ଏସିଆକପ ୨୦୨୧ରେ ନ ଖେଳିପାରନ୍ତି ଭାରତର ଏହି ୪ଟି ବଡ଼ ଖେଳାଳି! ବିସିସିଆଇ ନେବାକୁ ଯାଉଛି ବଡ଼ ଫଇସଲା। ପଢନ୍ତୁ ସମ୍ପୂର୍ଣ୍ଣ ଖବର।

ଭାରତୀୟ ଟିମ ଇଂଲଣ୍ଡକୁ ଟେଷ୍ଟରେ ହରାଇ ବିଶ୍ୱଟେଷ୍ଟ ଚାମ୍ପିୟାନସିପର ଫାଇନାଲରେ ଜାଗା ସୃଷ୍ଟି କରିଛି ଯାହାର ଫାଇନାଲ ୧୮ ଜୁନକୁ ଇଂଲଣ୍ଡରେ ହେବାର ଅଛି କିନ୍ତୁ ଏହି ସମୟରେ ଶ୍ରୀଲଙ୍କାରେ ଏସିଆକପର ଆୟୋଜନ ମଧ୍ୟ ହେବାକୁ ଅଛି ତେଣୁ ପ୍ରଶ୍ନ ଉଠୁଛୁ କିପରି ଟିମ ଇଣ୍ଡିଆ ଦୁଇଟିଯାକ ଟୁର୍ଣ୍ଣାମେଣ୍ଟରେ ଖେଳିବ। ଏବେ ବିସିସିଆଇ ଏହାର ସମାଧାନର ବାଟ ବାହାର କରିଛି। ନ୍ୟୁଜ ରିପୋର୍ଟ ଅନୁସାରେ ବିସିସିଆଇ ଶ୍ରୀଲଙ୍କାରେ ଆୟୋଜନ ହେବାକୁ ଥିବା ଏସିଆକପରେ ଅନ୍ୟ ଭାରତୀୟ ଟିମକୁ ପଠାଇବ।

Google

ଟାଇମ୍ସ ଅଫ ଇଣ୍ଡିଆର ରିପୋର୍ଟ ଅନୁସାରେ “ବିସିସିଆଇ ଏସିଆକପରେ ଅଂଶଗ୍ରହଣ କରିବା ପାଇଁ ଇଣ୍ଡିଆର ଅନ୍ୟ ଟିମକୁ ପଠାଇବ। ଟିମର କାଯ୍ୟକ୍ରମ ବହୁତ ବ୍ୟସ୍ତ ଅଟେ। ଓ ତାକୁ ଇଂଲଣ୍ଡରେ ମଧ୍ୟ ୫ ଟି ଟେଷ୍ଟ ମ୍ୟାଚ ଖେଳିବାର ଅଛି।ବିଶ୍ୱଟେଷ୍ଟ ଚମ୍ପିୟାନସିପ ଫାଇନାଲରେ ଟିମ ଇଣ୍ଡିଆ ଇଂଲଣ୍ଡରେ ଖେଳିବା ପରେ ସେଠାରେ ହିଁ ରହିବ ଓ ଅନ୍ୟ ଭାରତୀୟ ଦଳ ଏସିଆକପରେ ଭାଗ ନେଇପାରେ”।

ବିସିସିଆଇ ପାଖରେ କୌଣସି ଅନ୍ୟ ଚଏସ ନାହିଁ:

ରିପୋର୍ଟ ଅନୁସାରେ ଅନ୍ୟ ଟିମକୁ ପଠାଇବା ଛଡା ବିସିସିଆଇ ପାଖରେ କୌଣସି ଚଏସ ନାହିଁ। କାରଣ ବୋର୍ଡ ଇଂଲଣ୍ଡ ସିରିଜର ପ୍ରସ୍ତୁତିରେ କୌଣସି ରିସ୍କ ନେବାକୁ ଚାହିଁନି।ବସିସିଆଇ ଚାହିଁନାହିଁକି କ୍ରିକେଟର ଦୁଇଥର କ୍ବାରେଣ୍ଟିନରେ ରୁହନ୍ତୁ। ଯଦି ଏସିଆ କପ ହୁଏତ ବିସିସିଆଇ ଅନ୍ୟ ଭାରତୀୟ ଦଳକୁ ହିଁ ପଠାଇବ।

Google

ଅନ୍ୟ ଟିମର ଅର୍ଥ ଏସିଆକପକୁ ଯିବାକୁ ଥିବା ଟିମରେ ବିରାଟ କୋହଲି ,ରୋହିତ ଶର୍ମା, ରିଷଭ ପନ୍ତ ,ଯଶପ୍ରୀତ ବୁମରା, ଓ ମହମ୍ମଦ ସାମୀଙ୍କ ଭଳି ଖେଳାଳି ନଥିବେ।ଭାରତୀୟ ଦଳରେ ବାହାରେ ବସିଥୁବା ଖେଳାଳି ବି ବହୁତ ଭଲ ଅଟନ୍ତି ସେମାନେ ମଧ୍ୟ ଏସିଆକପରେ ସୁନ୍ଦର ପ୍ରଦର୍ଶନ କରିପାରିବେ।କହିରଖବୁ ଭାରତ ପୂର୍ଵ ଦୁଇଟି ଏସିଆକପ ନିଜ ନାମରେ କରିଛି। ବର୍ଷ ୨୦୧୬ ଓ ୨୦୧୮ ରେ ଭାରତ ଏସିଆକପ ଜତିଥିଲା। ଏଥର ଭାରତ ପାଖରେ ଏସିଆକପ ଜିତିବାର ହାଟ୍ରିକ ଲଗାଇବାର ମଧ୍ୟ ମୌକା ଅଛି। ଆପଣଙ୍କୁ କହିରଖିବୁ ଭାରତ ସବୁଠୁ ଅଧିକଥର ୭ ଥର ଏସିଆକପ ବିଜେତା ହୋଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *