ନିର୍ବାଚନ ଆୟୋଗ କେଦ୍ରୀୟ ପ୍ରତ୍ୟକ୍ଷ କରି ବୋର୍ଡକୁ କହିଛନ୍ତି କି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ତାଙ୍କ ପୁଅ ଓ ସୁବେରେ କବିନା ମନ୍ତ୍ରୀ ଆଦିତ୍ୟ ଠାକରେଙ୍କ ନିର୍ବାଚନ କାଗଜନାମା ଯାଞ୍ଚ କରନ୍ତୁ । ଏହି ଦୁଇ ଜଣଙ୍କ ନାମରେ ଫର୍ଜୀ ଏଫେଡବେଟ ଫାଇଲ କରିବାର ଅଭିଯୋଗ ଅଛି । ସୂତ୍ର ଅନୁସାରେ, ସିବିଡିଟିକୁ କୁହାଯାଇଛି ସେ ଏହି ତିନି ରାଜନେତାଙ୍କ ଦ୍ଵାରା ନିର୍ବାଚନ କାଗଜନାମାରେ ଦିଆଯାଇଥିବା ସମ୍ପତି ଓ ଦାୟୀତ୍ୱକୁ ସବିଶେଷ ସତ୍ୟ ତଥ୍ୟ ଯାଞ୍ଚ କରନ୍ତୁ ।
ନିର୍ଵାଚନ ଆୟୋଗର ଅଧିକାରୀ କହିଛନ୍ତି କି,ଏହି ଅଭିଯୋଗ ମାସକ ଆଗରୁ ଆସିଥିଲା । ପରେ ଏହି ବିଷୟରେ ରିମାଇଣ୍ଡର ମଧ୍ୟ ପଠାଯାଇଥିଲା । ଆପଣ ମାନଙ୍କୁ କହିଦେବୁ କି ନିର୍ବାଚନ କାଗଜନାମାରେ ଜଣେ ଇଛାକାରୀ ନିଜର ଅପରାଧୀକ ପୃଷ୍ଠଭୂମି, ସମ୍ପତ୍ତି, ଦେୟକାରୀ ଓ ଶିକ୍ଷିତ ଯୋଗ୍ୟତାକୁ ସ୍ପଷ୍ଟ କରନ୍ତି । ୨୦୧୩ ରେ ନିର୍ବାଚନ ଆୟୋଗ ସବୁ ଇଚ୍ଛାକାରୀଙ୍କ ତରଫରୁ ଦିଆଯାଇଥିବା ଲିଖିତନାମାର ଯାଞ୍ଚ ସିବିଡ଼ିଟି କରିବ ଏହି ନିୟମ ହୋଇଥିଲା ।

ଆରୋପ ସତ ଥିଲେ ହେବ ୬ମାସର ଜେଲ:
ନିର୍ଵାଚନ ଆୟୋଗର କାର୍ଯ୍ୟ କରିବା ପାଇଁ ସିବିଡ଼ିଟିଠାରୁ ଅପଡେଟକୁ ଅପେକ୍ଷା କରିଛି । ଯଦି ନେତାଙ୍କ ନାମରେ ଲଗାଯାଇଥିବା ଅଭିଯୋଗ ପ୍ରଥମ ଦୃଷ୍ଟିରୁ ସତ ହୁଏତ ରିଫ୍ରେଜଟେସନ ଅଫ ପିପୁଲ ଆକ୍ଟର ଧାରା ୧୨୫ ରେ ସିବିଡ଼ିଟି କେସ କରିପାରେ । ଏହି ଧାରା ଅନୁସାରେ ୬ ମାସର ଜେଲ କିମ୍ବା ଜୋରିମାନା ଅଥବା ଦୁଇଟା ଯାକ ହୋଇପାରେ ।
ଶରଦ ପୱାରଙ୍କ ଝିଅଙ୍କ ଉପରେ ମଧ୍ୟ ଭୁଲ ତଥ୍ୟ ଦେବାର ଅଭିଯୋଗ ରହିଛି:
ଉଦ୍ଧବ ଓ ଆଦିତ୍ୟ ଠାକରେଙ୍କୁ ଛାଡି ଶରଦ ପୱାରଙ୍କ ଝିଅ ଏନସିପି ସାଂସଦ ସୁପ୍ରିୟା ସୁଲେ ଓ ଗୁଜୁରାଟର ବିଧାୟକ ନାଥାଭାଇ ଏ ପଟେଲଙ୍କ ବିରୁଦ୍ଧରେ ବି ନିର୍ବାଚନ କାଗଜନାମାରେ ସମ୍ପତ୍ତି ଓ ଦେୟକାରୀର ଭୁଲ ତଥ୍ୟ ଦେବାର ଅଭିଯୋଗ ରହିଛି ।

ଆପଣ ମାନଙ୍କୁ କହିଦେବୁ ଯେ ଅଭିଯୋଗକାରୀ ନିଜ କଥାକୁ ପ୍ରମାଣ କରିବା ପାଇଁ କେତେକ ଦସ୍ତାବିଜ ମଧ୍ୟ ନିର୍ବାଚନ ଆୟୋଗଙ୍କୁ ଦେଇଛନ୍ତି । ନିର୍ବାଚନ ଆୟୋଗ ଏହାର ଯାଞ୍ଚ କରିବା ପାଇଁ ସିବିଡ଼ିଟିଙ୍କ ପାଖକୁ ପଠାଇ ଦେଇଛନ୍ତି ।
ସେହିପରି ସିବିଡ଼ିଟିର ଯାଞ୍ଚର ରିପୋର୍ଟ ଆଧାରରେ ନିର୍ବାଚନ ଆୟୋଗ ଆଗାମୀ କାର୍ଯ୍ୟ କରିବ । ଆଉ ଯଦି ଏହି ନେତାମାନେ ଦୋଷୀ ହେଲେ ତେବେ ତାଙ୍କ ପ୍ରତି ସଙ୍କଟ ବଢିଯିବ । ତେବେ ମାମଲା ବହୁତ ଜଟିଳ ହେଲେ ଏହାର ସମାଧାନ ଜଲଦି ରୁ ଜଲଦି ହେବ ବୋଲି ଆଶା କରାଯାଉଅଛି ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।