ବିକୀ କୌଶଲ ଖୋଲିଲେ ନିଜ ମୁହଁ, କହିଲେ କରନ ଜୋହରଙ୍କ ପାର୍ଟିରେ ସେଦିନ କଣ ହୋଇଥିଲା । ବଡ ଖୁଲାସା

Vicky Kaushal opened about Karan Johar's party told what happened that day, ବିକୀ କୌଶଲ ଖୋଲିଲେ ନିଜ ମୁହଁ, କହିଲେ କରନ ଜୋହରଙ୍କ ପାର୍ଟିରେ ସେଦିନ କଣ ହୋଇଥିଲା ।, Nitidina, Bollywood

ଆପଣଙ୍କୁ କହିରଖିବୁ କରନ ଜୋହରଙ୍କ ଘରେ ଏକ ପାର୍ଟି ଅନୁଷ୍ଠିତ ହୋଇଥିଲା ଏବେ ଅଭିଯୋଗ ହୋଇଛି କି ସେହି ଦିନ ସେହି ପାର୍ଟିରେ ବଲିଉଡ଼ କଳାକାର ଡ୍ରଗ୍ସ ସେବନ କରିଥିଲେ । ଏବେ ଅନେକ ଦିନ ପରେ କରନ ଜୋହର ଏହି କଥା ଉପରେ ଜବାବ ଦେଇଛନ୍ତି ।

କରନ ଜୋହର କହିଛନ୍ତି ସେହି ପାର୍ଟିରେ ଡ୍ରଗ୍ସ ନେଉ ନଥିଲେ । ସେହି ପାର୍ଟିରେ ତାଙ୍କ ସହ ତାଙ୍କ ମା ହିରୁ ଜୋହର ବି ଉପସ୍ଥିତ ଥିଲେ । ଏହା ଉପରେ ବିକୀ କୌଶଲ କହିଛନ୍ତି ସେହି ପାର୍ଟିରେ ଡ୍ରଗ୍ସ ନେବା ଭଳି କିଛି ନଥିଲା । କରନ ସେହି ପାର୍ଟିର ଭିଡ଼ିଓ ବି ସେୟାର କରିଛନ୍ତି ।

Ranbir Kapoor, Deepika Padukone & Major Bollywood Celebs In Karan Johar's  'Once Upon A Time In Bollywood' Moment!
Google
ବିକୀ କୌଶଲ କଣ କହିଲେ:

ପାର୍ଟି ବିଷୟରେ ବିକୀ କୌଶଲ କହିଛନ୍ତି ସେହି ପାର୍ଟିରେ ଡ୍ରଗ୍ସ ନିଆ ଯାଉନଥିଲା । ସବୁ ଲୋକ ସେହି ପାର୍ଟିରେ ନିଜ ହିସାବରେ ମନୋରଞ୍ଜନ କରୁଥିଲେ । ଆପଣଙ୍କୁ କହିରଖିବୁ କିଛି ଦିନ ପୂର୍ବରୁ ସେହି ପାର୍ଟିର ଏକ ଭିଡ଼ିଓ ସେୟାର କରାଯାଇଥିଲା ଯେଉଁଥିରେ କୁହାଯାଇଥିଲା କି ସେହି ପାର୍ଟିରେ ବିକୀ ଓ ଅନ୍ୟ ସଦସ୍ୟ ଡ୍ରଗ୍ସ ନେଉଛନ୍ତି । ଏହି କଥା ଉପରେ ବିକୀ ସତ୍ୟତା ପ୍ରଦାନ କରିଛନ୍ତି ।

Bollywood News, Movie Reviews, Celebrity Photos & Updates | bollywood news,  bollywood gossip, latest hindi movies, movie reviews, bollywood fashion,  celebrity updates, filmfare, filmfare awards | Page 7
Google
ପାର୍ଟିରେ କରନଙ୍କ ମା ଥିଲେ ସାମିଲ:

ବିକୀ କହିଲେ ସେହି ଦିନ ପାର୍ଟିରେ କରନ ଜୋହରଙ୍କ ସହ ତାଙ୍କ ମା ହିରୁ ଜୋହର ବି ସାମିଲ ଥିଲେ ଓ ସମସ୍ତଙ୍କ ଉପରେ ଗଙ୍ଗାଜଳ ଛିଞ୍ଚୁଥିଲେ । ଯାହାକୁ କି ବିକୀ ନିଜ ନାକ ପାଖରୁ ପୋଛୁଥିଲେ ଯାହାକୁ ସମସ୍ତେ ଡ୍ରଗ୍ସ ବୋଲି ଭାବୁଥିଲେ । ସେହି ପାର୍ଟିରେ ଦୀପିକା ପାଦୁକୋନ, ବିକୀ କୌଶଲ, ରଣବୀର କପୁର, ବରୁଣ ଧାୱନ ଓ ସାହିଦ କପୁରଙ୍କ ସମେତ ଅନେକ ବଡ଼ ବଡ଼ ବଲିଉଡ଼ କଳାକାର ସାମିଲ ଥିଲେ ।

Inside Karan Johar's star-studded house party: Arjun Kapoor-Malaika Arora,  Deepika Padukone, Shahid Kapoor-Mira spotted. See pics
Google
ପାର୍ଟିର କିଛି ଦିନ ପୂର୍ବରୁ ଡେଙ୍ଗୁରୁ ବାହାରିଥିଲେ:

ବିକୀ କହିଲେ କି ପାର୍ଟିର କିଛି ଦିନ ପୂର୍ବରୁ କରନ ତାଙ୍କୁ ଫୋନ କରିକି ପାର୍ଟି ପାଇଁ ନିମନ୍ତ୍ରଣ କରିଥିଲେ । ୧୦ ଦିନରୁ ସେ ଘରେ ଥିଲେ କାରଣ ବିକୀ ୩ ଦିନ ପୂର୍ବରୁ ଡେଙ୍ଗୁ ରୁ ଭଲ ହୋଇଥିଲେ । ଯାହା ପାଇଁ ସେ ଅନେକ ଦିନରୁ ଘରେ ଥିଲେ । ପାର୍ଟିର ୫ ମିନିଟ ପୂର୍ବରୁ କରନଙ୍କ ମା ସମସ୍ତଙ୍କ ଉପରକୁ ଗଙ୍ଗାଜଳ ପକାଉଥିଲେ ଯାହାକୁ ବିକୀ ନିଜ ନାକରୁ ପୋଛୁଥିଲେ । ଯାହାକୁ ସମସ୍ତେ ଭାବିଥିଲେ କି ସେ ଡ୍ରଗ୍ସ ନେଉଛନ୍ତି । ସେ କହିଛନ୍ତି ପୁରା ପାର୍ଟିରେ କେହିବି ଡ୍ରଗ୍ସ ନେଇନଥିଲେ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *