ଉମରାନଙ୍କୁ ଟିମରେ ସ୍ଥାନ ଦେଲେନି ଏହି ଖେଳାଳି, ଜୋର ଧରିଲା ଖବର! ପଢ଼ନ୍ତୁ ପୁରା ଖବର

ଉମରାନ ମଲ୍ଲିକ ଏହି ନାମ ପ୍ରାୟ କାହାକୁ ଅଜଣା ନୁହେଁ।ସେ ଚଳିତ ବର୍ଷ ନିଜର ସୁନ୍ଦର ବୋଲିଂ କରି ଚଳିତ ବର୍ଷ ଆଇପିଏଲରେ ନିଜର ନାମ ସୃଷ୍ଟି କରିଛନ୍ତି। କେବଳ ଭାରତର ପୂର୍ବତନ ତାରକା ଖେଳାଳି ନୁହେଁ ବରଂ ଅନ୍ୟ ଦେଶର ତାରକା ଖେଳାଳି ମାନେ ମଧ୍ୟ ତାଙ୍କର ଖୁବ ପ୍ରସାଦ କରିଛନ୍ତି। କିନ୍ତୁ ଭାରତର ଏପରି ଏକ ଖେଳାଳି ଅଛନ୍ତି ଯିଏକି ଚଳିତ ବର୍ଷ ଆଇପିଏଲରୁ ସବୁଠାରୁ ଭଲ ଦ୍ରୁତଗାମୀ ବୋଲର ମାନଙ୍କ ନିଜର ଏକ ଦଳ ପ୍ରସ୍ତୁତ କରିଛନ୍ତି ଯିଏକି ନିଜର ଦଳରେ ଉମରାନ ମଲ୍ଲିକଙ୍କୁ ସାମିଲ କରି ନାହାନ୍ତି।ଆସନ୍ତୁ ଜାଣିବା ସେ ଖେଳାଳି କିଏ ଏବଂ ସେ ଉମରାନ ମଲ୍ଲିକଙ୍କ ବିଷୟରେ କଣ କହିଛନ୍ତି।

Google

ଭାରତର ୱିକେଟ କିପର ବ୍ୟାଟ୍ସମ୍ୟାନ୍ ଦିନେଶ କାର୍ତ୍ତିକ ନିଜର ଦ୍ରୁତଗାମୀ ବୋଲର ମାନଙ୍କ ଲିଷ୍ଟ ପ୍ରସ୍ତୁତ କରିଛନ୍ତି ଯିଏକି ନିଜର ଦଳରେ ଉମରାନ ମଲ୍ଲିକଙ୍କୁ ସ୍ଥାନ ନେଇଛନ୍ତି।ପୂର୍ବରୁ ବହୁତ ଖେଳାଳି ମାନେ ମଧ୍ୟ ଉମରାନ ମଲିକଙ୍କ ତାଙ୍କ ଲାଇନ ପାଇଁ ଅନେକ ପ୍ରଶ୍ନ କରିଛନ୍ତି। ଦିନେଶ କାର୍ତ୍ତିକ ପ୍ରଥମେ ପଞ୍ଜାବର ଅର୍ଶଦିପ ସିଂହକୁ ସ୍ଥାନ ଦେଇଛନ୍ତି ସେ କହିଛନ୍ତି କାର୍ତ୍ତିକ କହିଛନ୍ତି ଅର୍ଶଦିପ ହେଉଛନ୍ତି ଅତ୍ୟନ୍ତ ସୁନ୍ଦର ବୋଲର ଯିଏକି ବହୁତ ଭଲ ବୋଲିଂ କରୁଛନ୍ତି ସେ ଭଲ ଲାଇନରେ ବଲ ପକାଇବା ସହ ୟାର୍କର ମଧ୍ୟ ପକାଉଛନ୍ତି। ସେ ଭବିଷ୍ୟତକୁ ବହୁତ ଭଲ ବୋଲର ହେବ।ତାଙ୍କ ଦଳରେ ତାରକା ଖେଳାଳି କାଗିସୋ ରବାଡ଼ା ଥିଲେ ମଧ୍ୟ ସେ ବହୁତ ଭଲ ପ୍ରଦର୍ଶନ କରୁଛନ୍ତି।

ସେ ଏହା ପରେ ଗୁଜରାଟର ୟସ ଦୟାଲ ଏବଂ ଲକ୍ଷନୌର ମୋହସିନ ଖାନ ତାଙ୍କୁ ସ୍ଥାନ ଦେଇଛନ୍ତି।ସେ କହିଛନ୍ତି ୟସ ହେଉଛନ୍ତି ଅତ୍ୟନ୍ତ ଉଚ୍ଚ କୋଟିର ବୋଲର ସେ ଚଳିତ ବର୍ଷ ବହୁତ ଭଲ ବୋଲିଂ କରୁଛନ୍ତି।ଏହା ପରେ ମୋହସିନ ଖାନଙ୍କ ବିଷୟରେ ସେ କହିଛନ୍ତି କି ସେ ଦଳରେ ଡେରିରେ ସ୍ଥାନ ପାଇଥିଲେ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଛନ୍ତି।ସେ ପ୍ରତ୍ୟେକ ମ୍ୟାଚରେ ୬ରୁ କମ ରନ ଦେଇଛନ୍ତି।

ତେଣୁ ଏଥିରୁ ଉମରାନ ମଲ୍ଲିକଙ୍କୁ ଏହା ଶିଖିବା ଦରକାର କି କେବଳ ୧୫୭ କିମି ବେଗରେ ବଲ ପକାଇବା ଆବଶ୍ୟକ ନୁହେଁ ଏଥି ପାଇଁ ଠିକ ଲାଇନରେ ବଲ ପକାଇବା ଆବଶ୍ୟକ।କେବଳ ଠିକ ଲାଇନରେ ବଲ ପକାଇବା ଦ୍ଵାରା ହିଁ ସେ ନିଜ ଦଳକୁ ଜିତାଇବା ସହ ଭାରତୀୟ ଦଳ ପାଇଁ ଉପୋଯୋଗୀ ସାବ୍ୟସ୍ତ ହୋଇ ପାରିବେ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *