ଜାତିସଂଘର ଶାଖା ଦେଲା ଚେତାବନୀ-୨୦୨୦ ଠାରୁ ବି ଅଧିକ ଖରାପ ହେବ ୨୦୨୧, ପଡିବ ଭୀଷଣ ଅକାଳ । ଜାଣନ୍ତୁ ସମ୍ପୂର୍ଣ ଖବର ।

United Nations branch warns 2021 will be worse than 2020 severe famine will happen

ସାରା ଦୁନିଆରେ ଏହି ସମୟରେ ସମ୍ପୂର୍ଣ ଦୁନିଆ କୋରନା ମହାମାରୀ ସହ ସଙ୍ଘର୍ଷ କରୁଛି। ଏ ପର୍ଯ୍ୟନ୍ତ କୋରନାର ପ୍ରକୋପ ସରିନାହିଁ। ସେପଟେ ଆଉ ଏକ ବିପଦ ଘୁରିବୁଲୁଛି।ହଁ ଆଜ୍ଞା,ସାରା ଦୁନିଆରେ ନେତାମାନଙ୍କୁ ସଂଯୁକ୍ତ ରାଷ୍ଟ୍ରକୁ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ମୁଖ୍ୟ ଡେବିଡ଼ ବେସ୍ଲି ଆଗାମୀ ବିପଦକୁ ନେଇ ଚେତାଇଛନ୍ତି। ତାଙ୍କ କହିବା କଥା କି ୨୦୨୦ ତୁଳନାରେ ୨୦୨୧ ଆହୁରି ଅଧିକ ଖରାପ ହେବାର ବର୍ଷ ହେବ। କୋଟି କୋଟି ଡ଼ଲାର ବିନା ଆମେ ବହୁତ ଖରାପ ଭାବରେ ଖାଦ୍ୟ ମରୁଡିକୁ ସହିବାକୁ ବାଧ୍ୟ ହେବା ।

Google

ଡେବିଡ଼ ବେସ୍ଲି ଆସୋସିଏଟେଡ଼ ପ୍ରେସରେ ଦେଇଥିବା ଏକ ଇଣ୍ଟରଭିୟୁରେ କହିଲେ କି ନାରବୋଜିୟନ ନୋବେଲ ସମିତି ଏହି କାମକୁ ଦେଖୁଥିଲେ,ଯେଉଁ ସଂଘଠନ ସବୁଦିନ ସଂଘର୍ଷ ,ଅସୁବିଧାରେ ଥିବା ଓ ଶରଣାର୍ଥୀ ଶିବିରରେ କରିଥାଏ। ପ୍ରାୟତଃ କର୍ମଚାରୀମାନଙ୍କୁ ଲକ୍ଷ ଲକ୍ଷ ଭୋକିଲା ଲୋକମାନଙ୍କୁ ଖାଦ୍ୟ ଖୁଆଇବା ପାଇଁ ଜୀବନକୁ ବିପଦରେ ପକାଇ ପଠେଇବାକୁ ପଡିଥାଏ। ଦୁନିଆକୁ ସନ୍ଦେଶ ଦିଆଗଲା କି ତାର ପରିସ୍ଥିତି ଖରାପ ଅଛି ଏବଂ କଠିନ ସମୟ ଆସିବାକୁ ଏବେ ବାକି ଅଛି।

ଖାଦ୍ୟ ମରୁଡ଼ିର ଶିକାର ହେବ ଦୁନିଆ:

ଏପ୍ରିଲରେ ବେସ୍ଲି ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦକୁ ଦିଆଯାଇଥିବା ଚେତାବନୀ ଭାବି କରି କହିଲେ କି ଯେତେବେଳେ ଦୁନିଆ କୋରନା ଭାଇରସ୍ ମହାମାରୀ ସହ ସଙ୍ଘର୍ଷ କରୁଥିଲେ,ଦୁନିଆ ଭୋକର ମହାମାରୀର ଅବସ୍ଥାରେ ସେତେବେଳେ ବି ଥିଲା। ତାହା ଉପରେ ତତ୍କାଳୀନ କାର୍ଯ୍ୟ ନ ହେବା ଦ୍ୱାରା କିଛି ମାସ ଭିତରେ ହିଁ ଏହା ବାଇବେଲରେ କୁହାଯାଇଛି ଅକାଳ ଯେପରି କେତେ ଅକାଳଙ୍କୁ ଜନ୍ମ ଦେଇପାରେ।

ସେ କହିଲେ କି ଆମେ ଏହି ୨୦୨୦ କାଟିବାକୁ ସକ୍ଷମ ଥିଲେ,କାହିଁକିନା ବୈସ୍ୱିକ ନେତାଗୁଡିକ ଟଙ୍କା,ପ୍ରୋତ୍ସାହନ ପ୍ୟାକେଜ,ଋଣର ଅସ୍ୱୀକୃତି ସହିତ ପ୍ରତିକ୍ରିୟା ଦେଇଥିଲେ। ବେସ୍ଲି କହିଲେ,’ସାରା ଦୁନିଆରେ କୋରନା ଭଇରରସ୍ ସଂକ୍ରମଣ ପୁଣିଥରେ ବଢ଼ୁଅଛି। ବିଶେଷ ରୂପରେ ନିମ୍ନ ଏବଂ ମଧ୍ୟମ ଆୟ ଭଳି ଦେଶରେ ଅର୍ଥବ୍ୟବସ୍ଥା ବିଗିଡିବାରେ ଲାଗିଛି । ପୁଣିଥରେ ଲକଡାଉନ ଭଳି ପରିସ୍ଥିତି ଉପୁଜୁଛି।

Google

ସେ କହିଲେ କି ଯେଉଁ ଧନ ୨୦୨୦ରେ ଉପଲବ୍ଧ ଥିଲା,ତାହା ୨୦୨୧ରେ ଉପଲବ୍ଧ ହେବ ନାହିଁ। ସେ ନୋବେଲର ବ୍ୟବହାର ନେତାମାନଙ୍କ ସହ ବ୍ୟକ୍ତିଗତ ରୂପରେ ମିଳିବା ଓ ସଂଶୋଧନ ସହିତ କଥା ହେବା ଏବଂ ଏହି ଦୁଃଖଦ ଘଟଣା ଭୁଲିବା ଉପାୟରେ ଚର୍ଚ୍ଚା ପାଇଁ କରୁଛନ୍ତି।

କୋଟି କୋଟି ଲୋକ ହୋଇପାରନ୍ତି ଖାଦ୍ୟ ମରୁଡିର ଶିକାର:-

ବେସ୍ଲିଙ୍କ କହିବା କଥା କି ବିଶ୍ୱ ଖାଦ୍ୟ ପ୍ରୋଗ୍ରାମ ଖାଦ୍ୟ ମରୁଡି ଯେପରି ଅକାଳକୁ ରୋକିବା ପାଇଁ ଆଗତ ବର୍ଷ ୫ କୋଟି ଡ଼ଲାରର ଆବଶ୍ୟକତା ହେବ। ଏହା ସହିତ ପୂରା ବିଶ୍ୱରେ ୧୦ କୋଟି ଡ଼ଲାର ଟଙ୍କାର ଆବଶ୍ୟକ ପଡିବ। ଯେଉଁଥିରୁ କୁପୋଷିତ ଥିବା ପିଲା ଏବଂ ବିଦ୍ୟାଳୟର ମଧ୍ୟାନଭୋଜନ ପାଇଁ ସଂଘଠନକୁ ବୈସ୍ୱିକ କାର୍ଯ୍ୟକ୍ରମର ସଠିକ ଭାବରେ କରାଯାଇପାରିବ। ବେସ୍ଲି କହିଥିଲେ କି ୧୩.୫ କୋଟି ଲୋକମାନେ ଖାଦ୍ୟ ମରୁଡ଼ିର ସାମ୍ନା କଲେ। ବିଶ୍ୱ ଖାଦ୍ୟ ପ୍ରୋଗ୍ରାମର ଗୋଟିଏ ବିସ୍ଲେଷଣରୁ ଜଣା ପଡ଼ିଛି କି ୨୦୨୦ର ଶେଷ ପର୍ଯ୍ୟନ୍ତ ଆହୁରି ୩୦କୋଟି ଲୋକ ଖାଦ୍ୟ ମରୁଡ଼ିର ଶିକାର ହୋଇପାରନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *