ଔଷଧ ଛଡା ଆପଣଙ୍କ ଖାଦ୍ୟ ଡେଙ୍ଗୁ ରୋଗ ଜଲ୍ଦି ଭଲ କରିବା ପାଇଁ ମୁଖ୍ୟ କାମ କରିଥାଏ । ଖାଦ୍ୟରେ ସଠିକ ପ୍ରକାରର ମିଶ୍ରଣ ରହିବା ବହୁତ ଆବଶ୍ୟକ।

ଡେଙ୍ଗୁ ରୋଗରେ ପ୍ରତି ବର୍ଷ ଅନେକ ଲୋକ ପ୍ରଭାବିତ ହୋଇଥାନ୍ତି। ନେସନାଲ ବେକ୍ଟର ଵୋରଂ ଡିଜିଜ କଣ୍ଟ୍ରୋଲ ପୋଗରାମ ତଥ୍ୟ ଅନୁସାରେ ଏହି ବର୍ଷ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ୧୬,୪୩୯ ଜଣ ଲୋକ ଡେଙ୍ଗୁରେ ପ୍ରଭାବିତ ହୋଇସାରିଲେଣି। ଡେଙ୍ଗୁ ଜ୍ଵରକୁ ଅଟକାଇବା ପାଇଁ ପ୍ରତିବର୍ଷ ଅନେକ ଅଭିଯାନ ମଧ୍ୟ କରାଯାଇଥାଏ। ଯଦି ଆପଣ ବା ଆପଣଙ୍କ ପରିବାରର କୌଣସି ସଦସ୍ୟ ଯଦି ଡେଙ୍ଗୁରେ ପୀଡିତ ତେବେ ଠିକ ହେବାକୁ ବହୁତ ସାବଧାନ ରହିବାକୁ ପଡିବ। ଔଷଧ ଛଡା ଆପଣଙ୍କ ଖାଦ୍ୟ ଡେଙ୍ଗୁ ରୋଗ ଜଲ୍ଦି ଭଲ କରିବା ପାଇଁ ମୁଖ୍ୟ କାମ କରିଥାଏ। ଖାଦ୍ୟରେ ସଠିକ ପ୍ରକାରର ମିଶ୍ରଣ ରହିବା ବହୁତ ଆବଶ୍ୟକ। ଆସନ୍ତୁ ଆମେ ଆପଣଙ୍କୁ କହିବୁ ଡେଙ୍ଗୁରେ ଆପଣଙ୍କ ଖାଦ୍ୟରେ କଣ ରହିବା ଉଚିତ ଓ କଣ ରହିବା ଉଚିତନୁହେଁ।
ଅମୃତଭଣ୍ଡାର ପତ୍ରର ଯୁସ:
ଅମୃତଭଣ୍ଡାର ପତ୍ରର ଯୁସ ଡେଙ୍ଗୁରେ ସବୁଠୁ ଅଧୁକ ବ୍ୟବହାର ହେଉଥିବା ଜିନିଷ ଅଟେ।ଅମୃତଭଣ୍ଡାର ପତ୍ରର ଯୁସ ଡେଙ୍ଗୁକୁ ଜଲ୍ଦି ଭଲ କରିବା ପାଇଁ ସାହାର୍ଯ୍ୟ କରିଥାଏ।ଏହା ପ୍ଲେଟଲେଟସ କୁ ବଡାଇବା ସହିତ ଇମୁନିଟି କି ବି ଠିକ କରିଥାଏ।ଅମୃତଭଣ୍ଡାର ପତ୍ର ନିଅନ୍ତୁ ଓ ସେଥିରେ ପାଣି ମିଶାଇ ଯୁସ କରନ୍ତୁ।ଅଧିକ ଉଅକାର ପାଇଁ ଏହାକୁ ଦିନକୁ ଦୁଇଥର ପିଅନ୍ତୁ।
ତାଜା ପନିପରିବା ଯୁସ:
ତାଜା ପନିପରିବା ଯୁସରେ ଭରପୁର ମାତ୍ରାରେ ପୋଷାକ ତତ୍ୱ ଥାଏ।ଆପଣ ନିଜ ମନପସନ୍ଦ ପନିପରିବା ମିଶାଇ ଏହାକୁ ଆରାମରେ ପ୍ରସ୍ତୁତ କରିପାରିବେ।ଏହି ଯୁସରେ ଲେମ୍ବୁ ରସ ମିଶାଇବା ଦ୍ଵାରା ଭିଟାମିନ -ସି ତ ମିଳିବ ତା ସହିତ ସ୍ୱାଦ ବି ବଢିଯିବ।
ହର୍ବଲ ଚାହା:
ହର୍ବଲ ଚାହାରେ ପୋଷାକ ତତ୍ୱ ଭରପୁର ମାତ୍ରାରେ ଥାଏ।ଏହା ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ ହୋଇଥାଏ।ଆପଣ ଗୁଜୁରାତି, ଅଦା, ଡାଲଚୀନ ଚାହାରେ ମିଶାଇ ନେଇପାରିବେ। ହର୍ବଲ ଚାହାର ତାଜା ସ୍ୱାଦ ଆପଣଙ୍କୁ ଭଲ ଲାଗିବ।
ଲିମ୍ବର ପତ୍ର:
ଲିମ୍ବର ପତ୍ର ଔଷଧିୟ ଗୁଣରେ ଭରପୁର ଓ ଏହା ଡେଙ୍ଗୁ ପାଇଁ ବହୁତ ଫାଇଦାଦେଇଥାଏ।ଲିମ୍ବର ପତ୍ର ଭାଇରସର ବିକାଶ ଓ ପ୍ରସାରକୁ ଅଟକାଇବା ପାଇଁ ବହୁତ ସାହାଯ୍ୟ କରିଥାଏ।
ହଳଦୀ:
ହଳଦୀ ଆଣ୍ଟିସେପ୍ଟିକ ଓ ମେଟାବୋଲିଯିମ ବଢାଇଥାଏ।ଡାକ୍ତର ସର୍ବଦା ହଳଦୀ ମିଶା କ୍ଷୀର ପିଇବା ପାଇଁ କହିଥାନ୍ତି।ହଳଦୀ ଜଲ୍ଦି ଭଲ କରିବା ପାଇଁ କାମ କରିଥାଏ।ଯଦି ଆପଣଙ୍କୁ ହଳଦୀ ମିଶା କ୍ଷୀର ପସନ୍ଦ ନୁହେଁ ତ ଆପଣ ହଳଦୀ ମିଶା ପାଣି ପିଇପାରିବେ।
ଅଁଳା:
ଅଁଳା ଆମ ଇମ୍ୟୁନିଟିକୁ ବଢାଇଥାଏ।ଏଥିରେ ଭିଟାମିନ- ଏ ଓ ସି ଥାଏ।ଯାହା କି ପ୍ଲେଟପେଟ ପାଇଁ ବହୁତ ଭଲ ଅଟେ।ଏହା ଆଣ୍ଟିଅକ୍ସିଡେଣ୍ଟରେ ଭରପୁର ହୋଇଥାଏ ଯାହା କୌଣସି ରୋଗକୁ ଜଲ୍ଦି ଠିକ କରିବାରେ ସାହାର୍ଯ୍ୟ କରିଥାଏ।

ଚିକେନ ସୁପ:
ଏପରି ଅନେକ ପ୍ରମାଣ ଅଛି କି ଥଣ୍ଡା ଓ ଫ୍ଲୁ କୁ ଅଟକାଇବା ପାଇଁ ଚିକେନ ସୁପ ବହୁତ କାମ କରିଥାଏ।ଏହା ଶରୀରକୁ ହାଇଡ୍ରେଟ ରଖିବା ସହ ବାୟୁମାର୍ଗର ତାପମାନକୁ ବି ବଢ଼ାଇଥାଏ। ଯାହା ଦ୍ୱାରା ବଲଗମ ଢିଲା ହୋଇଯାଇଥାଏ।
ଡେଙ୍ଗୁ ଜ୍ଵର ସମୟରେ କଣ ଖାଇବା ଅନୁଚିତ:
କିଛି ଖାଦ୍ୟ ଏପରି ମଧ୍ୟ ଅଛି ଯାହା ଡେଙ୍ଗୁ ଜ୍ଵର ପାଇଁ ସବୁଠୁ ଖରାପ ଅଟେ ଯାହାକୁ କି ଖାଇବା ଉଚିତ ନୁହେଁ। ଏହି ଲିଷ୍ଟରେ ଲେଲିଅ ତଥା ତେଲରେ ପ୍ରସ୍ତୁତ ଖାଦ୍ୟ ପ୍ରଦାର୍ଥ , କୈଫିନ, କାର୍ବୋନେଟେଡ଼ ପାନୀୟ , ମସାଲାଯୁକ୍ତ ଖାଦ୍ୟ ଓ କଂଚା ବସଯାଇଥିବା ଖାଦ୍ୟ ସାମିଲ ଅଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।