କଦଳୀର ସାଇଜ ଦେଖି ଆଶ୍ଚର୍ଯ୍ୟ ହେଇଗଲେ ମହିଳା। ଦେଖନ୍ତୁ ସୋସିଆଲ ମିଡିଆରେ ଭାଇରଲ ହେଉଥିବା ଫୋଟ।

ବହୁତ ଥର ପ୍ରକୃତି ନିଜର ବନେଇଥିବା ଜିନିଷ ମାନଙ୍କ ଦ୍ୱାରା ଆମକୁ ଆଶ୍ଚର୍ଯ୍ୟ କରେଇବାରେ ପଛ ଘୁଞ୍ଚା ଦେଇ ନଥାଏ। ଏହିପରି ହିଁ ଏକ ଘଟଣା ଘଟିଛି ଇଂଲଣ୍ଡର ସମରସେଟରେ ଆଉ ଏଠାରେ ଏକ ମାମଲା ସାମ୍ନାକୁ ଆସିଛି ଯେଉଁଠାରେ ଜଣେ ମହିଲା ସୋସିଆଲ ମିଡିଆରେ ଏକ ଏପରି କଦଳୀର ଫୋଟୋ ସେୟାର କରିଛନ୍ତି ଯାହା ବହୁତ ଭାଇରାଲ ହେଉଛି। ଏହି କଦଳୀର ସାଇଜ ସାଧାରଣ କଦଳୀ ମାନଙ୍କ ତୁଳନାରେ ବହୁତ ବଡ଼ ଅଟେ। ଏହା ଏତେ ବଡ ଅଟେ କି ତାହା ମହିଳାଙ୍କର ହାତ ଠାରୁ ଆରମ୍ଭ କରି ତାଙ୍କ କହୁଣୀ ଯାଏ ପାଇଯାଉଛି। ଏହି କଦଳିର ଫୋଟୋକୁ ସାଧାରଣ ସୋସିଆଲ ମିଡିଆ ୟୁଜର ମାନେ ଦେଖିକି ବି ଚକିତ ହେଇଯାଉଛନ୍ତି।

Google

ଇଂଲଣ୍ଡର ରହୁଥିବା ଶ୍ୟାମ ପାଲମରଙ୍କର ୬୫ ବର୍ଷର ମା ପାଓଲା ଘରର ଜିନିଷ କିଣିବା ପାଇଁ ବଜାର ଯାଇଥିଲେ। ଯେତେବେଳେ ସେ ଘରୋଇ ଜିନିଷ କିଣି ଘରକୁ ଫେରିଲେ ତ ତାଙ୍କ ଝିଅ ଏହି ଜିନିଷ ବାହାର କରୁଥିଲା ଆଉ ତାର ନଜର ସବୁଠୁ ବଡ଼ କଦଳୀ ଉପରେ ପଡ଼ିଲା। ଏହା ଦେଖିବା ପରେ ଶ୍ୟାମ ଏହାର ଫୋଟୋ ସୋସିଆଲ ମିଡିଆରେ ସେୟାର କଲେ। ତାଙ୍କର କହିବା କଥା “ମୁଁ ଏହାଠାରୁ ବଡ କଦଳୀ ଆଜି ଯାଏ କେବେ ଦେଖି ନଥିଲି। ଏହା ଏତେ ବଡ ଥିଲା କି ବିଶ୍ୱାସ ବି ହେଉ ନଥିଲା ଆଉ ତାହା ପାଖାପାଖି ୧୨ ଇଂଚ ଲମ୍ବା ଥିଲା। ଏହା ଖାଇବାରେ ବି ବହୁତ ସ୍ୱାଦିଷ୍ଟ ରହିଥିଲା।

ସେମ କହିଲେ କି ଯେତେବେଳେ ତାଙ୍କ ମା ପାଓଲା ଏହି କଦଳୀ ବଜାରରୁ କିଣୁଥିଲେ ତ ତାଙ୍କର ନଜର ଏହି କଦଳୀ ଉପରେ ପଡି ନଥିଲା। ମାତ୍ର ଯେତେବେଳେ ଏହାକୁ ଘରକୁ ଆଣି ସେମାନେ ବାହାର କରିକି ଦେଖିଲେ ତ ଏହାର ସାଇଜ ଦେଖି ଏପରିକି ପାଓଲା ବି ଚକିତ ହେଇଗଲେ।

Google

ସେମ କହିଲେ କି ସେ ଏହା ଆଗରୁ ବି ବହୁତ କଦଳୀ କିଣିକି ଆଣିଥିଲେ ଯାହା କି ସାଧାରଣ ସାଇଜର ଥିଲା ମାତ୍ର ତାକୁ ଯେତେବେଳେ ଆଣି ସେ ଏହି କଦଳୀର ସାଇଜ ସହ ମାପିଲେ ତ ତାହା ବହୁତ ବଡ଼ ଥିଲା ଆଉ ସାଧାରଣ କଦଳୀ ଆଉ ଏହାର ସାଇଜ ଭିତରେ ବହୁତ ଗ୍ୟାପ ଥିଲା। ସେମ କହିଲେ କି ସେ ଏତେ ବଡ କଦଳୀ ଦେଖିକି ଆଶ୍ଚର୍ଯ୍ୟ ଥିଲେ। ସେ ଥରକରେ ପୁରା କଦଳୀ ଖାଇ ଦେଲେ। ତାହା ଏତେ ବଡ ଥିଲା କି ତାଙ୍କ ଅନୁସାରେ ତାହା ତାଙ୍କ ଦୈନନ୍ଦିନ ପୋଟାସିଅମ ଠାରୁ ଅଧିକ ହେଇଯାଇଥିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *