ବାଇଡେନ ଉପରାଷ୍ଟ୍ରପତି ଥିଲା ବେଳେ ୨୦୧୩ ମସିହାରେ ଭାରତ ଆସିଥିଲେ । ମୁମ୍ବାଇରେ ଭାଷଣ ଦେଲା ବେଳେ ସେ ଏହି ସମୟରେ କହିଥିଲେ କି ୧୯୭୨ରେ ଯେବେ ସେ ପ୍ରଥମ ଥର ପାଇଁ ସିନେଟର ସଦସ୍ୟ ବନିଥିଲେ ସେତେବଳେ ତାଙ୍କୁ ମୁମ୍ବାଇରେ ଏକ ବାଇଡେନ ପତ୍ର ମିଳିଥିଲା।

ବାଇଡେନ ଡେମୋକରେଟିକଁ ଆଶାୟୀ ଆମେରିକାର ୪୬ ତମ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି। ସେ ପୁର୍ବ ରାଷ୍ଟ୍ରପତି ତଥା ରିପ୍ଲବୀକ ଆଶାୟୀ ଟ୍ରମ୍ପଙ୍କୁ ହରାଇଛନ୍ତି। ଏହା ଆମେରିକାୟ ମିଡ଼ିଆର ରିପୋର୍ଟ ଅଟେ। ବାଇଡେନଙ୍କ ବିଷୟରେ ଲୋକମାନେ ବହୁତ କାଠ ଇଣ୍ଟରନେଟରେ ଯାଞ୍ଚ କରୁଛନ୍ତି। ମାତ୍ର ତାଙ୍କ ବିଷୟରେ କିଛି କଥା ଯାହା ବହୁତ ଅଳ୍ପ ଲୋକଙ୍କୁ ଜଣାଥିବା।
ଭାରତ ସହ ବାଇଡେନଙ୍କ ମଧ୍ୟ କନେକ୍ସନ ଅଛି। ସେ ନିଜେ ଏହାର ପରଦାଫାସ କରିଥିଲେ । ଉପରାଷ୍ଟ୍ରପତି ବେଳେ ସେ ୨୦୧୩ରେ ଭାରତ ଆସିଥିଲେ। ସେ ଏହି ସମୟରେ ମୁମ୍ବାଇରେ ଭାଷଣ ଦେଲା ସମୟରେ ଏହାର ଖୁଲାସା କରିଥିଲେ ଯେ ୧୯୭୨ରେ ଯେବେ ସେ ପ୍ରଥମ ଥର ପାଇଁ ସିନେଟର ସଦସ୍ୟ ବନିଥିଲେ ସେତେବଳେ ତାଙ୍କୁ ମୁମ୍ବାଇରେ ଏକ ବାଇଡେନ ପତ୍ର ମିଳିଥିଲା।
ମୁମ୍ବାଇର ବାଇଡେନ ତାଙ୍କୁ କହିଥିଲେ ଯେ ଦୁଇ ବାଇଡେନଙ୍କ ପୂର୍ବଜ ଏକା ଅଟନ୍ତି ଏହା ବାଇଡେନ କହିଥିଲେ। ଏହି ପତ୍ର ଏହା ଦର୍ଶାଏ ଯେ ୧୮ଶତାବ୍ଦୀରେ ଇଷ୍ଟ ଇଣ୍ଡିଆ କମ୍ପାନୀରେ ଦୁଇ ପୂର୍ବଜ କାମ କରୁଥିଲେ। ସେ କହିଲେ ଯେ ସେ ଦୁଃଖିତ ଯେ ସେ ସମ୍ପୂର୍ଣ୍ଣ ଭାବରେ ତଥ୍ୟ ଲଗାଇପାରିଲେନି।
୨୦୧୫ରେ ମଧ୍ୟ ସେ ଭାରତ ସହ କନେକ୍ସନ ବିଷୟରେ କହିଥିଲେ। ଉଆସିଙ୍ଗଟନରେ ଇଣ୍ଡୋ-ୟୁଏସ ଫୋରମ ବୈଠକରେ ସେ କହିଲେ ସମ୍ଭବତଃ ତାଙ୍କ ପୂର୍ବଜ ଏକ ଭାରତୀୟ ମହିଳାଙ୍କୁ ବିବାହ କରିଥିଲେ, ଯାହାଙ୍କ ପରିବାର ଏବେ ମଧ୍ୟ ସେଠାରେ ଅବସ୍ଥିତ ଅଟେ। ଯାହା ଏକ ବଡ଼ କଥା।

ବବାଇଡେନ ଶେଷନାମର ୫ ଜଣ ଲୋକଥିଲେ ବୋଲି ବାଇଡେନ କହିଥିଲେ ଏବଂ ଯାହାଙ୍କ ବିଷୟରେ ପତ୍ରକାର ତାଙ୍କୁ ବିବରଣୀ ଦେଇଥିଲେ। ବାଇଡେନ ଏହା ମଧ୍ୟ କହିଥିଲେ ଯେ ସେ ଭାରତରେ ମଧ୍ୟ ନିର୍ବାଚନ ଲଢ଼ିପାରିବେ।
୨୦ ନଭେମ୍ବର ୧୯୪୨ରେ ଜନ୍ମିତ ବାଇଡେନ ୭୮ ବର୍ଷରେ ରାଷ୍ଟ୍ରପତି ପଦରେ ଶପଥ ଗ୍ରହଣ କରିବେ। ୧୯୭୨ରେ ବଛା ଯାଇଥିବା ସିନେଟ ପାଇଁ ମଧ୍ୟ ସେ ବଛା ଯାଇଥିଲେ। ସେ ୬ଥର ଏବେ ପର୍ଯ୍ୟନ୍ତ ସିନେଟର ରହିଛନ୍ତି।
ଉପରାଷ୍ଟ୍ରପତି ମଧ୍ୟ ରହିସାରିଛନ୍ତି ୨ଥର :
୨୦୦୮ ମସିହା ଏବଂ ୨୦୧୬ମସିହା ରେ ଦୁଇଥର ବାଇଡେନ ଉପରାଷ୍ଟ୍ରପତି ରହିଛନ୍ତି। ସେ ଓବାମାଙ୍କ ପାଖ ଲୋକ। ଏହି ନିର୍ବାଚନରେ ମଧ୍ୟ ଓବାମା ତାଙ୍କୁ ବହୁତ ସାହାଯ୍ୟ କରୁଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।