ଦ୍ୱିତୀୟ ଟେଷ୍ଟରେ ବି ବେଞ୍ଚରେ ବସିବେ କୂଳଦୀପ ୟାଦବ। ଏହି ଷ୍ଟାର ଖେଳାଳିଙ୍କୁ ମିଳିପାରେ ମୌକା।

ଇଂଲଣ୍ଡ ବିପକ୍ଷରେ ଚେନ୍ନାଇରେ ହେବାକୁ ଥିବା ଦ୍ୱିତୀୟ ଟେଷ୍ଟରେ କମ ସେ କମ ଗୋଟେ ବଦଳ ହେବା କଥା ପ୍ରାୟତଃ ତୟ ଅଛି କାରଣ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଟେଷ୍ଟରେ ଭାରତକୁ ନିରାଶା ଜନକ ହାରର ସାମ୍ନା କରିବାକୁ ପଡିଲା। ଏହି ଦ୍ୱିତୀୟ ଟେଷ୍ଟ ପାଇଁ ଝାଡଖଣ୍ଡର ବୋଲର ବାମହାତୀ ସ୍ପିନର ଶହବାଜ ନଦୀମଙ୍କର ଟିମରୁ ବାହାରକୁ ଯିବା ପ୍ରାୟତଃ ତୟ ଅଛି। ନଦୀମଙ୍କର ବିକଳ୍ପ ବ୍ୟବସ୍ଥା ପାଇଁ ନିଷ୍ପତ୍ତି ଶୁକ୍ରବାର କୁ ନିଆଯିବ ମାତ୍ର ଫ୍ୟାନ ମାନଙ୍କୁ ଏହା ଆଶା ଅଛି କି ଫିଟ ହେଇ ସାରିଥିବା ଅଲ ରାଉଣ୍ଡର ଅକ୍ଷର ପଟେଲ ତାଙ୍କ ସ୍ଥାନ ନେବେ। ମଙ୍ଗଳବାର ଦିନ ଭାରତକୁ ବହୁତ ନିରାଶଜନକ ହାର ସାମ୍ନା କରିବାକୁ ପଡିଛି।

Google

ଭାରତୀୟ କ୍ରିକେଟ ବୋର୍ଡର ଜଣେ ବରିଷ୍ଠ ସୂତ୍ର ପିଟିଆଇ କୁ କହିଲେ ” ଅକ୍ଷରଙ୍କର ଗୋଡ଼ରେ ମାମୁଲି ଜଖମ ଲାଗିଛି ଆଉ ସେ ପ୍ରଥମେ ବି ନେଟରେ ବ୍ୟାଟିଂ କରି ସାରିଛନ୍ତି। ଆଉ କିଛି ଦିନ ଭିତରେ ସେ ପୁରା ଫିଟ ହେଇକି ବୋଲିଂ କରିବାକୁ ମଧ୍ୟ ରେଡି ହେଇଯିବେ। ପ୍ରଥମ ଟେଷ୍ଟ ପାଇଁ ସେ ସର୍ବଦା ପ୍ରଥମ ପସନ୍ଦ ଥିଲେ ମାତ୍ର ଏହା ଅଧିନାୟକ ବିରାଟ କୋହଲି ଆଉ ହେଡ କୋଚ ରବି ଶାସ୍ତ୍ରୀଙ୍କ ଉପରେ ନିର୍ଭର କରେ। କୋହଲି ମ୍ୟାଚ ପରେ ନଦୀମଙ୍କର ପ୍ରଦର୍ଶନ ଉପରେ ନିଜର ନିରାଶ ଅଟକାଇ ପାରିଲେ ନାହିଁ ଆଉ ପୁରସ୍କାର ବିତରଣ ଉତ୍ସବରେ ସେ କହିଲେ କି ଇଶାନ୍ତ ଆଉ ବୁମରାହ ଯେଉଁ ପ୍ରେସର ପକାଇଥିଲେ ତାହାକୁ ନଦୀମ ଆଉ ସୁନ୍ଦର ରଖି ପାରିଲେ ନାହିଁ।

ନଦୀମ ବାହାରି ଯିବେ ଆଉ ସୁନ୍ଦରଙ୍କୁ ଆଉ ଥରେ ମଉକା ମିଳିବ?: ନଦୀମ ସେହି ମ୍ୟାଚରେ ୪ଟି ୱିକେଟ ନେଲେ ଆଉ ତାହା ସହିତ ହି ସେ ୫୯ଓଭରରେ ୨୩୩ ରନ ବି ଦେଲେ। ଏହା ହି ନୁହଁ ସେ ସ୍ପିନର ହେଇ ନୋ ବଲ ଫିଙ୍ଗିଲେ। ଏହା ଉପରେ ନିଜେ ନଦୀମ ବି କହିଲେ କି କ୍ରିଜ ଉପରେ ବଲ ରଖି ଡେଉଁଥିବା ସମୟରେ ତାଙ୍କର ତାଳ ମେଲ ବିଗିଡି ଯାଇଥିଲା ଆଉ ଏହା ଉପରେ ସେ ନେଟ ଭିତରେ କାମ କରିବେ। ୱାଶିଂଟନ ସୁନ୍ଦର ପ୍ରଥମ ପାଳିରେ ୨୬ଓଭର୍ରେ ୯୮ରନ ଦେଲେ ଆଉ ଦ୍ୱିତୀୟ ପାଳିରେ ତାଙ୍କୁ ମାତ୍ର ଗୋଟେ ହିଁ ଓଭର ପକେଇଥିଲେ। ମାତ୍ର ସେ ବ୍ୟାଟିଂ ରେ ଉନ୍ନତ ପ୍ରଦର୍ଶନ କଲେ ଆଉ ଏହି କାରଣରୁ ତାଙ୍କୁ ପୁଣି ଅନ୍ତିମ ଏକାଦଶରେ ସ୍ଥାନ ମିଳିବାର ସମ୍ଭାବନା ଅଛି। ଭାରତୀୟ ଦର୍ଶକ ମାନଙ୍କ ପାଇଁ ବଡ ଖବର ଏଇଆ କି ପ୍ରଥମ ଇନିଂସରେ ଜୋଫ୍ରା ଆର୍ଚରଙ୍କର ବଲ ଲାଗିବା ପରେ ବି ଅଶ୍ୱିନ ଠିକ ଅଛନ୍ତି।

Google
୨ୟ ଟେଷ୍ଟ ପାଇଁ ପିଚ କିପରି ରହିବ:

ପ୍ରଥମ ଟେଷ୍ଟରେ ଭାରତ ପାଇଁ ସର୍ବଶ୍ରେଷ୍ଟ ପ୍ରଦର୍ଶନ କରିବା ଵାଲା ବୋଲର ଆର ଅଶ୍ୱିନଙ୍କୁ ସ୍କାନ କରିବାକୁ ନେବାକୁ ପଡିଲା ନାହିଁ ଯାହା କି ବିରାଟ କୋହଲିଙ୍କ ପାଇଁ ଭଲ ଖବର ଅଟେ। ପ୍ରଥମ ଟେଷ୍ଟ ମ୍ୟାଚରେ ପୁରା ସପାଟ ପିଚ ପରେ ତାମିଲନାଡୁ କ୍ରିକେଟ ଆସସିଏସନର ନୂଆ କ୍ୟୁରେଟର ରମେଶ କୁମାର, ବିସିସିଆଇ ମୈଦାନ ସମ୍ମିତିର ପ୍ରମୁଖ ତାପସ ଚାଟାର୍ଜୀଙ୍କ ସାମ୍ନାରେ ଏମିତି ପିଚ ବନେଇବାର ଚ୍ୟାଲେଞ୍ଜ ଅଛି ଯାହା ଉପରେ ଟସ ଏତେ ମହତ୍ତ୍ୱପୂର୍ଣ ନ ଥାଉ। ପ୍ରଥମ ଦିନରେ ଯେଉଁ ପିଚ ପ୍ରସ୍ତୁତ କରା ଯାଉଛି ତାହା ଉପରେ ଘାସ ଅଛି ତଥାପି ଏହା ଆଶା କରାଯାଉଛି କି ଟର୍ନ ମିଳିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *