ଇନ୍ସପେକ୍ଟରଙ୍କ ରାସଲୀଳା ଭିଡ଼ିଓ ହେଉଛି ଭାଇରଲ। ସମସ୍ତେ ଆଶ୍ଚର୍ଯ୍ୟ। ପଢ଼ନ୍ତୁ ସମ୍ପୂର୍ଣ୍ଣ ଖବର।

ଆପଣଙ୍କୁ କହିରଖିବୁ କିଛି ପୋଲସ ଅଫିସରଙ୍କ ପାଇଁ ପୁରା ପୋଲିସ ଡିପାର୍ଟମେଣ୍ଟ ଆଜି ବଦନାମ ହେଉଛି। ଏହିପରି ଏକ ଖବର ବର୍ତ୍ତମାନ ଚାରିଆଡ଼େ ଚର୍ଚାର ବିଷୟ ପାଲଟିଛି। ଅନୁଗୁଳ ଏସଡିପିଓ ଅଶ୍ୱିନୀ କୁମାର ସାହୁଙ୍କ ନାମରେ ଜଣେ ମହିଳା ଇନ୍ସପେକ୍ଟରଙ୍କ ସହ ଖରାପ ସମ୍ପର୍କ ଥିବା କଥା ବର୍ତ୍ତମାନ ଭାଇରାଲ। ଏହି ଅଭିଯୋଗ ଆଉ କେହି ନୁହେଁ ବରଂ ଅଶ୍ୱିନୀଙ୍କ ପତ୍ନୀ ମମତା ଆଣିଛନ୍ତି। ଏହା ସହ ଦୁହିଁଙ୍କର ମଧ୍ୟରେ ଏକ ଖରାପ ଭିଡ଼ିଓ ବର୍ତ୍ତମାନ ଭାଇରାଲ ହୋଇଛି। ଯାହା ଏହାକୁ ସତ ବୋଲି ପ୍ରମାଣ କରୁଛି। ଏହି ଭିଡ଼ିଓଟି କିଏ କରିଥିଲା ଓ ଛାଡିଥିଲା ଏହା ଏବେ ପର୍ଯ୍ୟନ୍ତ ସସପେନ୍ସରେ ଅଛି। ଆଶ୍ୱିନୀ କୁମାର ସାହୁ ହେଉଛନ୍ତି ଅନୁଗୁଳ ଜିଲ୍ଲାର ଏସଡିପିଓ ଓ ତାଙ୍କ ସହ ସମ୍ପର୍କ ଥିବା ଯେଉଁ ମହିଳାଙ୍କ କଥା କୁହାଯାଉଛିସେ ହେଉଛନ୍ତି ମୟୁରଭଞ୍ଜ ଜିଲ୍ଲାର ଜଣେ ମହିଳା ଇନ୍ସପେକ୍ଟରଙ୍କ। ଏହି ଖବର ଜଣାପଡିବା ପରେ ଲୋକମାନେ ପୋଲସ କୁ ଛି ଛି କରୁଛନ୍ତି। ଦୁଇ ବଡ଼ ପଦରେ ଥିବା ଅଧିକାରୀଙ୍କ ଏପରି କାର୍ଯ୍ୟ ସମସ୍ତଙ୍କୁ ଚକିତ କରିଛି।

Google

ଆପଣଙ୍କୁ କହିରଖିବୁ ପ୍ରଥମେ ଦୁହିଁଙ୍କର ରୋମାନ୍ସର ଏକ ଭିଡ଼ିଓ ଭାଇରାଲ ହୋଇଥିଲା । ଏହା ପରେ ଅଶ୍ୱିନୀଙ୍କ ପତ୍ନୀ ମମତା କହିଥିଲେକି ସେ ଅଶ୍ୱିନୀଙ୍କୁ ୨୦୦୪ରେ ବିବାହ କରିଥିଲେ। ଅନେକ ବର୍ଷ ହେବ ଦୁହେଁ ଖୁସିରେ ଥିଲେ କିନ୍ତୁ୨୦୧୧ରୁ ଅଶ୍ୱିନୀ ଯାଜପୁର ଥାନାକୁ ପୋଷ୍ଟିଙ୍ଗ ହେବା ପରେ ଦୁହିଁଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ମମତା ଜାଣିବାକୁ ପାଇଥିଲେକି ମହିଳା ଇନ୍ସପେକ୍ଟରଙ୍କ ସହ ଅଶ୍ୱିନୀଙ୍କ ଖରାପ ସମ୍ପର୍କ ଅଛି। ଏହା ପରେ ସେ ସ୍ୱାମୀ ଅଶ୍ୱିନୀଙ୍କୁ ଏହିସବୁ ପଚାରିଥିଲେ ଓ ବାରଣ ମଧ୍ୟ କରିଥିଲେ। ଏହାକୁ ଜମାମି ଅଶ୍ୱିନୀ ନ ମାନି ଟାଳିଦେଇଥିଲେ ବୋଲି ମମତା କହିଛନ୍ତି।

Google

ଏହା ପରେ ମମତା ଆହୁରି ମଧ୍ୟ ସାଂଘାତିକ କଥା କହିଛନ୍ତିକି ତାଙ୍କ ଅନୁପସ୍ଥିତରେ ଅଶ୍ୱିନୀ ସେହି ମହିଳା ଇନ୍ସପେକ୍ଟରଙ୍କୁ ଘରକୁ ଆଣି ଅନେକ ରାତି କଟାଇଛନ୍ତି। ଅଶ୍ୱିନୀ ଓ ସେ ମହିଳା ଅଫିସର ଅନ୍ୟ ଜିଲ୍ଲାରେ ଥିଲେବି ମଝିରେ ମଝିରେ ଭେଟ ହୋଇଥାନ୍ତି। ମମତା କହିଛନ୍ତି ଏହାର ବିରୋଧ କରି ମୋତେ ମାଡ଼ ମରାଯାଇ ଧମକା ଯାଇଛି। ଏହା ସହ ସେ ମତେ ଛାଡପତ୍ର ଦେବାକୁ ଚାହୁଁଥିଲେ କିନ୍ତୁ ମୋର ଏତେ ବଡ଼ ପୁଅ ଥିବାରୁ ମୁଁ ଏସବୁ ଚାହୁଁନଥିଲି। ସେଥିପାଇଁ ମମତା ଅଶ୍ୱିନୀ ଏସବୁ ଛାଡି ଘରକୁ ଆସନ୍ତୁ ବୋଲି ମମତା ନେହୁରା ହୋଇ କହିଛନ୍ତି। ଏବେ ପର୍ଯ୍ୟନ୍ତ ଏସବୁ ବିଷୟରେ ଅଶ୍ୱିନୀଙ୍କର କୌଣସି ପ୍ରତିକିୟା ମିଳିପାରିନାହିଁ। ଏବେ ଦେଖାଯାଉ ଆଗକୁ କଣ ସବୁ ତଥ୍ୟ ପୋଲିସ ହାତରେ ଲାଗୁଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *