ଧାବକ ଭାବରେ କୀର୍ତ୍ତିମାନ ଅର୍ଜନ କରିଥିବା ଉସିଆନ ବୋଲଟ ଖେଳିବେ IPL! ଗେଲ ଏବଂ ରସେଲଙ୍କ ପରେ ବୋଲଟ ବନିବେ କ୍ରିକେଟ ସୁପରଷ୍ଟାର?

ଜମାଇକାର ଧାବକ ଉସିଆନ ବୋଲଟ ଖେଳ ଦୁନିଆର ଏକ ବଡ଼ ନାମ। ସେ ଫିଲ୍ଡ ଦୁନିଆରେ ନିଜ ପ୍ରତିଭା ଦ୍ଵାରା ବହୁତ ନାମ କମାଇଛନ୍ତି। ୩୫ ବର୍ଷୀୟ ଏହି ଧାବକ ସେହି ଖେଳାଳିଙ୍କ ମଧ୍ୟରୁ ଜଣେ ଯିଏକି ଜୀବନରେ ସବୁ ଜାଗାରେ ନିଜକୁ ଅଧିକ ଭଲ କରିଚାଲିଛନ୍ତି। ୮ଥର ଅଲମ୍ପିକରେ ଗୋଲ୍ଡ ମେଡାଲ ଜିତିଥିବା ବୋଲଟ ଜଣେ ପ୍ରସିଦ୍ଧ ଆଥଲିଟସ ଅଟନ୍ତି। କିନ୍ତୁ ଆଥଲିଟକ୍ସ ତାଙ୍କର ପ୍ରଥମ ଭଲ ପାଇବା ନଥିଲା। ସେ କ୍ରିକେଟକୁ ଅଧିକ ଭଲ ପାଆନ୍ତି ତେଣୁ ସେ ଏବେ କ୍ରିକେଟ କ୍ୟାରିଅର ପ୍ରତି ଧ୍ୟାନ ଦେଉଛନ୍ତି। ସେ ଆଇପିଏଲ ଖେଳାଳିବାକୁ ଇଛୁକ ଅଛନ୍ତି।

Google

ଭାରତର ପ୍ରସିଦ୍ଧ ଟି-୨୦ ଲିଗ ଆଇପିଏଲ ସାରା ଦୁନିଆରେ ପ୍ରସିଦ୍ଧ। କ୍ରିସ ଗେଲ ଓ ଆନ୍ଦ୍ର ରସଲଙ୍କ ପରି ଜମାଇକା ଖେଳାଳି ଆଇପିଏଲର ବଡ଼ ନାମ ଅଟନ୍ତି। ସେହିପରି ଉସିଆନ ବୋଲଟ ମଧ୍ୟ ଟି-୨୦ ମ୍ୟାଚକୁ ଭଲ ସେ ଜାଣନ୍ତୁ ଓ ଖେଳିବାକୁ ଚାହାନ୍ତି। ଇଣ୍ଡିଆନ ଟାଇମ୍ସ ଖବରରେ କଥାବାର୍ତ୍ତାରେ ସମୟରେ ବୋଲଟ କହିଛନ୍ତିକି ସେ ଆଇପିଏଲ ଖେଳିବାକୁ ଚାହାନ୍ତି।

ଏହା ପଚରାଯିବା ଦ୍ଵାରା କି କଣ ସେ ଆଇପିଏଲର ଆଗାମୀ ବର୍ଷ ୨୦୨୨ରେ ଭାଗ ନେବାକୁ ଚାହିଁବେ ବୋଲଟ କହିଥିଲେ,”ନିଶ୍ଚିତ ରୂପରେ ମୁଁ ନିଜେ ପ୍ରଶିକ୍ଷଣ ପ୍ରାପ୍ତ କରିବି। ମୁଁ ଫିଟ ହୋଇଯିବି ଓ ପ୍ରସ୍ତୁତ ହୋଇଯିବି। ସେହି ସମୟରେ ଜମାଇକାରେ ଦୁଇଟି ମୁଖ୍ୟ ଖେଳ ଥିଲା ଫୁଟବଲ ଓ କ୍ରିକେଟ। ମୁଁ କ୍ରିକେଟର ବଡ଼ ପ୍ରସଂସକ ଥିଲି କାରଣ ମୋ ବାପା ଏହାର ପ୍ରସଂସକ ଥିଲେ। ସେ ଏହାକୁ ପ୍ରତିଦିନ ଦେଖୁଥିଲେ। ଆପଣଙ୍କୁ ମୌକା ମିଳୁଥିଲା ଆପଣ ସବୁ ଟିମକୁ ଖେଳୁଥିବାର ଦେଖିବେ ସେଥିପାଇଁ ମୁଁ କ୍ରିକେଟ ଦେଖି ବଡ଼ ହୋଇଛି”।

Google

୨୦୧୭ରେ ଟ୍ରାକ ଆଣ୍ଡ ଫିଲ୍ଡରୁ ଅବସର ନେଇଥିବା ବୋଲଟ ଓ କ୍ରିକେଟ ପ୍ରତି ତାଙ୍କ ଭଲପାଇବା ଖାସ ଅଟେ। ବୋଲଟ କହିଛନ୍ତି ,”ଯେବେ ମୁଁ ଛୋଟ ଥିଲି ମତେ ପାକିସ୍ତାନ କ୍ରିକେଟ ଟିମ ପସନ୍ଦ ଥିଲା। ୱକାର ୟୁନିସ ପାକିସ୍ତାନର ସର୍ବଶ୍ରେଷ୍ଠ ବୋଲରଙ୍କ ମଧ୍ୟରୁ ଜଣେ ଥିଲେ। ମୁଁ ମଧ୍ୟ ଜଣେ ବୋଲର ଥିଲି ତେଣୁ ତାଙ୍କୁ ଦେଖି ମତେ ବହୁତ ଖୁସି ଲାଗୁଥିଲା। ମୁଁ ବଡ଼ ହେବା ପର୍ଯ୍ୟନ୍ତ ପାକିସ୍ତାନର ପ୍ରସଂସକ ଥିଲି। ପରେ ମୁଁ ଦେଖିଲି ମତେ ବାସ୍ତବରେ ନିଜ ଘରୋଇ ଟିମକୁ ସମର୍ଥନ କରିବା ଦରକାର”।

ଏହା ଦେଖିବା ରୋମାଞ୍ଚକର ହେବକି ଉସିଆନ ବୋଲଟ ଆଇପିଏଲରେ ନିଜ ନାମ ରଖିପାରିବେ ବା ନାହିଁ। ଯେବେ ସେ ଅଷ୍ଟ୍ରେଲିଆର ପେସବର ସଫର କ୍ଳବ, ସେଣ୍ଟ୍ରାଲ କୋଷ୍ଟ ମେରିନର୍ସ ପାଇଁ ଅଳ୍ପସମୟ ପାଇଁ ଆସିଥିଲେ ଓ ସେ ଫୁଟବଲ ମଧ୍ୟ ଖେଳିଥିଲେ। ଆଇପିଏଲର କଥା କହିବା ତ ସବୁ ୮ ପୁରୁଣା ଟିମ ଆଗାମୀ ବର୍ଷ ୨୦୨୨ର ପୂର୍ବରୁ ହେବାକୁ ଥିବା ମେଗା ଅକ୍ସନ ପୂର୍ବରୁ ନିଜ ରିଟେନ ଖେଳାଳିଙ୍କୁ ଲିଷ୍ଟ ଜାରି କରିସାରିଛନ୍ତି। ଆଗାମୀ ସିଜନରେ ଲଖନଉ ଓ ଅହମ୍ମଦାବାଦ ଦୁଇଟି ନୂଆ ଟିମ ସାମିଲ ହେବେ ବୋଲି ଜଣା ଯାଉଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *