ଆଇପିଏଲ ପୂର୍ବରୁ ଆରସିବିକୁ ଲାଗିଲା ଶକ୍ତ ଧକ୍କା। ଏହି ଷ୍ଟାର ଖେଳାଳି ହେଲେ କୋରନା ପଜିଟିଭ ଚିହ୍ନଟ। ନାମ ଜାଣିଲେ ଉଡିଯିବ ହୋସ!

ଆଇପିଏଲ ୨୦୨୧ର ଆରମ୍ଭ ହେବା ଆଗରୁ ବିରାଟ କୋହଲିଙ୍କର ସାଥି ଦେବଦତ୍ତ ପାଡିକଲ କୋରନା ପଜିଟିଭ ହେଇ ଯାଇଛନ୍ତି। ସେ କୋଭିଡ ଦ୍ୱାରା ସଂକ୍ରମିତ ହେଇଥିବା ତୃତୀୟ ଖେଳାଳି ଅଟନ୍ତି। ତାଙ୍କ ଆଗରୁ ଦିଲ୍ଲୀର ଅକ୍ଷର ପଟେଲ ଆଉ କୋଲକାତାର ନୀତିଶ ରାଣା ଏହି ଭାଇରସ ଦ୍ୱାରା ସଂକ୍ରମିତ ହେଇ ସାରିଛନ୍ତି। ତାଙ୍କ ବ୍ୟତୀତ ୱାଙ୍ଖଏଡେ ମୈଦାନର ୧୦ଜଣ କର୍ମୀ ଙ୍କୁ ବି କୋରନା ହେଇ ସାରିଛି ଆଉ ବିସିସିଆଇର ପ୍ରତିଯୋଗିତା ବନ୍ଧନର ୬ଜଣ ସଦସ୍ୟଙ୍କୁ ଭାଇରସ ଆଟାକ କରିଛି ଯାହାଦ୍ୱାରା ଏହି ଭାଇରସ ଦ୍ୱାରା ସଂକ୍ରମିତ ଲୋକଙ୍କ ସଂଖ୍ୟା ବଢି ବଢି ଚାଲିଛି।

Google

ଟାଇମ୍ସ ଅଫ ଇଣ୍ଡିଆର ଖବର ମୁତାବିକ ପାଡିକଲ କରୋନା ପଜିଟିଭ ହେବା ପରେ ନିଜକୁ ଆଇସଲେଟ କରି ଦେଇଛନ୍ତି ମାତ୍ର ଏହା ଜଣା ପଡୁଛି କି ସେ ମୁମ୍ବାଇ ଇଣ୍ଡିଆନ୍ସଙ୍କ ସହ ହେବାକୁ ଥିବା ପ୍ରଥମ ମ୍ୟାଚ ଯାଏ ଫିଟ ହେଇଯାଇପାରନ୍ତି।

୨୦ ବର୍ଷୀୟ ପାଡିକଲ ଏଥର ବିଜୟ ହଜାରେ ଟ୍ରଫିରେ ୧୪୭.୩ ହାରରେ ୭୩୭ ରନ ବନେଇଥିଲେ। ସେ ଲଗାତାର ୭ଟି ଅର୍ଦ୍ଧଶତକ ମାରିଥିଲେ ଆଉ ଲଗାତାର ଦୁଇଟି ସଂସ୍କରଣରେ ସେ ୬୦୦ରୁ ଅଧିକ ରନ କଲା ବ୍ୟାଟ୍ସମ୍ୟାନ ହେଇ ଗଲେ। ଏହା ଆଗରୁ ସେ ୨୦୧୯ ସଂସ୍କରଣରେ ୬୦୯ ରନ କରିଥିଲେ। ସେ ଆଇପିଏଲ ୨୦୨୦ରେ ଆରସିବି ତରଫରୁ ଓପନିଙ୍ଗ କରି ୧୫ ଇନିଂଗ୍ସରେ ୧୨୪.୭ ଷ୍ଟ୍ରାଇକ ରେଟରେ ୪୭୩ ରନ ବନେଇଥିଲେ। ତାଙ୍କୁ ଏମର୍ଜିଙ୍ଗ ପ୍ଲେୟର ଅଫ ଦି ସିଯିନ ବଚ୍ଚା ଯାଇଥିଲେ।

Google

ଅକ୍ଷର ଖେଳି ପାରିବେନି ପ୍ରଥମ ମ୍ୟାଚ:ଭାରତ ତଥା ଦିଲ୍ଲୀ କ୍ୟାପିଟାଲସର ଅଲ ରାଉଣ୍ଡର ଅକ୍ଷର ପଟେଲ କୋଭିଡ ପଜିଟିଭ ଚିହ୍ନଟ ହେଲେ, ତେଣୁ ପୃଥକବାସ ନିୟମ ମାନଙ୍କ ପାଇଁ ସେ ଆଉ ୧୦ ଏପ୍ରିଲ କୁ ଚେନ୍ନାଇ ସହିତ ହେବାକୁ ଥିବା ପ୍ରଥମ ମ୍ୟାଚରେ ଅଂଶ ଗ୍ରହଣ କରିପାରିବେନି।

ଆଇପିଏଲର ନିୟମ ମାନଙ୍କ ଅନୁସାରେ ଅକ୍ଷର ପଟେଲଙ୍କୁ ୧୦ଦିନ ପୃଥକବାସରେ ରହିବାକୁ ପଡିବ ଆଉ ଟିମରେ ଯୋଡିବା ପାଇଁ ତାଙ୍କୁ ପୃଥକବାସର ଶେଷ ଦୁଇ ଦିନରେ ଆର୍ଟି ପିସିଆର ଯାଞ୍ଚରେ ନେଗେଟିଭ ଆସିବାକୁ ହେବ। ପୃଥକବାସ ୧୨ ଏପ୍ରିଲ କୁ ସରିବ ଯାହା ଫଳରେ ସେ ପ୍ରଥମ ମ୍ୟାଚ ମିସ କରିବେ। ମାତ୍ର ଦିଲ୍ଲୀର ଦ୍ୱିତୀୟ ମ୍ୟାଚ ୧୫ ଏପ୍ରିଲକୁ ରାଜସ୍ଥାନ ସହ ଅଛି ଯାହା ଭିତରେ ତାଙ୍କ ଖେଳିବାର ଆଶା ଅଛି।

Google

ନିୟମ ମୁତାବିକ ପୃଥକବାସର ନବମ ତଥା ଦଶମ ଦିନରେ ମଣିଷକୁ ଆର୍ଟି ପିସିଆର ଟେଷ୍ଟରେ ନେଗେଟିଭ ଆସିବାକୁ ହେବ ଯାହା ପରେ ସେ ବାୟୋ ବବଲରେ ଟିମ ସହ ଯୋଡି ପାରିବ। ବେମାରିରୁ ବାହାରିବା ପରେ ଖେଳାଳି ମାନଙ୍କୁ କାର୍ଡିଓ ସ୍କ୍ରିନିଂ ଦେଇ ଯିବାକୁ ହେବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *