ଟାଇଟାନିକ ଦୁନିଆର ସବୁଠାରୁ ବଡ଼ ଓ ସୁନ୍ଦର ଜାହାଜ ଥିଲା। ଏହି ଜାହାଜ ବିଷୟରେ କୁହାଯାଉଥିଲା କି ଏହା କେବେ ବୁଡିବ ନାହିଁ,ହେଲେ ପ୍ରକୃତିକୁ କିଛି ଅନ୍ୟ ସୂଚୀ ଥିଲା। ଯେବେ ୧୪-୧୫ ଏପ୍ରିଲ ୧୯୧୨ ରାତିକୁ ବ୍ରିଟିଶ ଜାହାଜ ଟାଇଟାନିକ ବରଫ ପାହାଡ଼ ସହ ଧକ୍କା ହୋଇ ଆଟଲାଣ୍ଟିକ ସାଗରରେ ବୁଡ଼ିଗଲା। ଯାହାର ମଲବେକୁ ୧୯୮୫ରେ ଖୋଜା ପଡିଲା।

ଏବେ ଟାଇଟାନିକ ପ୍ରେମୀଙ୍କ ପାଇଁ ଭଲ ଖବର ରହିଛି,ଯିଏ ଟାଇଟାନିକର ମାଲବେକୁ ନିଜ ଆଖିରେ ଦେଖିବାକୁ ଚାହୁଁଛନ୍ତି। ଏବେ ଆପଣ ନିଜେ ଟାଇଟାନିକର ମାଲବେକୁ ଦେଖିପାରିବେ। ହେଲେ ଏଥିପାଇଁ ଆପଣଙ୍କୁ ପାଖାପାଖି ୯୩ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡିବ। ଏହା ସମୁଦ୍ର ଉପରି ଭାଗରୁ ପାଖାପାଖି ୧୨,୪୬୭ ଫୁଟ ତଳକୁ ଯାତ୍ରା ଅଟେ।
ପାଣିର ତଳ ଦୁନିଆକୁ ଖୋଜିଥିବା ଏକ କମ୍ପାନୀ ଟାଇଟାନିକ ସର୍ଭେ ଏକ୍ସପେଡିସନ,୨୦୨୧ ପ୍ରୋଜେକ୍ଟର ଘୋଷଣା କରିଛନ୍ତି। ଏହି ପରିପେକ୍ଷିରେ ଲୋକଙ୍କୁ ଟାଇଟାନିକର ମଲବେ ବୁଲିବାକୁ ନିଆଯିବ।
ଫୋକ୍ସ ନ୍ୟୁଜ ଅନୁସାରେ,ଓସନଗେଟ ଏକ୍ସପେଡିସନର ପ୍ରୋଜେକ୍ଟ ପାଣି ଭିତରେ ଟାଇଟାନିକ ମାଲବେର ଖୋଜା ଓ ରିସର୍ଚ୍ଚ ପାଇଁ ‘ନାଗରିକ ବିଶେଷଜ୍ଞ’କୁ ‘ମିଶନ ବିଶେଷଜ୍ଞ’ରୂପରେ ପ୍ରଶିକ୍ଷିତ କରିବା। ଓସନଗେଟ ଅନୁସାରେ,ଏହି ମିଶନର ବିଶେଷଜ୍ଞ ଯାହାଙ୍କୁ ବିଶେଷଜ୍ଞତାରେ ସାମିଲ କରିବାକୁ ସ୍ୱୀକାର କରାଯିବ,ସେ ନାଗରିକ ବୈଜ୍ଞାନିକ ଓ ଖୋଜିବାଲୋକ ଙ୍କ ମଲବେ ଜାଗାକୁ ନେଇଯିବାରେ ମହତ୍ୱପୂର୍ଣ୍ଣ ଭୂମିକା ଲିଭେଇବେ।
ପ୍ରଥମ ସିଡ୍ୟୁଲର ଉଦ୍ଘାଟନ ଜୁଲାଇ ମାସ ମଧ୍ୟରୁ ଆରମ୍ଭ ହୋଇ ମେ ଶେଷ ପର୍ଯ୍ୟନ୍ତ ଚାଲିବ ଓ ଏଥିପାଇଁ ୬ ମିଶନ ନିର୍ଧାରିତ ହୋଇଛି। ପ୍ରତ୍ୟେକ ମିଶନ ୧୦ ଦିନ ପର୍ଯ୍ୟନ୍ତ ଚାଲିବ ଓ ଏଥିରେ ୫ ପନ୍ନଡୁବି ଗୋତାଖୋର୍ ସାମିଲ ହେବେ। ଯେଉଁ ନାଗରିକ ବୈଜ୍ଞାନିକ ଓ ଖୋଜିବା ଲୋକ ମଲବେ ପାଖକୁ ନେଇଯିବେ।ଓସନଗେଟ ଅନୁସାରେ,ସିରିଜର ଆଉ ଏକ ସେଟ,ଗ୍ରୀଷ୍ମ ଦିନେ ୨୦୨୨ ରେ ଚାଲିବ।
ଫୋକ୍ସ ନ୍ୟୁଜ ଅନୁସାରେ ପ୍ରତ୍ୟେକ ମିଶନ ଯିବା ପାଇଁ ୯ ଯୋଗ୍ୟ ବୈଜ୍ଞାନିକଙ୍କୁ ମଞ୍ଜୁରୀ ଦିଆଯିବ। ୫ ଲୋକଙ୍କ ଉପରେ କେବଳ ୩ “ମିଶନ ବିଶେଷଜ୍ଞ”ଙ୍କ ଅନୁମତି ମିଳିବ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।