୪୯ ରନରେ ଆଉଟ ହେବା ଦ୍ଵାରା ଏହି ବ୍ୟାଟ୍ସମ୍ୟାନଙ୍କୁ ଆସିଲା ରାଗ। ତାପରେ ଘଟିଲା କିଛି ଏମିତି, ଜାଣିଲେ ହେବେ ଆଶ୍ଚର୍ଯ୍ୟ।

ଏଠି ଏକ ମ୍ୟାଚରେ ଜଣେ ବ୍ୟାଟ୍ସମ୍ୟାନଙ୍କୁ ୫୦ ରନ ହେବା ପୂର୍ବରୁ ଆଉଟ କରିବା ଫିଲଡ଼ରକୁ ଅସୁବିଧା ପଡିଲା। ସେହି ଫିଲଡ଼ର କେବେ ସ୍ୱପ୍ନରେ ମଧ୍ୟ ଭାବିନଥିବ କି ଏହି କେସ ଏମିତି ମୋଡ଼ ନେବ ବୋଲି। ସେ କ୍ୟାଚ ନେବାପରେ ଖୁସିରେ ନାଚିଥିଲା କିନ୍ତୁ ହେବାର କିଛି ଅଲଗା ଥିଲା।

Google

୪୯ ରନରେ ବ୍ୟାଟ୍ସମ୍ୟାନ କ୍ୟାଚ ଧରିଥିବା ସେହି ଫିଲଡ଼ରକୁ ବ୍ୟାଟ୍ସମ୍ୟାନ ବ୍ୟାଟରେ ତାର ମୁଣ୍ଡକୁ ଏତେ ଜୋରେ ମାରିଛି ଯେ ୨୪ ଘଣ୍ଟା ପରେ ମଧ୍ୟ ତାର ହୋସ ଆସିନାହିଁ। ସେ ମେଡିକାଲରେ ନିଶ୍ୱାସ ନେଉଛି। ପୋଲିସ ମାରିଥିବା ବ୍ୟାଟ୍ସମ୍ୟାନ ବିରୁଦ୍ଧରେ ହତ୍ୟାର କେସ କରିଛି।

ସୂଚନା ଅନୁସାରେ ଶନିବାରକୁ ମେଲା ଗ୍ରାଉଣ୍ଡରେ ମ୍ୟାଚ ଚାଲୁଥିଲା। ସେଠାରେ ସଚିନ ଓରଫ ସତେନ୍ଦ୍ର ପାରାସର (୨୩) କ୍ରିକେଟ ଖେଳୁଥିଲା। ସତେନ୍ଦ୍ର ଫିଲଡିଙ୍ଗ କରିବାର ନଜର ଆସୁଥିଲେ। ସେପଟେ ସଂଜୟ ପାଲିଆ ବ୍ୟାଟିଙ୍ଗ କରିବାର ଦେଖା ଯାଉଥିଲେ। ସଂଜୟ ୪୯ ରନ କରିଥିବା ସମୟରେ ଗୋଟେ ଶର୍ଟ ମାରିଥିଲେ ଯାହାର କ୍ୟାଚ ସଚିନ ନେଇଥିଲେ।

Google

ସଂଜୟ କ୍ୟାଚ ଆଉଟ ହୋଇଯାଇଥିଲା। ଆଉଟ ହେବା ପରେ ସଂଜୟ ରାଗିଯାଇ ଗାଳି ଦେବାକୁ ଲାଗିଲା। ଏହାକୁ ସଚିନ ବିରୋଧ କରିବାକୁ ସଂଜୟ ତା ପାଖକୁ ଯାଇ ବ୍ୟାଟରେ ତା ଚେହେରା ଓ ମୁଣ୍ଡକୁ ଅନେକ ପ୍ରହାର କରିବାର ଖବର ଆସିଛି। ସଚିନ ସେହିଠାରେ ହିଁ ବେହୋସ ହୋଇଯାଇଥିଲା। ତାକୁ ମେଡିକାଲ ନେଇଯାଇଥିଲେ। ୨୪ ଘଣ୍ଟା ପରେ ମଧ୍ୟ ସଚିନକୁ ହୋସ ଆସିନାହିଁ। ପୋଲିସ ଅଭିଯୁକ୍ତ ସଂଜୟ ବିପକ୍ଷରେ କେଶ ଦର୍ଜ କରିଦେଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *