ମୃତ୍ୟୁ ଠାରୁ ବିଜୟ ହେବ ମଣିଷ? ଅମର ହେବ ମଣିଷ, ଲ୍ୟାବରେ ଚାଲିଛି ଅମରତ୍ୱ ପ୍ରସ୍ତୁତି

ଆପଣ ଜାଣିଥିବେ ଆଗକାଳରେ ଦେବତା ମାନେ ସୋମରସ ପିଉଥିଲେ ଓ ଅମର ହେଇଯାଉଥିଲେ। ସର୍ଵଦା ଜବାବ ରହିବା ସହ କୌଣସି ରୋଗ ସେମାନଙ୍କୁ ହେଉନଥିଲା। ଏହି ଧରା ପୃଷ୍ଟରେ ଜିଏବି ଜନ୍ମ ହୋଇଥାଏ ତାକୁ ଦିନ ବୃଦ୍ଧ ହେବାକୁ ପଡିଥାଏ ଓ ମରିବାକୁ ପଡିଥାଏ। ଆଗକାଳେ ସୋମ ନାମକ ଏକ ଗଛର ରସ ପିଇ ଦେବତାମାନେ ଅମର ହେଇଯାଉଥିଲେ। ଆଜି ବିଜ୍ଞାନ ଅନେକ ଉନ୍ନତି କଲାଣି ଆଜିର ବିଜ୍ଞାନ ଦ୍ଵାରା ସବୁ ସମ୍ଭବ ହେଲାଣି ଏବେ ଏକ ଏପରି ଖବର ସାମ୍ନାକୁ ଆସିଛି ଯାହା ବିଷୟରେ ଜାଣି ଆପଣମାନେ ମଧ୍ୟ ଆଶ୍ଚର୍ଯ୍ୟ ହେବେ। କାରଣ ଆପଣଙ୍କୁ କହିରଖିବୁ ଉଦ୍ୟୋଗପତି ଜେଫ ବେଜୋସ ଏକ ଏମିତି କମ୍ପାନୀରେ ଆରମ୍ଭ କରିଛନ୍ତି ଯିଏକି ମଣିଷଙ୍କୁ ଅମର କିପରି କରାଯାଇପାରିବ ଶାସ୍ତ୍ର ଉପରେ ଏହାର ଗବେଷଣା କରିବା ଆରମ୍ଭ କରିଦେଇଛି। ଯାହା ସଫଳ ହୋଇଗଲେ ମଣିଷମାନେ ଆଉ ବୃଦ୍ଧ ହେବନାହିଁ କି ମୃତ୍ୟୁ ହେବନାହିଁ।

Google

ଆପଣଙ୍କୁ କହିରଖିବୁ ମଣିଷର ଶରୀର କୋଷ ଦ୍ଵାରା ହିଁ ତିଆରି ହୋଇଛି। ଗୋଟିଏ ମଣିଷ ଶରୀରରେ ୭୨୪ଲକ୍ଷ କୋଷ ଅଛି। ଏହି କୋଷ ଯେବେ ଦୃବଳ ହୋଇଯାଏ ମଣିଷର ବାଧକ୍ୟ ଆସେ ଓ ସେ ମରିଯାଏ କିନ୍ତୁ ସେ ଯେଉଁ କମ୍ପାନୀ ତିଆରି କରିଛନ୍ତି ସେଥିରେ ମଣିଷର କୋଷକୁ ଯେପରି ପୂର୍ଣ୍ଣ ରିପ୍ୟାରିଙ୍ଗ କରାଯାଇପାରିବ ତାହା ଉପରେ କାମ କରୁଛି। ଯଦି ମଣିଷ ଶରୀରରେ ମଲା କୋଷ ପରେ ପୁଣି ନୂଆ କୋଷ ପ୍ରସ୍ତୁତିରେ ଏହି କମ୍ପାନୀ ସଫଳ ହୋଇଯିବ ତେବେ ଆଉ କେହି ମରିବେନି।

ଏହା ଦ୍ଵାରା ସବୁ ଅଙ୍ଗରେ ଥିବା କୋଷ ବିଷୟରେ ଅଧ୍ୟୟନ କରାଯାଉଛି ଓ କିପରି ସେହି ନୂଆ କୋଷ ପ୍ରସ୍ତୁତି ହେବ ଏହା ଉପରେ ଅନେକ ନୋବେଲ ପୁରସ୍କାର ପାଇଥିବା ବୈଜ୍ଞାନିକ କାମ କରୁଛନ୍ତି। ଆମାଜନର ମାଲିକ ଜେଫ ବୋଜଫ ଏହି କମ୍ପାନୀ ପାଇଁ ଅନେକ ଟଙ୍କା ନିବେଶ କରିବେ ଓ ଏହି କମ୍ପାନୀର ପ୍ରଥମ ଲକ୍ଷ ମଣିଷଙ୍କ ବୟସକୁ ୫୦ ବର୍ଷ ପର୍ଯ୍ୟନ୍ତ କିପିର ବଢ଼ାଇଯାଇପାରିବ। ମାନେ ଯେଉଁମାନେ ଯେତିକି ବର୍ଷ ବଞ୍ଚୁଥିଲେ ସାଧାରଣତଃ ଆଉ ୫୦ ବର୍ଷ ଅଧିକ ବର୍ଷ ବଞ୍ଚିବେ ଓ ଜଲ୍ଦି ବୃଦ୍ଧା ହେବେନାହିଁ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *