ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପନିପରିବା ନିହାତି ଜରୁରୀ ଅଟେ । ସ୍ୱାସ୍ଥ୍ୟକୁ ସୁସ୍ଥ ରଖିବା ପାଇଁ ଖାଦ୍ୟରେ ଏହି ଜିନିଷ ଉପରେ ଧ୍ୟାନ ଦିଅନ୍ତୁ ।

Vegetables are the best for good health learn the easy ways to include them here, Vegetables, Nitidina

ଭଲ ଖାଇବା ଦ୍ୱାରା ଆମ ଶରୀର ପାଇଁ ବହୁତ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ । ପନିପରିବାକୁ ଖାଦ୍ୟରେ ସାମିଲ କଲେ ଏହା ଶରୀରର ପାଚନ କ୍ରିୟା ବଢ଼ାଏ ଏହାସହ ରୋଗ ସହ ଲଢ଼ିବାରେ ସାହାଯ୍ୟ କରେ ।

Google

ଭଲ ସ୍ୱାସ୍ଥ୍ୟ ପାଇଁ ଦରକାର ଭଲ ଖାଦ୍ୟ । ପନିପରିବାକୁ ନିଜ ଖାଦ୍ୟରେ ସାମିଲ କରିବା ବହୁତ ହିତକର ହୋଇଥାଏ । ଏହା ପାଚନ କ୍ରିୟା ବଢ଼େଇ ସହ ରୋଗ ସହ ଲଢ଼ିବାରେ ସାହାଯ୍ୟ କରେ । ପନିପରିବା ଖାଇଲେ ପ୍ରୋଟିନ ଓ ଖଣିଜ ମିଳିଥାଏ ।

ଆସନ୍ତୁ ଜାଣିବା ସେ ଉପାୟ ଯାହାଦ୍ୱାରା ଆପଣ ଖାଦ୍ୟରେ ପନିପରିବା ବ୍ୟବହାର କରିପାରିବେ:

୧.ବିଭିନ୍ନ ପ୍ରକାରର ପନିପରିବା ଯେମିତି ବ୍ରୋକୋଲି,ମସୃମ,ବେବି କର୍ଣକୁ ସିଜେଇ ଦିଅନ୍ତୁ । ଏହାପରେ ଏଥିରେ ଲୁଣ,କଳା ଜିରା ଓ ଅନ୍ୟ ମସଲା ପକେଇଦିଅନ୍ତୁ ଓ ଏହାକୁ ଖାଆନ୍ତୁ। ଏହି ପ୍ରକାରରେ ପନିପରିବା ଖାଇଲେ ଶରୀର ପାଇଁ ଲାଭଦାୟକ ହେବ। ଏହାସହ ସ୍ୱାଦ ମଧ୍ୟ ମିଳିବ।

୨.ସ୍ନାକ ଭାବରେ ପନିପରିବା ଖାଇବାର ଅଭ୍ୟାସ କରନ୍ତୁ । ସାଧାରଣ ସ୍ନାକ ଭାବରେ ବାହାରର ଖାଦ୍ୟ ଖାଇଥାଉ ଯାହାଦ୍ୱାରା ଆମେ ରୋଗଗ୍ରସ୍ତ ହୋଇଥାଉ । ସବୁଠାରୁ ଭଲ ଉପାୟ ଆପଣ ସ୍ନାକ ଭାବରେ ଖୀରା,ଗାଜର କାଟି ଖାଆନ୍ତୁ ।ଏହାଦ୍ୱାରା ପେଟ ଫୁଲ ହେବ ଓ ଶରୀର କ୍ଷତି ହେବ ନାହିଁ ।

Vegetables are the best for good health learn the easy ways to include them here
Google

୩.ଖାଦ୍ୟରେ ସାଲାଡ଼ ଆଡ଼ କରିବା ବେଷ୍ଟ ଅଟେ । ୩ ରୁ ୪ ଟି ପରିବା ମିଶେଇ ସାଲାଡ଼ ପ୍ରସ୍ତୁତ କରି ଏହାକୁ ଖାଇବା ଉଚିତ। ଏହାଦ୍ୱାରା ପେଟ ପୁରିଯିବ ଓ ଶରୀରକୁ ପ୍ରୋଟିନ ମଧ୍ୟ ମିଳିଯିବ।

୪.ସମସ୍ତଙ୍କ ଘରେ ଡାଲି ପ୍ରସ୍ତୁତ ହୁଏ ଓ ଏହାକୁ ଖାଇବା ଜରୁରୀ ଅଟେ। ଯଦି ଡାଲିରେ କିଛି ସବୁଜ ପରିବା ପକେଇବା ତେବେ ତାହାର ସ୍ୱାଦ ମଧ୍ୟ ବଢିବ ଓ ଶରୀର ପାଇଁ ହିତକର ମଧ୍ୟ ହେବ।

ଭଲ ଖାଦ୍ୟପେୟ ଶରୀର ପାଇଁ ହିତକର ହୋଇଥାଏ।ପନିପରିବା ଶରୀରକୁ ଭଲ ରଖିଥାଏ । ଏଥିପାଇଁ ଡାକ୍ତର ସବୁବେଳେ ସବୁଜ ପନିପରିବା ଖାଇବାକୁ ଉପଦେଶ ଦେଇଥାନ୍ତି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *