ଟାଇଗର ଶ୍ରଫ କହିଲେ ନିଜ ପ୍ରଥମ କ୍ରସଙ୍କ ବିଷୟରେ, ପ୍ରଶଂସକଙ୍କ ବିବାହ ପ୍ରସ୍ତାବ ରଖିଲେ ଦେଲେ ଏହି ବୟାନ । ଜାଣନ୍ତୁ…

ଟାଇଗର ଶ୍ରଫ ଯୁବମାନଙ୍କ ମଧ୍ୟରେ ବହୁତ ଜନପ୍ରିୟ ଅଟନ୍ତି। ସେ ଏବେ ଏବେ ନିଜର ଏକ ଇନଷ୍ଟାଗ୍ରାମର ଅଧିବେଶନ ‘ଆସ୍କ ମି ଏନିଥିଙ୍ଗ’ କରି ନିଜ ପ୍ରଶଂସକଙ୍କୁ ପ୍ରଶ୍ନ ପଚାରିବାକୁ କହିଲେ ଓ ତାହାର ଉତ୍ତର ମଧ୍ୟ ଦେଲେ । ଯେଉଁଥିରେ ଟାଇଗରଙ୍କ ଏକ ପ୍ରଶଂସକ ତ ତାଙ୍କୁ ତାଙ୍କର ବିବାହର ମଧ୍ୟ ପ୍ରଶ୍ନ ପଚାରିଦେଲେ । ଯେପରିକି ଆମ୍ଭେମାନେ ସବୁ ଜାଣିଛୁ କି ତାଙ୍କର ଝିଅ ପ୍ରଶଂସକ ମଧ୍ୟ ବହୁତ ଅଧିକ ଅଛନ୍ତି ।

Google
ଟାଇଗର କଲେ ନିଜ ପ୍ରଥମ କ୍ରସଙ୍କ ବିଷୟରେ ଆଲୋଚନା:-

ଟାଇଗର ନିଜ ପ୍ରଶଂସକମାନଙ୍କୁ କହିଲେ କି ଏହା ବହୁତ ଦିନରୁ ବାକି ଅଛି, ପ୍ରଶଂସକ ତାଙ୍କୁ କିଛିବି ପଚାରିପାରିବେ ଓ ସେ ବହୁତ ଜଲ୍ଦି ଉତ୍ତର ଦେବେ। ଯାହାଉପରେ ତାଙ୍କ ପ୍ରଶଂସକମାନେ ବହୁତ ଖୋଲା ଖୋଲି ଭାବରେ ପ୍ରଶ୍ନ ପଚାରିଲେ ଓ ଟାଇଗର ତାକୁ ନିଜ ସୋସିଆଲ ମିଡିଆରେ ପୋଷ୍ଟ ମଧ୍ୟ କଲେ। ତାଙ୍କର ଏକ ପ୍ରଶଂସକ ତାଙ୍କୁ ତାଙ୍କର ପ୍ରଥମ କ୍ରସଙ୍କ ବିଷୟରେ ମଧ୍ୟ ପଚାରିଲେ। ଯାହାର ଉତ୍ତର ଦେଇ ଟାଇଗର କହିଲେ କି ତାଙ୍କର ପ୍ରଥମ କ୍ରସ ତାଙ୍କର ଇତିହାସର ଶିକ୍ଷକ ଥିଲେ।

ଟାଇଗର ଦେଲେ ବହୁତ ହିଁ ଭଲ ଉତ୍ତର:-

ଆଉ ମଧ୍ୟ ତାଙ୍କର ଏକ ପ୍ରଶଂସକ ତାଙ୍କୁ ବିବାହ ପାଇଁ ମଧ୍ୟ ପ୍ରସ୍ତାବ ଦେଇ କହିଲେକି ମୋ ସହ ବିବାହ କରିନିଅ ଓ ୟୁକେ ଆସିଯାଅ ଯାହାର ଟାଇଗର ବହୁତ ହିଁ ଭଲ ଉତ୍ତର ଦେଲେ ଓ କହିଲେ ବୋଧହୁଏ କିଛି ବର୍ଷ ପରେ, ଯେବେ ମୁଁ ଆପଣଙ୍କୁ ସମର୍ଥନ କରିପାରିବି… ସେପର୍ଯ୍ୟନ୍ତ ବହୁତ କିଛି ଶିଖିବାର ଅଛି ଓ ରୋଜଗାର କରିବାର ଅଛି ଏବଂ ଏହାର ଉତ୍ତର ତାଙ୍କ ପ୍ରଶଂସକଙ୍କର ଦିଲ ଜିତିନେଲା ଓ ତାଙ୍କୁ ବହୁତ ଭଲପାଇବା ଦେଲା।

Google
ଟାଇଗରଙ୍କୁ ପ୍ରକୃତରେ କେଉଁ ଜିନିଷର ଆସକ୍ତି ଅଛି:-

ଟାଇଗରଙ୍କୁ ଲୋକମାନେ ବିଭିନ୍ନ ପ୍ରକାରର ପ୍ରଶ୍ନ ପଚାରିଲେ ଯାହାର ସେ ବହୁତ ମଜାଦାର ଉତ୍ତର ଦେଲେ ଯେଉଁଥିରେ ଏକ ପ୍ରଶଂସକଙ୍କର ପ୍ରଶ୍ନ ଥିଲା କି କଣ ସେ ସନସ୍କ୍ରିନ ଲଗାନ୍ତି ଯାହାର ଉତ୍ତର ଦେଇ ସେ କହିଲେ କି ଲଗାନ୍ତିନି କିନ୍ତୁ ତାଙ୍କ ମା ତାଙ୍କୁ କୁହନ୍ତିକି ଲଗାଇନିଅ। ଏହାସହିତ ତାଙ୍କର ଏକ ପ୍ରଶଂସକ ତାଙ୍କୁ ତାଙ୍କର ପ୍ରେମ ଓ କେଉଁ ଜିନିଷର ଆସକ୍ତି ବିଷୟରେ ମଧ୍ୟ ପଚାରିଲେ ଯାହାର ଜବାବରେ ଟାଇଗର କହିଲେକି ତାଙ୍କୁ ନିଜ ପରିବାର ଓ ଜୀବନ ଛଡା, ଚାକିରୀ ଓ ପ୍ରଶିକ୍ଷଣକୁ ବହୁତ ପସନ୍ଦ କରେ ଏବଂ ଭଲପାଏ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *