ଭାଇରଲ ହେଉଛି ରାହୁଲ ଗାନ୍ଧୀଙ୍କର ନୂଆ ରୂପ, ସବୁଆଡେ ପାଲଟିଛି ଚର୍ଚ୍ଚାର ବିଷୟ। ଦେଖନ୍ତୁ ଭିଡିଓ।

କଂଗ୍ରେସର ପୂର୍ବ ନେତା ରାହୁଲ ଗାନ୍ଧୀ ଏବେ ନୂଆ ଅବତାରରେ ନଜର ଆସୁଛନ୍ତି। ନିଜର ତାମିଲନାଡୁ ଦୋହରାରେ ରାହୁଲ ୟୁ ଟ୍ୟୁବର ଶେପ୍ସଙ୍କ ସହ ଖାଇବା ପକେଇଲେ ଆଉ ଭୂମି ଉପରେ ବସି ମଶ୍ରୁମ ବିରିୟାନୀର ମଜା ବି ନେଲେ। ୟୁ ଟ୍ୟୁବର କୁକିଙ୍ଗ ଶୋ ଭିଲେଜ କୁକିଙ୍ଗ ଚ୍ୟାନେଲରେ ରାହୁଲଙ୍କର ଏହି ଭିଡିଓ ଶୁକ୍ରବାରକୁ ପକାଗଲା। ଏବେ ଯାଏ ଏହି ଭିଡିଓ କୁ ପ୍ରାୟ ୩୦ ଲକ୍ଷରୁ ଅଧିକ ଲୋକ ଦେଖି ସାରିଛନ୍ତି।

Google

ରାହୁଲ ଗାନ୍ଧୀ ତାମିଲ ଜନତାଙ୍କ ସହ ସିଧା ଯୋଡିବାକୁ ଚାହାନ୍ତି। ଏହି କାରଣରୁ ସେ ଏଠାରେ ଥିବା ଏକ ୟୁ ଟ୍ୟୁବ ଚ୍ୟାନେଲ ପାଖରେ ଯାଇ ପହଂଚି ଥିଲେ ଆଉ ସେଠାରେ ବସି ମଶ୍ରୁମ ବିରିଆନିର ମଜା ବି ନେଲେ। ଏହା ହିଁ ନୁହଁ ସେ ଶୋ ଭିତରେ ବିରିଆନି ବନାଉଥିବା ଲୋକମାନଙ୍କ ସହ କଥାବାର୍ତ୍ତା ବି କଲେ ଆଉ ତାଙ୍କର ଏହି ଭିଡିଓ ବହୁତ ଭାଇରାଲ ହେଉଅଛି।

Google

ରାହୁଲଙ୍କର ଏହି ଭିଡିଓକୁ ସେହି ଚ୍ୟାନେଲ ପୋଷ୍ଟ କରିକି ଲେଖିଛି କି ଏହା ତାଙ୍କ ପାଇଁ ବହୁତ ବଡ଼ ଦିନ ଅଟେ। ରାହୁଲ ଗାନ୍ଧୀ ତାଙ୍କ କୁକିଙ୍ଗ ଜଏନ କଲେ ଆଉ ସାଥିରେ ହିଁ ସେ ସେଠାରେ କାମ କରୁଥିବା ଲୋକ ମାନଙ୍କର ସାହସ ବଢ଼େଇଲେ। ୧୪ମିନିଟର ଏହି ଭିଡିଓରେ ରାହୁଲ କିଛି ସମୟ ପରେ ଆସନ୍ତି ଆଉ ସେତେ ଯାଏ ବିରିଆନି ତିଆରି ହେବାର ସମସ୍ତ ବିଧି ସରି ଯାଇଥାଏ। ବ୍ଲୁ ରଙ୍ଗର ଟି ଶାର୍ଟ ପିନ୍ଧିଥିବା ରାହୁଲ ବହୁତ ଖୁସି ଥିବାର ନଜର ଆସନ୍ତି ଆଉ ପୁରା ଭିଡିଓ ଭିତରେ ହିଁ ସେ ଲୋକ ମାନଙ୍କ ସହ କଥାବାର୍ତ୍ତା କରୁଥିବାର ନଜର ଆସନ୍ତି।

ରାହୁଲ ରୋଷେଇ କରୁଥିବା ସମୟରେ ରୋଷେଇଆ ମାନଙ୍କର ସାହାଯ୍ୟ କରୁଥିବାର ନଜର ଆସୁଥିଲେ ଆଉ ଏହା ସହ ହିଁ ସେ ରାଇତା ନିଜେ ବନାଉଥିବା ସମୟରେ କିଛି ତାମିଲ ଶବ୍ଦ ମାନଙ୍କର ବ୍ୟବହାର କରୁଥିବାର ନଜର ଆସିଲେ। ରାହୁଲ ଭୂମି ଉପରେ ବସି ବିରିଆନିର ମଜା ନେଉ ଥିବାଫ ନଜର ଆସିଲେ। ଏହା ଭିତରେ ଜଣେ ଯୁବ ରୋଷେଇଆ କହିଲା କି ସେ ବିଦେଶ ଯାଇ କୁକ ହେବାକୁ ଚାହେଁ। ଏହା ଉପରେ ରାହୁଲ କହିଲେ କି ସେ କେଉଁ ଦେଶ ଯିବାକୁ ଚାହେଁ। ଏହାପରେ ରାହୁଲ କହିଲେ କି ଆର ଥର ଆସିବା ପରେ ସେ ଟ୍ରମାଇଟ ଡିସ ଖାଇବାକୁ ଚାହିଁବେ।

ତାମିଲନାଡୁର ଏବେ କଂଗ୍ରେସ ନିଜର ସହଯୋଗୀ ଡିଏମକେଙ୍କ ସହ ନିର୍ବାଚନ ମୈଦାନ ଉପରେ ଅଛି। ରାଜନୈତିକ ବିସ୍ଲେସକ ମାନଙ୍କର କହିବା କଥା କି ଏହି ସହଯୋଗ ଏଥର ସତ୍ତା ହାସିଲ କରିବା ବହୁତ ପାଖରେ। ରାହୁଲ ଗାନ୍ଧୀ ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ଏବେ ଠାରୁ ନିଜର ସମ୍ପୁର୍ଣ ଶକ୍ତି ପ୍ରୟୋଗ କରୁଛନ୍ତି। ସେ ପୂର୍ବ ସପ୍ତାହ ବି ତାମିଲନାଡୁ ଦୋହରାରେ ଯାଇଥିଲେ। ଏହା ଭିତରେ ସେ ସେଠାରେ ବହୁତ ସଭା ମାନ କଲେ ଆଉ ଏକ ଛୋଟ ଝିଅ ସହ ସେଲ୍ଫି ବି ନେଇଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *