଡ ବିରୁଦ୍ଧରେ ୫ ଟିକିଆ ଟି ୨୦ ସିରିଜ ଖେଳିବ। ହେଲେ ଏହା ପୂର୍ବରୁ ଏକ ଖବର ଆସି ପହଞ୍ଚିଛି କି ଟିମରେ ଏକ ନୂଆ ଖେଳାଳି ଯୋଗ ଦେବେ।ମିଡ଼ିଆ ରିପୋର୍ଟ ମୁତାବକ ରାହୁଲ ଚହରଙ୍କୁ ଟି ୨୦ ଦଳରେ ସାମିଲ କରାଯାଇପାରେ। ପ୍ରଥମେ ସିଲେକ୍ଟରମାନେ ରାହୁଲଙ୍କ ଉପରେ ଧ୍ୟାନ ଦେଇ ନ ଥିଲେ ହେଲେ ରାହୁଲ ତେବଟିଆ ଓ ବରୁଣ ଚକ୍ରବର୍ତ୍ତୀଙ୍କ ଫିଟନେସକୁ ଲକ୍ଷ୍ୟରେ ରଖି ସିଲେକ୍ଟରମାନେ ରାହୁଲଙ୍କ ଉପରେ ନଜର ଦେଇଛନ୍ତି।

Google

କହିରଖିଛୁ ରାହୁଲ ଚହର ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଷ୍ଟାଣ୍ଡବାୟ ଖେଳାଳି ଭାବେ ଯୋଡି ହୋଇଥିଲେ। ୮ ମାର୍ଚ୍ଚକୁ ସେ ଅଭ୍ୟାସ କରିବାର ନଜର ଆସିଲେ ମଧ୍ୟ ଟି ୨୦ ଦଳରେ ସାମିଲ ହୋଇ ନଥିଲେ। ହେଲେ ଏବେ କ୍ରିକବଜ ରିପୋର୍ଟ ମୁତବାକ ରାହୁଲ ଟି ୨୦ ଦଳରେ ସାମିଲ ହୋଇ ପାରନ୍ତି।

ଆଇପିଏଲରେ ଚହର କରିଛନ୍ତି ଭଲ ପ୍ରଦର୍ଶନ: ଭାରତ ପାଇଁ ୧ ଟି ୨୦ ଖେଳିସାରିଥିବା ରାହୁଲ ଚହର ଆଇପିଏଲ ୨୦୨୦ରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଭଲ ଖେଳ ଦେଖେଇଥିଲେ। ସେ ୨୦୧୯ ରେ ୱେଷ୍ଟ ଇଣ୍ଡିଜ ବିରୁଦ୍ଧରେ ଡେବ୍ୟୁ କରିଥିଲେ ହେଲେ ତାପରେ ତାଙ୍କୁ ମୌକା ମିଳି ନ ଥିଲାରାହୁଲ ତେବଟିଆ ଓ ବରୁଣ ଚକ୍ରବର୍ତ୍ତୀଙ୍କ ପାଇଁ ତାଙ୍କୁ ଇଂଲଣ୍ଡ ବିପକ୍ଷରେ ସ୍ଥାନ ମିଳି ନଥିଲା ହେଲେ ଏହି ଦୁଇ ଖେଳାଳି ବାଙ୍ଗାଲୋର ଫିଟନେସ ଟେଷ୍ଟରେ ଫେଲ ହୋଇଗଲେ। କହିରଖିଛୁ କି ରାହୁଲ ତେବତିଆ ଏବେ ଟିମ ଇଣ୍ଡିଆ ସହ ଅହମ୍ମଦାବାଦରେ ଅଛନ୍ତି ହେଲେ ତାଙ୍କ ଦ୍ବିତୀୟ ଫିଟନେସ ଟେଷ୍ଟ ଏବେ ସାମ୍ନାକୁ ଆସିନାହିଁ। ବରୁଣ ଚକ୍ରବର୍ତ୍ତୀ ଟିମ ଇଣ୍ଡିଆ ସହ ପ୍ରାକ୍ଟିସ କରିବାର ନଜର ଆସୁ ନାହାନ୍ତି ଓ ଏମିତି ନ୍ୟୁଜ ଆସୁଛି କି ତାଙ୍କୁ ବାଙ୍ଗାଲୋର ସ୍ଥିତ ଏନସିଏକୁ ପଠାଯାଇଛି।

Google

ଇଂଲଣ୍ଡ ବିପକ୍ଷ ଟି ୨୦ ସିରିଜ ପାଇଁ ଟିମ ଇଣ୍ଡିଆ: ବିରାଟ କୋହଲି(ଅଧିନାୟକ),ରୋହିତ ଶର୍ମା,କେ ଏଲ ରାହୁଲ,ଶିଖର ଧୱନ,ଶ୍ରେୟାସ ଆୟର,ହାର୍ଦ୍ଦିକ ପାଣ୍ଡ୍ୟା,ସୂର୍ଯ୍ୟକୁମାର ଯାଦବ,ଋଷଭ ପନ୍ତ,ଇଶାନ କିଶନ,ଯଜୁବେନ୍ଦ୍ର ଚହଲ,ବରୁଣ ଚକ୍ରବର୍ତ୍ତୀ,ରାହୁଲ ତେବତିଆ,ଅକ୍ଷର ପଟେଲ,ୱାସିଂଟନ ସୁନ୍ଦର,ଭୁବନେଶ୍ୱର କୁମାର,ଟି ନାଟରାଜନ,ନବଦୀପ ସାଇନି,ସାର୍ଦୁଲ ଠାକୁର ଓ ଦିପକ ଚାହର।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *