ଏଥର IPL ଚମ୍ପିୟାନ ହେବ KL ରାହୁଲଙ୍କ ଦଳ ଲକ୍ଷ୍ନୌ ! ଦଳରେ ସାମିଲ ହେବେ ଆଉ ଜଣେ ଚାମ୍ପିୟନ ! ମେଗା ନିଲାମ ପାଇଁ ରଣନୀତି ପ୍ରସ୍ତୁତ !

ତେବେ ଆଇପିଏଲର ୧୫ ତମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି। ତେବେ ଏହି ସଂସ୍କରଣରେ ଅନେକ ପରିବର୍ତ୍ତନ ହେବା ମଧ୍ୟ ଆରମ୍ଭ ହୋଇ ଯାଇଛି। ତେବେ ଏହି ବର୍ଷ ଦୁଇଟି ନୂତନ ଦଳ ଭାବରେ ଲକ୍ଷ୍ନୌ ଓ ଅହମ୍ମଦାବାଦ ମଧ୍ୟ ଖେଲିବାର ଅଛି ଏମିତି ହେଲେ ମ୍ୟାଚ ବଢ଼ିପାରେ। ତେବେ ଏହି ଦୁଇଟି ଦଳ ଖେଳିବାକୁ ଯାଉଥିବାରୁ ଏହି ବର୍ଷ ମେଗା ଅକ୍ସନ ମଧ୍ୟ ହେବ ବୋଲି ଜଣା ଯାଉଛି। ତେବେ ନିଲାମ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ଲକ୍ଷ୍ନୌ ନିଜର ଦଳରେ ଲୋକେଶ ରାହୁଲଙ୍କୁ ସାମିଲ କରି ନେଇଛି ବୋଲି କେତେକ ରିପୋର୍ଟ ରୁ ଜଣା ଯାଉଛି

ତେବେ ଏହି ବର୍ଷ ଲକ୍ଷ୍ନୌ ଚାମ୍ପିଅନ ହେବା ପାଇଁ ନିଜର ସମସ୍ତ ପ୍ରୟାସ କରୁଥିବାର ଅନୁମାନ ହେଉଛି। ତେବେ ଲକ୍ଷ୍ନୌ ଏହି ବର୍ଷ ପ୍ରଥମ କରି ଆଇପିଏଲ ଖେଳିବାକୁ ଯାଉଛି। ଏହା ସହିତ ଆଇପିଏଲ ଇତିହାସର ସବୁଠାରୁ ମହଙ୍ଗା ଦଳ ଭାବରେ ମଧ୍ୟ ଲକ୍ଷ୍ନୌ ପରିଚିତ ହୋଇ ସାରିଛି।ତେବେ ଏହି ନିଲାମ ପ୍ରକ୍ରିୟାରେ ଲକ୍ଷ୍ନୌ ନିଜର ଦଳରେ ଶ୍ରେଷ୍ଠ ଖେଳାଳି ସାମିଲ କରିବା ପାଇଁ ମଧ୍ୟ ଲକ୍ଷ୍ୟ ରଖିପାରେ। ତେବେ ଦଳ ନିଜର ଅଧିନାୟକ ଚୟନ କରି ସାରିଛି ବୋଲି ରିପୋର୍ଟସ୍ ରୁ ଜଣା ଯାଉଛି ଯାହା କି କେ ଏଲ ରାହୁଲ ହୋଇପାରନ୍ତି।

ତେବେ ଏହା ସହିତ ଦଳ ନିଜର ପ୍ରଶିକ୍ଷକ ଓ ମେଣ୍ଟର ମଧ୍ୟ ଚୟନ କରି ସାରିଛି ବୋଲି ଶୁଣିବାକୁ ମିଳୁଛି। ଏହା ସହିତ ଫ୍ଲାୱାର ଓ ଗୌତମ ଗମ୍ଭୀର ମଧ୍ୟ ଏହି ଦଳର ଅଂଶ ହୋଇ ସାରିଲେଣି ବୋଲି କେତେକ ରିପୋର୍ଟରୁ ଜଣା ଯାଉଛି। ଏହା ସହିତ ଅନୁଭବି ବିଜୟ ଭାଇଙ୍କୁ ମଧ୍ୟ ଏହି ଦଳ ନିଜ ସହିତ ସାମିଲ କରି ସାରିଛି ବୋଲି ଜଣା ଯାଉଛି। ତେବେ ତାଙ୍କୁ ଖେଳରେ ଅନେକ ଭଲ ଜ୍ଞାନ ଥିବା କାରଣରୁ ତାଙ୍କୁ ଦଳରେ ସାମିଲ କରିବା ଲକ୍ଷ୍ନୌ ଦଳ ପାଇଁ ଅନେକ ଲାଭଦାୟକ ସାବ୍ୟସ୍ତ ହେବ ବୋଲି କୁହା ଯାଉଛି।

ଏହା ସହିତ ଏହି ଦଳ ନିଜ ସହିତ ଇସନ କିଶନ ଓ ଆଫଗାନିସ୍ତାନର ପ୍ରସିଦ୍ଧ ବୋଲର ରସିଦ ଖାନଙ୍କୁ ନିଜର ଦଳରେ ସାମିଲ କରି ସାରିଛି ବୋଲି ମଧ୍ୟ ଶୁଣିବାକୁ ମିଳୁଛି।ତେବେ ଏହି ଦଳ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରି ବିଜୟ ହାସଲ କରିବା ପାଇଁ ନିଜର ଦଳ ଓ ନିଜର ଦଳର ସଦସ୍ୟ ମାନଙ୍କୁ ଏକାଠି କରିବାରେ ଲାଗିଛି। ତେବେ ଏହି ଦଳ ମେଗା ଅକ୍ସନ ଆରମ୍ଭ ହେବା ପରେ କାହାକୁ କାହାକୁ ନିଜର ଦଳରେ ସାମିଲ କରିବାକୁ ଯାଉଛି ଏହା ଦେଖିବାକୁ ବାକି ରହିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published.