ରାଜ୍ୟରେ ଆଉ ୭୬ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ।

ରାଜ୍ୟରେ ଆଉ ୭୬ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ, New 76 corona positive case found in odisha today, Nitidina, Odisha, Stay home Stay safe, Corona, Covid-19, News

ରାଜ୍ୟରେ ଆଉ ୭୬ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ।

୭୬ କରୋନା ପଜିଟିଭ ମଧ୍ୟ୍ୟରୁ ୭୪ ଜଣ କ୍ଵାରେଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଆଉ ୨ ଜଣ ଲୋକାଲ କେସ୍ । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛନ୍ତି ।

ନୂଆ ୭୬ ଜଣ ଆକ୍ରନ୍ତଙ୍କ ମଧ୍ୟ୍ୟରୁ ବଲାଙ୍ଗୀର ଜିଲ୍ଲାରୁ ସର୍ବାଧିକ ୧୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲା ଓ ନୂଆପଡା ଜିଲ୍ଲାରୁ ୧୩ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ । କଟକ ଜିଲ୍ଲାରୁ ୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ଗଞ୍ଜାମ ଜିଲ୍ଲାରୁ ୧୦ ଜଣ ଓ ଜଗତସିଂହପୁରରୁ ୬ ଜଣ ଆକ୍ରାନ୍ତ ଚିହ୍ନଟ । ସୁନ୍ଦରଗଡ, ବାଲେଶ୍ୱର ଓ ନୟାଗଡରୁ ୨ ଜଣ ଲେଖାଏଁ ଓ ମୟୁରଭଞ୍ଜରୁ ଜଣେ କରୋନା ପଜିଟିଭ ଚିହ୍ନଟ । ରାୟଗଡା ଜିଲ୍ଲାକୁ ଛାଡି ବାକି ସମସ୍ତ ଜିଲ୍ଲାକୁ କରୋନା ଆତଙ୍କ ମାଡ଼ି ସାରିଛି ।

ଓଡିଶାର କରୋନା ଖବର:

ଆଜି ନୂଆ ୭୬ କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫୯୩ ରେ ପହଁଚିଲା । ରାଜ୍ୟରେ ମୋଟ ଆକ୍ଟିଭ କେସ ୮୫୩ ସୁସ୍ଥ ହୋଇଛନ୍ତି ୭୩୩ ଓ ମୃତ ସଂଖ୍ୟା ୭ ।

ଗଞ୍ଜାମ ଜିଲ୍ଲାରେ ମୋଟ୍ ୩୬୮ କୁ ବୃଦ୍ଧି ହୋଇଛି । ବାଲେଶ୍ୱର ଜିଲ୍ଲାରେ ମୋଟ୍ ୧୩୯ କୁ ବୃଦ୍ଧି ହୋଇଛି ।

ରାଜ୍ୟରେ ଆଉ ୭୬ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ।
ରାଜ୍ୟରେ ଆଉ ୭୬ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ।

ବଲାଙ୍ଗୀର ଜିଲ୍ଲାରେ ମୋଟ୍ ୫୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ ୯୯ କୁ ପହଁଚିଲା କରୋନା ପଜିଟିଭ ଆକ୍ରାନ୍ତ । ନୂଆପଡା ଜିଲ୍ଲାରେ ୧୪ କୁ ବୃଦ୍ଧି ହେଲା କରୋନା ଆକ୍ରାନ୍ତ ସଂଖ୍ୟା । କଟକ ଜିଲ୍ଲାରେ ଆଜି ପୁଣି କରୋନା ଚିହ୍ନଟ । କଟକରେ ମୋଟ୍ ୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ଜଗତସିଂହପୁର ଜିଲ୍ଲାରେ ୪୭ ଜଣ ଆକ୍ରାନ୍ତ ଚିହ୍ନଟ । ସୁନ୍ଦରଗଡରେ ମୋଟ୍ ୩୯ ଓ ନୟାଗଡରେ ୫୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ମୟୁରଭଞ୍ଜରେ ୧୬ କରୋନା ପଜିଟିଭ ଚିହ୍ନଟ ।

ଦେଶର କରୋନା ଖବର:

ଭାରତରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୧,୫୧,୮୩୬ ରେ ପହଁଚିଲା । ୮୩,୨୦୪ ଜଣ ଚିକିତ୍ସାଧୀନରେ ଅଛନ୍ତି ଏବଂ ୬୪,୨୭୭ ଜଣ ଭଲ ହୋଇ ଘରକୁ ଫେରିଥିବା ବେଳେ ୪.୩୪୪ ଜଣଙ୍କର ମୃତ୍ୟୁ ହୋଇଛି । ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପଢିବା ପାଇଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ, ଏହି ପୋଷ୍ଟକୁ ଅଧିକ ଅଧିକ ସେୟାର କରନ୍ତୁ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *