ଏହି ପରି ଅଟେ ବକ୍ସିଙ୍ଗ ଡେ ଟେଷ୍ଟର ଇତିହାସ, ଏହା ସହ ଜଡିତ କଥା ଜାଣିଲେ ଆଶ୍ଚର୍ଯ୍ୟ ହେବେ।

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୨୬ ଡିସେମ୍ବରରୁ ମେଲବର୍ଣ୍ଣ ରେ ବକ୍ସିଙ୍ଗର ଡେ ଟେଷ୍ଟ ମ୍ୟାଚ ଖେଳାଯିବ।

Google

ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ୨୬ ଡିସେମ୍ବରରୁ ଚାରୋଟି ଟେଷ୍ଟ ସିରିଜର ୨ୟ ମ୍ୟାଚ ଖେଳାଯିବ। ଯାହାକୁ ବକ୍ସିଙ୍ଗର ଡେ ଟେଷ୍ଟ କୁହାଯାଏ। ସମସ୍ତଙ୍କ ମନରେ ଏହି ଗୋଟିଅ ପ୍ରଶ୍ନକୁ ବଡ଼ ଦିନ ପର ଦିନ ଖେଳାଯାଉଥିବା ଟେଷ୍ଟ ମ୍ୟାଚକୁ ବକ୍ସିଙ୍ଗ ଡେ ଟେଷ୍ଟ ମ୍ୟାଚ କଣ ପାଇଁ କୁହାଯାଇଥାଏ। ଏଠାରେ ବକ୍ସିଙ୍ଗ ଅର୍ଥ ମୁକାବାଜି ଦୁହେଁ ବରଂ ବଡ଼ ଦିନ ସହିତ ସମ୍ପର୍କ ଅଛି। ଦୁନିଆର ଅନେକ ଦେଶରେ ବଡ଼ ଦିନର ପର ଦିନକୁ ବକ୍ସିଙ୍ଗ ଡେ କୁହାଯାଇଥାଏ। ଏହି ଦିନ ଲୋକ ନିଜ ବନ୍ଧୁ ଓ ପରିବାର ଲୋକଙ୍କୁ ଭେଟିଥାନ୍ତି ଓ ଗିପ୍ଟ ଦେଇଥାନ୍ତି ଏହି ପରମ୍ପରା ଅନେକ ବର୍ଷ ଚାଲିଆସୁଛି। ଏପରି ମାନଯାଇଥାଏକି ଏହାର ନାମ କ୍ରିସମସ ବକ୍ସ ନାମରେ ହୋଇଛି।

ସେଫିଲ୍ଡ ସିଲ୍ଡ ମ୍ୟାଚ ଖେଳାଗଲା:

ଯଦି କଥା ବ କ୍ସିଙ୍ଗ ଡେ ଓ କ୍ରିକେଟର କରିବା ତ ଏହାର ଇତିହାସ ୧୨୮ ବର୍ଷ ପୁରୁଣା ଅଟେ। ୧୮୯୨ରେ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ସେଫିଲ୍ଡ ସିଲ୍ଡର ଏକ ମ୍ୟାଚ ଖେଳାଗଲା। ଯେଉଁଥିରେ ଭିକ୍ଟୋରିୟା ଓ ନ୍ୟୁ ସାଉଥ ବେଲ୍ସ ଭିତରେ କ୍ରିସମସ କାରଣରୁ କ୍ରିକେଟ ମ୍ୟାଚ ଖେଳିବା ପରମ୍ପରା ହୋଇଗଲା। ମେଲବର୍ଣ୍ଣରେ ପ୍ରଥମ ଇଣ୍ଟରନେସନାଲ ମୁକାବିଲା ୧୯୫୦ରେ ଖେଳାଯାଇଥିଲା।ଯାହାକି ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିଲା।ଏହି ମୁକାବିଲା ୨୨ ଡିସେମ୍ବରକୁ ଖେଳାଯାଇଥିଲା କିନ୍ତୁ ସେଠାରୁ ଧୀରେ ଧୀରେ ବକ୍ସିଙ୍ଗ ଡେ କ୍ରିକେଟ ଇତିହାସ ଉତ୍ପନ ହେଲା।

Google

ମେଲବର୍ଣ୍ଣରେ ୧୯୮୦ ପୂର୍ବରୁ ୧୯୫୨,୧୯୬୮ ,୧୯୭୪ ଓ ୧୯୭୫ ରେ କେବଳ ଚାରୋଟି ଟେଷ୍ଟ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଏହା ଛଡା ୧୯୬୭ ,୧୯୭୨ ଓ ୧୯୭୬ରେ ଏଡ଼ିଲେଡ଼ରେ ବକ୍ସିଙ୍ଗ ଡେ ଟେଷ୍ଟ ଖେଳ ମଧ୍ୟ ହୋଇଥିଲା। ୧୯୭୫ରେ କ୍ଳାଇବ ଲୋୟର୍ଡଙ୍କ ଅନୁଗାମୀ ଟିମ ୱେଷ୍ଟଇଂଣ୍ଡିଜ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ବକ୍ସିଙ୍ଗ ଡେ ଟେଷ୍ଟ ମ୍ୟାଚକୁ ଦେଖିବା ପାଇଁ ପ୍ରଥମ ଦିନ ୮୫ ହଜାର ଦର୍ଶକ ସମାଗମ ହୋଇଥିଲେ। ଏହି ମ୍ୟାଚର ପାଞ୍ଚବର୍ଷ ପରେ ଅଷ୍ଟ୍ରେଲିଆ ମେଲବର୍ଣ୍ଣରେ ବକ୍ସିଙ୍ଗ ଡେ ଟେଷ୍ଟ ଆରମ୍ଭ କରିବାକୁ ନିଷ୍ପତ୍ତି ନେଲା। କେବେଳ ବକ୍ସିଙ୍ଗ ଡେ ଅଷ୍ଟ୍ରେଲିଆରେ ଖେଳାଯାଏ ତାହା ନୁହଁ ବରଂ ଏହା ନ୍ୟୁଜଲ୍ୟାଣ୍ଡ ଓ ସାଉଥ ଆଫ୍ରିକାରେ ବି ଖେଳାଯାଇଥାଏ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *