ଶିକ୍ଷକ ନିଯୁକ୍ତି ଘୋଟାଲା: ଧାରାପଡ଼ିଲା ମାଷ୍ଟର ମାଇଣ୍ଡ, ୭୫ ଲକ୍ଷ ଟଙ୍କାର ଘୋଟାଲା । ପଢ଼ନ୍ତୁ ସମ୍ପୂର୍ଣ୍ଣ ଖବର ।

ଉତ୍ତରପ୍ରଦେଶରେ ଯୋଗୀ ଶାସନ କାଳ ଭିତରେ ମାଫିଆ ମାନଙ୍କ ଉପରେ ଶାସନ ଚାଲୁ ଅଛି। ଏହି ଦିନ ମାନଙ୍କରେ କେଉଁଠି ନା କେଉଁଠି ଏହି ପ୍ରକାର କାର୍ଯ୍ୟବାହି ଦେଖିବାକୁ ମିଳୁଛି। ମଥୁରାରେ ବି ଏହିପ୍ରକାର କାର୍ଯ୍ୟ ଦେଖିବାକୁ ମିଳୁଛି। ଯେବେ ପ୍ରର୍ଜି ଦସ୍ତାବେଜର ଆଧାରରେ ପ୍ରଦେଶ ଭରାରେ ଶିକ୍ଷକ ନିଯୁକ୍ତି ଉପରେ ହେଇଥିବା ଘୋଟଲାକୁ ନେଇ ଥିବା ମାଷ୍ଟ୍ରମାଇଣ୍ଡ ରବୀନ୍ଦ୍ର ସିଂଙ୍କର ୭୫ ଲକ୍ଷର ସମ୍ପତ୍ତିକୁ ଥାନା କୋତବାଲି ପୋଲିସ ୧୪(୧) ଧାରା ଅନୁସାରେ କୁର୍କ କରିଦେଇଛି।

Google

ସିଓ ସିଟିର ଦେଖାରେଖାରେ ମୁନାଦି କରରେ ହେଇଥିବା କାର୍ଯ୍ୟବାହିରେ ପୋଲିସ ଅବୈଧ ରୂପରେ ଅର୍ଜନ କରାଯାଇଥିବା ୭୫ ଲକ୍ଷ ଟଙ୍କାର ଆଲିସାନ ମହଲ ତଥା କୋଠା ସିଜ କଲେ। ମାଷ୍ଟ୍ରମାଇଣ୍ଡ ରବୀନ୍ଦ୍ର ସିଂ ଙ୍କ ଉପରେ ଏହା ଆରୋପ ଅଛି କିସେ ପ୍ରଦେଶ ସାରା ଫର୍ଜି ଦସ୍ତାବେଜ ବନେଇ ବହୁତ ସାରା ଶିକ୍ଷକମାନଙ୍କୁ ନିଯୁକ୍ତ କଲେ। କୋତବାଲି ପୋଲିସର ଏହି କାର୍ଯ୍ୟବାହି ଥାନା ହାଇୱେ ପାଖରେ ଥିବା ଏଟିବି ଫ୍ୟାକ୍ଟ୍ରି ସମିପରେ କରାଗଲା। ଖେତ୍ରାଧିକାରୀ ବରୁଣ କୁମାର ସିଂ ଆଉ ତହସିଲଦାର ଦ୍ୱାରା ଏହି କାର୍ଯ୍ୟବାହି କରାଗଲା।

ରବୀନ୍ଦ୍ର ସିଂ କିଏ: ସିଓ ସିଟି ବରୁଣ କୁମାର କହିଲେ କି ମଥୁରାରେ ଏକ ଚର୍ଚ୍ଚିତ ଟିଚର ନିଯୁକ୍ତି ଘୋଟାଲା ହେଇଥିଲା। ଏହାର ଅଭିଯୁକ୍ତ ରବୀନ୍ଦ୍ର ସିଂ ଗ୍ରାମ ଭର୍ତ୍ତିଆ ଥାନା ବଳଦେବ ର ମୂଳ ନିବାସୀ ଅଟେ। ତାହା ଦ୍ୱାରା ଅପରାଧୀକ କାର୍ଯ୍ୟକଳାପ ଦ୍ୱାରା ଯେତେ ବି ସମ୍ପତ୍ତି ଅର୍ଜନ କରାଗଲା ତାହାର ମୂଳ ମୂଲ୍ୟ ପାଖାପାଖି ୭୫ ଲକ୍ଷ ଟଙ୍କା ଅଟେ ଯାହା କି ଜିଲ୍ଲା ପୋଲିସର ଆଦେଶ କ୍ରମେ ଏବେ ସିଜ କରା ଯାଉଛି, ୧୪ ଗ୍ୟାଙ୍ଗଷ୍ଟାର ଆକ୍ଟ ଦ୍ୱାରା।

Google

ଫର୍ଜି ଶିକ୍ଷକ ଭର୍ତ୍ତିର ଘୋଟାଲା ବାବଦରେ ଖୋଲିବା ଆରମ୍ଭ ହେଇଥିଲା ୨୦୧୮ରେ ଯାହା ଭିତରେ ଏହି ମଥୁରାରେ ଅନେକ ଏପରି କେସ ଆସିବାକୁ ଯାଉଥିଲା। ମଥୁରାରେ ଏହା ବାବଦରେ ଅନେକ ପ୍ରକାର କେସ ଦର୍ଜ କରା ଯାଇଥିଲା। ଏହି ଘଟାଲାର ମାଷ୍ଟ୍ରମାଇଣ୍ଡ ରବୀନ୍ଦ୍ର ସିଂ ଥିଲା ଆଉ ଏହି ରବୀନ୍ଦ୍ର ସିଂ ବେଆଇନ ତରିକାରେ ଅନେକ ସମ୍ପତ୍ତି ଅର୍ଜନ କରିଥିଲା ଯାହା କି ପରେ ଜବତ କରାଗଲା। ତାହା ଉପରେ ଗ୍ୟାଙ୍ଗଷ୍ଟାର ଆକ୍ଟ ନିଆ ଯାଇଥିଲା ଆଉ ତାହାରି ଅଧିନରେ ଗ୍ୟାଙ୍ଗଷ୍ଟାର ଆକ୍ଟ ୧୪(୧) ଅନୁସାରେ ତାହା ଦ୍ୱାରା ଅର୍ଜନ କରାଯାଇଥିବା ସମସ୍ତ ବେଆଇନ ସମ୍ପତ୍ତି ଜବତ କରାଯାଇଥିଲା। ଜିଲ୍ଲାଧିକାରୀଙ୍କର ଆଦେଶ ଅନୁସାରେ ହିଁ ତାର ସମ୍ପତ୍ତି ଜବତ କରା ଯାଇଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *